December 10, 2023

Odia Express

News For Public

ସମୁଦ୍ର କୁଳରେ ପଡିଥିବା ମାଛ ମୁହଁରୁ ବାହାରିଲା କିଛି ଏପରି ,ଯାହାକୁ ଦେଖିକରି ଲୋକେ ବିଶ୍ୱାସ କରିପାରିଲେ ନାହିଁ ..

କୁହନ୍ତି ନା ସମୁଦ୍ର ନିଜ ମଧ୍ୟରେ ଏକ ରହସ୍ୟମୟୀ ଦୁନିଆଁ ଅଟେ , ଯାହାମଧ୍ୟରେ କେତେ ଜୀବ ବାସ କରନ୍ତି , ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସମୁଦ୍ର ମଧ୍ୟରେ ଏମିତି ବହୁତ ଜୀବ ଅଛନ୍ତି , ଯିଏକି ଜଣେ ଅନ୍ୟ ଜଣଙ୍କୁ ବହୁତ ପ୍ରେମ କରନ୍ତି , କିଛି ଜୀବ ଏପରି ଅଛନ୍ତି , ଯିଏ ଅନ୍ୟଙ୍କୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ , ଏହି ଜୀବଙ୍କର ଶତ୍ରୁତା ମଣିଷଙ୍କ ଠାରୁ ଭୟାନକ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏପରି ଏକ ଶତ୍ରୁତାର ଉଦାହରଣ ଦେବୁ , ଏହି ଘଟଣା ଇଣ୍ତୋ ପେସିଫିକ୍ ରେ ଦେଖିବାକୁ ମିଳିଥିଲା,  ଯେଉଁଠି ଏକ ଡଲଫିନ୍ ମାଛର ପୁରା ଅକ୍ଟୋପସ୍ ମାଛକୁ ଗିଳିଦେବାର ପ୍ଲାନ୍ ବନାଇଥିଲା ,

ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ କିନ୍ତୁ ତାହାପରେ ଯାହା ହେଲା ତାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ , ଡଲଫିନ୍ ଏକ ଅକ୍ଟୋପସ୍ ପୁରା ଗିଳିଦେବା ଚକ୍କରରେ ମୁହଁରେ ଦବାଇଦେଲା । ତାପରେ ଜିବିତ ଅବସ୍ଥାରେ ଗିଳିବାକୁ ଚେଷ୍ଟା କଲା , କିନ୍ତୁ ସେହି ଅକ୍ଟୋପସ୍ ଏପରି କିଛି ହରକତ୍ କଲା ଯାହା ଦ୍ୱାରା ଡଲଫିନ୍ ର ମୃତ୍ୟୁ ହୋଇଗଲା । ଏତିକି ନୁହେଁ ଏହାର ମୃତ୍ୟୁର ରହସ୍ୟ ବୁଝାଇବାପାଇଁ ପ୍ରାୟ ୧ ବର୍ଷ ଲାଗିଗଲା ।

ସେମିତି ଯେବେ ଏହି ଡଲଫିନ୍ ର ଯେବେ ସେହି ଡଲଫିନ୍ ର ମୃତ୍ୟୁର କଥା ସାମ୍ନାକୁ ଆସିଲା , ତେବେ ସମସ୍ତେ ଚକିତ ହୋଇଗଲେ , ଏହା ଏତେ ଆଶ୍ଚର୍ଯ୍ୟଜନକ ଥିଲା କି ଯାହାକି ସମସ୍ତଙ୍କୁ ବିଶ୍ୱାସ କରିବାପାଇଁ ମୁସକିଲ୍ ଥିଲା , କହିଦେବୁ କି ଡଲଫିନ୍ ର ମୃତ୍ୟୁପରେ ଏହା ତୟ କରାଯାଇଥିଲା କି ଏହାର ମୃତ୍ୟୁ ପରେ ଅଟୋପ୍ସି କରାଯିବା ଦରକାର , କାରଣ ଡଲଫିନ୍ ଶବ ପୁରା ବିଗଡିଯାଇଥିଲା , ଡଲଫିନ୍ ମୃତ୍ୟୁର ରହସ୍ୟ ଜାଣିବାପାଇଁ ଡାକ୍ତର ନିଜେ ଏହି କଥାକୁ ମାନିଥିଲେ କି ଅକ୍ଟୋପସ୍ ଅନ୍ତ କେଉଁଠି ହେଲା , ହଁ ଆଜ୍ଞା ବାସ୍ତବରେ ଅକ୍ଟୋପସ୍ ଯେତେ ବିଶାଳ ଥିଲା ତାକୁ ଶେଷ କରିବା ମୁସକିଲ୍ ଥିଲା , ଏହା ସହ ଡାକ୍ତର କହିଲେ କି ବାସ୍ତବରେ ବଡ ଦୁଃଖର କଥା ଏହା କି ଡଲଫିନ୍ ମାଛ ଖାଇବା କାରଣରୁ ତାର ମୃତ୍ୟୁର କାରଣ ହୋଇଗଲା , ମାନେ ଅକ୍ଟୋପସ୍ ଏତେ ବିଶାଳ ଶରୀର ହେବା କାରଣରୁ ଡଲଫିନ୍ ର ମୃତ୍ୟୁ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *