December 4, 2023

Odia Express

News For Public

ବାପା ମାଙ୍କ ମୃତ୍ୟୁର ଚାରି ବର୍ଷ ପରେ ଏହି ଛୁଆର ଜନ୍ମ ହେଲା , ପୁରା ଖବର ପଢନ୍ତୁ ଆପଣ ବି ଚକିତ ହୋଇଯିବେ..

ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ , ଆପଣଙ୍କୁ କହିଦେବୁ କି ଏହି ଖବର ଏକ ଛୋଟ ଶିଶୁର ଅଟେ , ଯିଏକି ନିଜ ମା ବାପାଙ୍କୁ ହରାଇବା ପରେ ଜନ୍ମ ନେଇଥିଲା,  ଏହି ଖବର ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ , ସେମିତି ଏହା ପୂର୍ବରୁ ଏମିତି ଖବର କେବେ ଶୁଣିନଥିବେ , କିନ୍ତୁ ନିଜ ବାପା ମା ମରିବାପରେ ଏହି ଦୁନିଆଁରେ ସେ ଜନ୍ମ ନେଇଥିଲା,  ବୋଧେ ଏହି କାରଣ ଥିବ ସେଥିପାଇଁ ଏହା ସୋସିଆଲ୍ ମିଡିଆରେ ଅଧିକା ଚର୍ଚ୍ଚାର ବିଷୟ ପାଲଟିଛି, ଖବରର ପୂର୍ଣ୍ଣ ସତ୍ୟତା କଣ ଅଛି , ଏହା ପଢିଲେ ଜାଣିପାରିବେ , ଆସନ୍ତୁ ଜାଣିବା ସେହି ବିଷୟରେ ,

ଏହି ଖବର ଚିନ୍ ରୁ ଆସିହି, ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ମା ବାପା ଏକ କାର୍ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରିଥିଲେ,  ଓ ଏହାର ଠିକ୍ ଚାରିବର୍ଷ ପରେ ଛୁଆ ଜନ୍ମ ନେଇଥିଲା,  ମାନେ ଏହି ଦୂର୍ଘଟଣାର ଚାରିବର୍ଷ ପରେ ଶିଶୁଟି ଜନ୍ମ ନେଇଥିଲା,  କଥା ଏପରି ଥିଲା କି ଏହି ଶିଶୁକୁ ସେରେଗେଟ୍ ମଦର୍ ମାନେ ସେରୋଗେଟ୍ ମହିଳା ଜଣଙ୍କ ଜନ୍ମ ଦେଇଥିଲେ,  କିନ୍ତୁ ଏହି ଶିଶୁର ବାପା ମା ଏକ ୨୦୧୩ ରେ ହୋଇଥିବା କାର୍ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରିଥିଲେ,

ଏହି ମୃତ୍ୟୁ ସେତେବେଳେ ହୋଇଥିଲା ଯେବେ ସେମାନେ ସନ୍ତାନ ପ୍ରାପ୍ତି କରିବାପାଇଁ ଚିକିତ୍ସା କରାଉଥିଲେ , ହଁ ଆଜ୍ଞା କହିଦେବୁ କି ନିଷୋଧିତ ଭ୍ରୁଣ ମାନେ ଫର୍ଟିଲାଇଡ୍ ଆର୍ବୋୟଜ୍ କୁ ପୂର୍ବ ଚିନରେ ନନଜିଙ୍ଗ୍ ସହରର ଏକ ମେଡିକାଲ୍ ରେ ସୁରକ୍ଷିତ ରଖାଗଲା , ଏହାକୁ ହାସିଲ୍ କରିଥିବା ଦମ୍ପତ୍ତି ଆଇନ୍ ଗତ ଲଢେଇ ଲଢିବାକୁ ପଡିଲା , କିନ୍ତୁ ଦୁଃଖର ଖବର ଏହା କି ତାଙ୍କର ଏହା ପୁର୍ବରୁ ମୃତ୍ୟୁ ହୋଇସାରିଥିଲା,  ସେମିତି ଖବର ମାନିଲେ ଏପରି ଶୁଣିବାକୁ ମିଳିଲା କି ଲାଓସ୍ ଏକ ସେରୋଗେଟ୍ ମହିଳା ଗତ ବର୍ଷ ନଅ ଡିସେମ୍ବରକୁ ଏକ ଶିଶୁକୁ ଜନ୍ମ ଦେଇଥିଲେ , ଏହା ଛଡା ଏହି ଛୁଆର ନାଁ ତିୟାନାତିଆନ୍ ଚିନ୍ ଭାଷାରେ କିନ୍ତୁ ଏହାର ମତଲବ ଭାରତୀୟ ଭାଷାରେ ସ୍ୱିଟ୍ ରଖାଯାଇଥିଲା  ।

ସେମିତି ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ସେରୋଗେସି ମାନେ କୋଳରେ ଛୁଆ ଭଡାରେ ଦେବାର ଏଠାରେ ପ୍ରତିବନ୍ଧକ ଅଛି , ଏହା ଆଇନଗତ ରୁପେ ଭୁଲ୍ ଭାବନ୍ତି , ଏହି କାରଣରୁ କିଛି ଲୋକ ଚିନ୍ ଛାଡିକରି ଅଲଗା ଦେଶକୁ ଚାଲିଯାଆନ୍ତି , ହଁ ଆଜ୍ଞା କହିଦେବୁ କି ସେରୋଗେଟ୍ ବୈଧ ଅଟେ , ମାନେ ଲାଓସ୍ ସେରୋଗେସି ଉପରେ କିଛି ଅଟକ ନାହିଁ , ଏହି କାରଣରୁ ଏସିଆର ଦେଶରେ ଏହାର ଏକ କାରୋବାର କାମ କରାଯାଏ , ଏହି ଦେଶରେ କାରୋବାର ବହୁତ ଭଲ ଚାଲିଛି, ମାନେ ସିଧା କହିବାକୁ ଗଲେ ଏଥିପାଇଁ ସେରୋଗେଟ୍ ମଦର ଭଲ ଆୟ କରିଥାନ୍ତି , ଏହା ଛଡା ଛୁଆ ମାନେ ନାନି ଜିଙ୍ଗ୍ ଜିୟା କହିଲେ କି ଏହି ଛୁଆ ସବୁବେଳେ ହଁସିଥାଏ , ତାହାର ଆଖି ମୋର ଝିଅପରି ଅଟେ , କିନ୍ତୁ ଏକଦମ୍ ପୁରା ବାପାଙ୍କ ଭଳିଦେଖାଯାଏ , ଆମେ ଏହା ପ୍ରାର୍ଥନା କରୁଛୁ କି ଛୁଆ ସବୁବେଳେ ଭଗବାନଙ୍କ ଶରଣଛାୟାରେ ରହୁ ,

Leave a Reply

Your email address will not be published. Required fields are marked *