December 4, 2023

Odia Express

News For Public

ବାସ୍ତୁଶାସ୍ତ୍ର ଅନୁଯାୟୀ ସକାଳେ ଶେଯ ଛାଡିବା ପରେ ଭୁଲ ରେ ମଧ୍ୟ ଏହି କାମ କେବେ କରନ୍ତୁ ନାହିଁ..

ପ୍ରାୟତଃ ଆପଣ ଅଖାପାଖର ବହୁତ ଗୁଡିଏ କଥା ଅଣଦେଖା କରିଦିଅନ୍ତି, କିନ୍ତୁ ତାଙ୍କର ପ୍ରଭାବ ଆମ ଉପରେ ସିଧା ପଡିଥାଏ । ବାସ୍ତୁଶାସ୍ତ୍ରରେ ଆମର ଦୈନିକ ଜୀବନ ସହ ଜଡିତ କିଛି କଥା ବିଷୟରେ କୁହାଯାଇଛି ଯାହାର ସିଧା ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ବାସ୍ତୁଶାସ୍ତ୍ରରେ କିଛି ଉପାୟ କୁହାଯାଇଛି ଯାହାକୁ ଗ୍ରହଣ କରି ଆପଣ ନିଜର ସକାଳ ସହ ସମୁଦାଯ ଦିନକୁ ଉନ୍ନତତର କରିପାରିବେ ।

ପ୍ରାୟତଃ ସକାଳେ ଉଠିବାମାତ୍ରେ ନିଜର ଚେହେରା ଦର୍ପଣର ଦେଖିବାକୁ ଲୋକମାନଙ୍କ ଅଭ୍ୟାସ ଥାଏ । ବାସ୍ତୁ ଅନୁଯାୟୀ ଆମକୁ ଏପରି କରିବା ଉଚିତ ନୁହେଁ । ଏହା ପଛର କାରଣ ଏହା ଯେ ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ରହିପାରେ

ଏହା ମଧ୍ୟ କୁହାଯାଏ ଯେ ନିଦ ଭାଙ୍ଗିବାମାତ୍ରେ ଅନ୍ୟ କାହାର ଚେହେରା ଦେଖିବାରୁ ବିରତ ରହିବା ଉଚିତ ଜାଣିନିଅନ୍ତୁ ଯେ ଦିନର ପ୍ରାରମ୍ଭ ସହ ସର୍ବପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରିବା ଭୁଲନ୍ତୁ ନାହିଁ ଓ ଉଠିବା ମାତ୍ରେ ସର୍ବପ୍ରଥମେ ତାଙ୍କର ଦର୍ଶନ କରନ୍ତୁ ।

ସକାଳ ଜଳଖିଆ କରିବା ପୂର୍ବରୁ କୌଣସି ପଶୁ କିମ୍ବା କୌଣସି ଗ୍ରାମର ନାମ ନେବା ଉଚିତ ନୁହଁ ,କାରଣ ଏଥିରେ ଆପଣଙ୍କ ଦିନ ଭଲରେ ବିତିବା ନାହିଁ ଓ ଆପଣ ଅନେକ ଅସୁବିଧା ସମ୍ମୁଖୀନ ହେବେ

Leave a Reply

Your email address will not be published. Required fields are marked *