November 28, 2023

Odia Express

News For Public

ଏହି ଝିଅଟି ସହ ବିଛଣାରେ ଆସି ଶୋଇଥାଏ ନାଗ ସାପ, ସକାଳ ହେଲେ ଫେରିଯାଇଥାଏ ଆଉ କରିଥାଏ ଏପରି କାମ …

ସେମିତି ବି ଭଗବାନ ତାଙ୍କ ସବୁ ଭକ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି , ଏହି ସଂସାରରେ ଏମିତି କିଛି ଲୋକ ଥାନ୍ତି , ଯାହାଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଥାଏ , ଏମିତିରେ ଭଗବାନ ଶିବଙ୍କ ଅପାର କୃପାରୁ ଦବିନ୍ଦ୍ର କୋର ଓରଫ୍ ରିମ୍ପି ନିବାସୀ କୃଷ୍ଣା ନଗରରେ ହୋଇଥିବା ଯେଉଁଠି ଦୁଇଥର ସାପ ସହ ଶୋଇଥିବା ସମୟରେ ଅଳ୍ପକେ ବଞ୍ଚିଯାଇଥିଲେ ।ଦବିନ୍ଦ୍ର କୌର କହିଲେ ଦିନେ ତାଙ୍କ ପରିବାରର ସବୁ ସଦସ୍ୟ ବିଦେଶ ଯାଉଥିଲେ , ତାଙ୍କ ଭାଇ ଛାଡିବା ପାଈଁ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେଯେମିତି ସକାଳ ୮ ଟା ବାଜିଛି , ସେ ଉଠିକରି ଦେଖିଲେ କି ତାଙ୍କ ସହ ବିଛଣାରେ ପ୍ରାୟ ୪ ଫୁଅର ଏକ ଧଳା ରଙ୍ଗର ସାପ ବି ଶୋଇଥିଲା , ଏହି ସମୟରେ ସେ ସାହାସ କରି ଫ୍ରିଜ୍ ପାଖରେ ଥିବା ଫୋନ୍ ଉଠାଇକରି ଘଟଣା ବିଷୟରେ ଜାନକାରୀ ଦେଇଥିଲେ , ଓ ମା ହରଭଜନ କୌରଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର ଦେଇଥିଲେ , ସେହି ସମୟରେ ପରିଜନ ରାଜପୁରାରେ ପହଞ୍ଚିସାରିଥିଲେ ,

ଯେମିତି ପରିଜନ ମାନେ ଘରେ ପହଞ୍ଚିଲେ , ସେମାନେ ଦେଖିଲେ ସେ ଗଦି ତଳେ ଶୋଇଥିଲେ । ଯାହାକୁ ଧରିବାପାଈଁ ସେମାନେ ଧରିକରି ତାକୁ କ୍ଷେତରେ ଛାଡିଦେଇଥିଲେ , ପ୍ରାୟ ସକାଳ ୮;୩୦ ସମୟରେ ସେ ଯେତେବେଳେ ଉଠିଲେ ତେବେ ସେହି ଜାଗାରେ ବିଛଣାରେ ପ୍ରାୟ ୫ ଫୁଟର ଏକ ସାପ ଶୋଇରହିଥିଲା , ଚିତ୍କାର କରିବାପରେ ପରିବାର ସଦସ୍ୟ ରୁମ୍ ରେ ଆସିଲେ ।

ସେ ସାପ ନିଜ ଫେଣା ଉଠାଇ ତାଙ୍କ ଆଡକୁ ଚାହୁଁଥିଲା , ଆଜି ବି ତାକୁ କ୍ଷେତ ବାହାରେ ଛାଡିଦିଆଗଲା , ଦବିନ୍ଦ୍ର କୌର କହିଲେ କି ଦୁଇ ତିନିଥର ନିଜ ସହ କେଉଁ ଜିନିଷ ରହୁଥିବାର ସେ ଅନୁଭବ କରିଥିଲେ , ରାତି ଅଧିକା ହେବାରୁ ସେ ଲାଇଟ୍ ଲଗାଇ ଦେଖିନଥିଲେ , ସୌଭାଗ୍ୟବଶତଃ ସେ ସାପ ଦବିନ୍ଦ୍ରଙ୍କୁ ଦଂଶନ କରିନଥିଲା

Leave a Reply

Your email address will not be published. Required fields are marked *