June 20, 2024

Odia Express

News For Public

ଭିକାରୀ ଭାବିକରି ଏହି ଲୋକ କୁ ଶୋରୁମ୍ ରୁ ବାହାର କରିଦେଲେ, ତାପରେ ଏମିତି କିଛି ହେଲା ଯେ ମ୍ୟାନେଜର ସେହି ଲୋକ ଗୋଡ ତଳେ ପଡିଗଲା – କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

କୁହନ୍ତି ନା ମଣିଷର ପରିଚୟ ତାର ମନରୁ କରିବା ଉଚିତ୍ , ତାର ଭେଷଭୁଷା ଦେଖିକରି ତାକୁ ଚିହ୍ନାଯାଏନି । ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଧନି ହୋଇଥାନ୍ତି , କିନ୍ତୁ ସେମାଣେ ଦେଖିବା ପସନ୍ଦ କରନ୍ତି ନାହିଁ , ବହୁତ ଏପରି ଲୋକ ହୋଇଥାନ୍ତି , ଯାହାଙ୍କ ପାଖରେ ଯେତେ ପଇସା ହୋଇଥାଏ ତାହା ସେମାନେ ଦେଖାଇ ହୁଅନ୍ତି , ଯିଏ ନିଜ କପଡା ମହଙ୍ଗା ଗାଡି ଆଦି ଦେଖାଇହୁଅନ୍ତି , ଓ ବହୁତ ଏମିତି ଲୋକ ଅଛନ୍ତି ଯିଏକି ପୁରୁଣା ଫଟା କପଡା ପିନ୍ଧିବାକୁ ପସନ୍ଦ କରନ୍ତି । ଓ ପକେଟରେ ଲକ୍ଷାଧିକ ଟଙ୍କା ଧରି ବୁଲନ୍ତି , ଓ ଆମେ ମାନେ ତାଙ୍କୁ ଭିକାରୀ ଭାବି ଅଣଦେଖା କରିଦେଇଥାଉ , କିଛି ଏପରି ହୋଇଥିଲା ଜଣେ ଭିକାରୀ ଭାବିକରି ଶୋରୁମରୁ ବାହାର କରାଯାଇଥିଲା , ଯେବେ ସତକାଥା ଶୋ ରୁମ୍ ମ୍ୟାନେଜରକୁ ଜଣାଗଲା , ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଓ ସେ ବ୍ୟକ୍ତିକୁ ଦେଖିବାକୁ ଲାଗିଲେ ।

 

ଆମେ ଯେଉଁ ବ୍ୟକ୍ତି କଥା କହୁଛୁ ଯାହାଙ୍କୁ ଶୋରୁମ୍ ରୁ ବାହାର କରିଦିଆଯାଇଥିଲା ସେ ଅସଲରେ ଏକ କୋଟିପତି ବ୍ୟକ୍ତି ଥିଲା , ସେମିତି ତାଙ୍କର ରହିବା ସଉକ ଥିଲା , ଓ ସତରେ ସଉକ ବଡ ଜିନିଷ ହୋଇଥାଏ , ଏହି ଘଟଣା ଥାଇଲାଣ୍ତରେ ରହୁଥିବା ଏକ ବଡ ବିଜନେସ୍ ମ୍ୟାନଙ୍କ ଅଟେ , ଯିଏ ହାର୍ଡଲି ଡେଭିନସନ୍ ଶୋରୁମ୍ କୁ ଯାଇଥିଲେ , ଓ ସେ ପାଖରେ ଥିବା ଏକ ମହଙ୍ଗା ମୋଟରସାଇକେଲ୍ ବିଷୟରେ ଜାଣିବାକୁ ଚେଷ୍ଟା କଲେ , କିନ୍ତୁ ସେଠାକାର କର୍ମଚାରୀ ତାଙ୍କୁ ବାହାରକୁ ଯିବାକୁ କହିଥିଲେ,  କର୍ମଚାରୀମାନେ ଭାବି ବସିଥିଲେ କି ସେ ବୋଧେ ହୁଏ ତ କେଉଁ ଭିକାରୀ ହୋଇଥିବେ , ବାରମ୍ବାର ଏହି ବାହାରକୁ ଯିବା କଥା ଶୁଣିକରି ସେ କହୁଥିଲେ କି ସେ ଏହି ବାଇକ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି , କିନ୍ତୁ ସେଲ୍ସମ୍ୟାନ୍ କିଛି ଶୁଣିନଥିଲେ , ଓ ତାପରେ ସେହି ବ୍ୟକ୍ତି ରାଗିଯାଇଥିଲେ , ଓ ସେ ମ୍ୟାନେଜରକୁ ଡକାଇଥିଲେ ।

 

ମ୍ୟାନେଜର ଯେବେ ତାଙ୍କୁ ଦେଖିଲେ ତାଙ୍କୁ ଚିତ୍କାର କରି ବାହାରକୁ ଯିବାକୁ କହିଲେ , କିନ୍ତୁ ସେହି ବ୍ୟକ୍ତି ସେହି ବାଇକର ଦାମ୍ ପଚାରିଲେ , ଯେବେ ମ୍ୟାନେଜର କହିଲା କି ବାଇକ୍ ତାର କିଣିବାର ପାଇଁ ଓକାତ୍ ବାହାରେ ଓ ତାହା ୧୨ ଲକ୍ଷର ଅଟେ , ତେବେ ସେହି ବ୍ୟକ୍ତି ୧୨ ଲକ୍ଷ କ୍ୟାସ୍ ବାହାର କଲେ ଓ କିଛି ଟିପ୍ସ ବି ବାହାର କଲେ , ଓ ଏହା ଦେଖି ସେଠାକାର ଆଖପାଖ ଲୋକେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଓ ତାପରେ ସେହି ବ୍ୟକ୍ତି ନିଜ ସତ କଥା କହିଲେ , ଓ ଏହାପରେ ନିଜେ ମ୍ୟାନେଜର ସେହି ବ୍ୟକ୍ତିଙ୍କୁ ବାଇକର ସବୁ ଫିଚର୍ସ ବିଷୟରେ କହିଲେ , ଓ ବାଇକ୍ ବିକ୍ରି କରିଥିଲେ , ଏହି ଘଟଣା ପ୍ରାୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା , ଏଥୁରୁ ଏହା ଶିକ୍ଷା ମିଳେ କି କେବେ ବି କେଉଁ ବ୍ୟକ୍ତିକୁ ତାର କପଡାରୁ ମାପିବା ଉଚିତ୍ ନୁହେଁ , ଯଦି ସେ ବ୍ୟକ୍ତି ଶୋ ରୁମ୍ କୁ ଗଲା ତେବେ ତା ସହ କିଛି କଥା ହେବା ଉଚିତ୍ , ତାର କଥାକୁ ବୁଝିବାକୁ ହେବ .କେବେ କାହାକୁ ଛୋଟ ବୋଲି ଭାବିବ ନାହିଁ ।

Leave a Reply

Your email address will not be published. Required fields are marked *