December 4, 2023

Odia Express

News For Public

ବାହାଦୁରୀ ଦେଖାଇ ୨୩ ଫୁଟ୍ ଅଜଗର ସହ ଘଣ୍ଟାଏ ହେଲା ଲଢୁଥିଲା ଏହି ସାହାସ ବ୍ୟକ୍ତି ,ଆଉ ତାପରେ ..

ଏହି ଦୁନିଆଁ ରେ ଅଜୀବ ଘଟଣା ମାନ ଘଟିବାର ଦେଖିବାକୁ ମିଳେ । କଣ କେତେବେଳେ ହେଇଯାଏ କିଛି ଜଣା ପଡେ ନାହିଁ , ଆଜିର ସମୟରେ କିଛି ବି ଘଟି ଯାଇପାରେ, ଆମ ପ୍ରକୃତିର ରଚନାରେ ଆପଣ ଭଲ ଭାବେ ପରିଚିତ ଥିବେ , ପ୍ରକୃତି କିଛି ଖତରନାକ ଜିନିଷକୁ ନିର୍ମାଣ କରିଛନ୍ତି , ଯାହା ବିଷୟରେ ଶୁଣି ଲୋକ ଭୟଭିତ ହୋଇଯାଆନ୍ତି , କିନ୍ତୁ ଏକ ବିଶାଳ କାୟ ସାପ କଥା ଅଲଗା ଅଟେ , ସାପ ସେମିତି ସବୁ ବ୍ୟକ୍ତିକୁ ଡରାଇଥାଏ । ବହୁତ ଥର ଆପଣଙ୍କ ପାଖାପାଖି ବହୁତ ପ୍ରକାରର ସାପ ଦେଖିଥିବେ । ସାପକୁ କେବଳ ଡର ଲାଗେନାହିଁ ତାର ବିଷାକ୍ତ ବିଷ ବହୁତ ଭୟଙ୍କର ଅଟେ , ଓ ବିଶେଷ କରି ଅଜଗର ସାପ ତାହା ଦଂଶନରେ ବ୍ୟକ୍ତି ପାଣି ପାଇନଥାଏ

ଆପଣ ଜୀବନରେ ବହୁତ ବାହାଦୁରୀ ର କଥା ଶୁଣି ଥିବେ କିନ୍ତୁ ଏହି ଘଟଣା ଆମେ ଯେଉଁ କହୁଛୁ ଏବେ ତାର ଏକ ଭିଡିଓ ଆସିଛି , ଯେଉଁ ଥିରେ ଏକ ଅଜଗର ସାପ ସହ ଏକ ବ୍ୟକ୍ତି ଘଣ୍ଟାଏ ପାଖାପାଖି ଲଢେଇ କରିଥିଲା , ସେ ସାପର ଲମ୍ବ ୨୩ ଫୁଟ ଥିଲା , ପ୍ରକୃତରେ ସେ ବ୍ୟକ୍ତି ଚାକିରିରୁ ଫେରୁଥିଲେ ତାପରେ ସେ ଅଜଗର ସାପ କୁ ଦେଖିଲେ । ଯେମିତି ସେ ବ୍ୟକ୍ତି ସେ ଅଜଗର ପାଖକୁ ପଳେଇଆସିଲେ ।ଅଜଗର ତାଙ୍କ ଉପରକୁ ଆକ୍ରମଣ କରିଦିଏ , ଏହି ଖତରନାକ ଘଟଣା ଇଣ୍ତୋନେସିଆ ର ରିୟାଉଅ ପ୍ରାନ୍ତରେ ହୋଇଛି ।

କୁହାଯାଏ କି ରୋବର୍ଟ ନେବନାନ୍ ଚାକିରି ରୁ ଘରକୁ ଫେରୁଥିଲେ , ରାସ୍ତାରେ ଏକ ବିଶାଳକାୟ ଅଜଗର ଦେଖିଲେ , ଯେମିତି ସେ ଅଜଗର ପାଖକୁ ଯାଆନ୍ତି , ସେମିତି ସେ ଅଜଗର ତାଙ୍କୁ ଆକ୍ରମଣ କରିଦିଏ । ଅଜଗର ତାଙ୍କ ଶରୀରର ବହୁତ ଜାଗାକୁ ଆଘାତ କରିଛି , ଓ ତାଙ୍କୁ ଚାପି ଦେଇଥିଲା , କିନ୍ତୁ ସେ ବ୍ୟକ୍ତି ବହୁତ ବାହାଦୁର ଥିଲେ , ସେ ଅଜଗର ସହ ବହୁତ ସମୟ ଲଢିଥିଲେ , ଓ ରୋବର୍ଟକୁ ବହୁତ ଚୋଟ ଆସିଥିଲା , ଅଜଗରର ମୃତ୍ୟୁପରେ ଶବକୁ ଗାଁଲୋକେ ତାକୁ ରସିରେ ଟଙ୍ଗାଇ ଦେଇଛନ୍ତି

Leave a Reply

Your email address will not be published. Required fields are marked *