June 20, 2024

Odia Express

Here, There and Everywhere

ନିଜର ପୁରା ଅର୍ଜିତ ଧନ ଭାରତୀୟ ସେନାକୁ ଦାନ କରିଦେଲେ ମହେନ୍ଦ୍ର ସିଂ ଧୋନି – ସାରା ଦେଶର ଲୋକ କହିଲେ ଧନ୍ୟ ତମେ…

ଆମ ଦେଶର କିକ୍ରେଟରେ ସବୁ ବର୍ଗର ଲୋକଙ୍କ ଉତ୍କଣ୍ଠା ଅଛି , ଏମିତିରେ ଯଦି ଭାରତୀୟ କ୍ରିକେଟ୍ ଟିମ୍ କଥା କହିବା ତେବେ ପୁର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କଥା କହିଲେ ଏହା ଆପଣ ସମସ୍ତେ ଜାଣିଥିବେ କି ଧୋନୀ କ୍ରିକେଟର ଜଗତରେ ବହୁତ ନାଁ କମାଇଛନ୍ତି , ସେ ଟି ଟ୍ୱେଣ୍ଟି ମ୍ୟାଚ ହେଉ କିମ୍ବା ଏକ ଦିବସୀୟ ମ୍ୟାଚ ହେଉ , ଏହା ସହ ସେ ଭାରତର ଦ୍ୱିତୀୟ ବିଶ୍ୱକପ୍ ବି ନିଜ ଅଧିନାୟକତ୍ୱରେ ଜିତିଥିଲେ , ଧୋନୀ ଆଇପିଏଲ୍ ସିଜିନ୍ ରେ ବହୁତ ମ୍ୟାଚ ଜିତି ଛନ୍ତି , ଓ ଆପଣଙ୍କ ସୁଚନା ପାଇଁ କହିଦେବୁ କି ଭାରତୀୟ କ୍ରିକେଟ୍ ଟିମ୍ ଆଜି ବି ସେ ଜଣେ ସଫଳ ଅଧିନାୟକ ହିସାବରେ ଜଣାଯାଆନ୍ତି

 

ଏବେ କିଛି ଦିନ ହେବ ଧୋନୀ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ପାରି ଖେଳିକରି ଭାରତକୁ ଜିତ୍ ଦେଇଥିଲେ , ଏମିତିରେ ଧୋନୀଙ୍କ ଦ୍ୱାରା ଏହି କାମକୁ ଯିଏ ଦେଖିଲେ ସେ ପ୍ରଶଂସା କରିବାକୁ ଥକିବ ନାହିଁ , ଆପଣଙ୍କୁ କହିଦେବୁ କି ୨୦୧୮ ମହେନ୍ଦ୍ର ସିଂ ଧୋନୀ ଚ୍ୟାରିଟି ଫାଉଣ୍ତଡେସନକୁ ଲଣ୍ତନରେ ହୋଇଥିବା କ୍ରିକେଟ୍ ଫର୍ ହିରୋଜ୍ ନାମକ ଏକ ଚ୍ୟାରିଟିରେ ଟି ଟ୍ୱେଣ୍ଟି ଜରିଆରେ ୨୦ ହଜାର ପାଉଣ୍ତ ପାଇଥିଲେ , ଯେଉଁ ମ୍ୟାଚରୁ ସେନା ଆଘାତ ଜବାନମାନଙ୍କୁ ଓ ତାଙ୍କ ପରିବାରଙ୍କୁ ପାଇଁ ୩ ଲକ୍ଷ ଡଲାର୍ ଏକାଠି କରିପାରିବେ , ଆପଣଙ୍କୁ କହିଦେବୁ କି ସେହି ଚ୍ୟାରିଟି ମ୍ୟାଚ୍ ରେ ଧୋନୀ ବିଜୟ ରନ୍ କରି ଟିମ୍ ହେଲ୍ପ ଫର୍ ହିରୋଜ୍ ଙ୍କୁ ରେଷ୍ଟ ଅଫ୍ ଦ ୱାର୍ଲଡ ଟିମ୍ ବିପକ୍ଷରେ ଜିତ୍ ହାସିଲ୍ କରିଥିଲେ ।

 

ଏହି ମ୍ୟାଚ ଜରିଆରେ ସେ ଆୟୋଜକଙ୍କ ଠାରୁ ୩ ଲକ୍ଷ ଡଲାର୍ ଏକାଠି କରିଥିଲେ , ଯେଉଁଥିରେ ସେ ୨୦ ହଜାର ଡଲାର୍ ଧୋନୀଙ୍କ ସଂସ୍ଥା ଦାନ କରିବାର ଫଇସଲା କରିଥିଲେ , ଆପଣଙ୍କୁ ଏହା ବି କହିଦେବୁ କି ଧୋନୀଙ୍କ ଦ୍ୱାରା ପୁରା ରାଶି ଭାରତୀୟ ସେନାକୁ ଦାନ କରିଥିଲେ , ଏହି ଚ୍ୟାରିଟି ଏଥିପାଇଁ ଦିଆଯାଇଥିଲା କାରଣ ସେନାରେ ଥିବା ଜବାନ ଗମ୍ଭୀର ଭାବେ ଆଘାତ ପାଇଥିବା ସୈନ୍ୟଙ୍କୁ ଆର୍ଥିକ ସାହାଯ୍ୟ ମିଳିପାରିବ , ଆପଣଙ୍କୁ ଆମେ ଏହା ବି କହିଦେବୁ କି ଧୋନୀଙ୍କ ସେନା ସହ ବହୁତ ଘନିଷ୍ଠ ଅଛି , ସେ ଲେଫ୍ଟିନାଣ୍ଟ କର୍ନଲ ଉପାଧି ବି ସମ୍ମାନିତ ହୋଇଛନ୍ତି ।

 

ଏହା ସହ ସେ କିଛି ଦିନ ମଧ୍ୟରେ ପେରାଜପିଙ୍ଗ୍ ଟ୍ରେନିଙ୍ଗ୍ ବି ନେଇଥିଲେ , ଆପଣଙ୍କୁ ଏହା ବି କହିଦେବୁ କି ଅବସର ପରେ ସେନା ର ସେହି ପଦରେ ସମ୍ଭାଳିବେ , ତାଙ୍କର ଉଦାର ଓ ସେନା ପ୍ରତି ଘନିଷ୍ଠତା ଏହା ସମସ୍ତଙ୍କୁ ଦରକାର , ମହେନ୍ଦ୍ର ସିଂ ଧୋନୀ ଗାଡି ଉପରେ ବହୁତ ସଉକ ରଖନ୍ତି , କେବଳ ଏତିକି ନୁହେଁ ଆପଣଙ୍କୁ ଏହା ବି କହିରଖୁଛୁ କି ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ବହୁତ ଗାଡିର କଲେକସନ୍ ଅଛି , ଓ ବାଇକ୍ ବି ଅଛି ।

Leave a Reply

Your email address will not be published. Required fields are marked *