December 6, 2023

Odia Express

News For Public

ମହିଳାମାନେ ଭୁଲ୍ ରେ ବି ଏହି ଜିନିଷଗୁଡିକ ହାତ ଲଗାଇବା ଉଚିତ୍ ନୁହେଁ , ନହେଲେ ଏଭଳି ଅଘଟଣ ହେଇଯିବ..

ହିନ୍ଦୁ ଧର୍ମରେ ବହୁତ ସାରା ଜିନିଷ ଅଛି ଯାହା ମହିଳାଙ୍କ ଦ୍ୱାରା ବର୍ଜିତ ହୋଇଛି, ଏମିତି କହିଲେ ମହିଳାଙ୍କ ଦ୍ୱାରା ସେହି କାମକୁ କରିଲେ ଅଲକ୍ଷଣ ହୋଇଥାଏ , ଯେଉଁ ଭଳି ଭାବେ ମହିଳା ଘର ସମ୍ଭାଳିବା କାମ ନିଜ ହାତରେ ହୋଇଥାଏ , ସେହି ପରି ମହିଳା ନିଜର କିଛି ଟା ଭୁଲ୍ କରିଦେଲେ ଘର ବର୍ବାଦ କରିଦେଇପାରେ । ଜାଣନ୍ତୁ କେଉଁ କେଉଁ ଜିନିଷ ମାନେ ମହିଳାମାନେ ନିଜ ହାତରେ ଛୁଇଁବା ଉଚିତ୍ ନୁହେଁ , ବରଂ ନିଜ ପୁଅ କିମ୍ବା ସ୍ୱାମୀ ହାତରେ ନେବା ଉଚିତ୍ ।

ନଡିଆ ଭାଙ୍ଗିବା : ପୂଜା କିମ୍ବା ଶୁଭ କାର୍ଯ୍ୟରେ ନଡିଆ ଭାଙ୍ଗିକରି ଭୋଗ ଦିଆହୋଇଥାଏ , ଏମିତିରେ ନଡିଆକୁ କେବଳ ପୁରୁଷ ମାନେ ଭାଙ୍ଗିବା ଉଚିତ୍ , ଯଦି କେଉଁ ଏହି କାମକୁ ସ୍ତ୍ରୀ କରିଥାଏ ତେବେ ଏହା ଅଶୁଭ ହୋଇଥାଏ ।

ହନୁମାନଜୀଙ୍କ ପୁଜା : ହନୁମାନ ବାଳ ବ୍ରହ୍ମଚାରୀଥିଲେ , ଏଥିପାଇଁ ତାଙ୍କର ମନ୍ଦିରରେ ସ୍ତ୍ରୀଙ୍କର ଯିବା ବାରଣ ହୋଇଥାଏ , ଏହା ଛଡା ଘରେ ସ୍ତ୍ରୀଙ୍କୁ ହନୁମାନଙ୍କର ପୁଜା କରିବା ଉଚିତ୍ ନୁହେଁ ।

କଖାରୁ କାଟିବା : ହିନ୍ଧୁ ଶାସ୍ତ୍ରରେ ମହିଳା ମାନଙ୍କୁ କଖାରୁ କାଟିବା ମନା ଅଛି ,ଯେବେ କି ବହୁତ ଜାଗାରେ ଆଜି ସ୍ତ୍ରୀମାନେ କଖାରୁ କାଟୁଛନ୍ତି , ସ୍ତ୍ରୀମାନେ ଯଦି କଖାରୁ କାଟିବାକୁ ଚାହୁଁଛନ୍ତି ତେବେ ପୁରୁଷଙ୍କୁ ଚିହ୍ନ ଲଗାଇବା ଉଚିତ୍ , ଏହାପରେ ସେମାନେ କଖାରୁ କାଟିବା ଉଚିତ୍ ।

ଗାୟତ୍ରୀ ମନ୍ତ୍ରକୁ ଜପ : ଗାୟତ୍ରୀ ମନ୍ତ୍ରର ଜପ କରିବା ବହୁତ ପବିତ୍ର ମାନାଯାଇଛି , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ଏହି ମନ୍ତ୍ରକୁ ସ୍ତ୍ରୀମାନେ ଜପ କରିବା ଉଚିତ୍ ନୁହେଁ ।

ଜନେଉ ଧାରଣ କରିବା : ଆମ ହିନ୍ଦୁ ଧର୍ମ ଅନୁସାରେ କେବଳ ପୁରୁଷ ହିଁ ଜନେଉ ଧାରଣ କରିବା ଉଚିତ୍ , ଯେବେ କି ସ୍ତ୍ରୀ ଙ୍କୁ ଏହି ଜନେଉ ଧାରଣ କରିବା ଅଲକ୍ଷଣ ବୋଲି ଜଣାଯାଏ ।

 

Leave a Reply

Your email address will not be published. Required fields are marked *