December 9, 2023

Odia Express

News For Public

ଯେଉଁ ମହିଳାଙ୍କର ଶରୀରର ଏହି ଅଂଗରେ ବାଳ ଥାଏ , ସେମାନେ ହୋଇଥାନ୍ତି ଅତ୍ୟଧିକ ଭାଗ୍ୟଶାଳୀ – ଏବେ ଦେଖି ନିୟନ୍ତୁ..

କିଛି ଭାଗ୍ୟଶାଳୀ ମହିଳାଙ୍କର ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥାଏ । ବୋଧହୁଏ ଆପଣଙ୍କୁ ମଧ୍ୟ ଜଣା ଥିବ ଯେ ଲମ୍ବା ଓ ଘନ କେଶ ଥିବା ମହିଳା ମାନେ ବହୁତ ଧନୀ ହୋଇଥାନ୍ତି , ଏତିକି ନୁହେଁ ନାକରେ ତିଳ ବାଲି ମହିଳା ଯେଉଁ ଘରକୁ ଯାଆନ୍ତି ତାହାର ଭାଗ୍ୟ ଖୋଲିଯାଏ । ଆଜି ଆମେ ଆପଣଙ୍କୁ ମୁଣ୍ଡର କେଶ ବାଲି ମହିଳା ମାନଙ୍କ ବିଷୟରେ ନୁହେଁ ତାବଦଳେ ମହିଳା ମାନଙ୍କ ଶରୀରର ଖାସ ଅଙ୍ଗରେ କେଶ ଥିବା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ପରିବାର ପାଇଁ କୌଣସି ଲକ୍ଷ୍ମୀଙ୍କ ଠାରୁ କମ ନୁହନ୍ତି ।

ଯେଉଁ ଝିଅ ମାନଙ୍କର ହାତର ଆଙ୍ଗୁଳିରେ ବାଳ ଥାଏ ସେମାନେ କୌଣସି ମହାରାଣୀଙ୍କ ଠାରୁ କମ ନୁହନ୍ତି, ଯାହା କି ଆପଣ ଜାଣନ୍ତି ଯେ ଆଜି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ସେ ଧନୀ ହେବେ ଓ ରାଜାଙ୍କ ଭଳି ଜୀବନ ବଞ୍ଚିବେ , ଓ ଅନେକ ବ୍ୟକ୍ତି ଆପଣ ଏଭଳି ମଧ୍ୟ ଦେଖିଥିବେ ଯାହାଙ୍କର ଅଚାନକ ସୋଇଥିବା ଭାଗ୍ୟ ଚମକି ଉଠେ। ସେମାନଙ୍କ ମଧ୍ୟରୁ ଜଣେ ଭାଗ୍ୟଶାଳୀ ଝିଅ ଅଟନ୍ତି ।

ଏହି ଝିଅମାନେ ପ୍ରଥମେ ତ ଦୁଃଖର ସାମ୍ନା କରନ୍ତି ଓ ତାପରେ ମହାରାଣୀଙ୍କ ଭଳି ଜୀବନ ଉପଭୋଗ କରନ୍ତି। ଏହି ଝିଅମାନେ ଅଳ୍ପ ଜିଦ୍ଦି ସ୍ଵଭାବର ହୋଇଥାନ୍ତି କିନ୍ତୁ ଏମାନେ ଥରେ ଯାହା ସଂକଲ୍ପ କରନ୍ତି ତାହା ନିଶ୍ଚୟ କରନ୍ତି । ଏହି ଝିଅମାନଙ୍କର ଜିଦ ମଧ୍ୟ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଏହି ଝିଅମାନଙ୍କୁ ଯିଏ ବିବାହ କରନ୍ତି ତାଙ୍କର ଭାଗ୍ୟ ଚମକି ଉଠେ ।

Leave a Reply

Your email address will not be published. Required fields are marked *