ଅଧିକ ଲମ୍ବା ବୟସ ବଞ୍ଚିଥାନ୍ତି ଝିଅମାନଙ୍କର ବାପା , ସବୁ ଝିଅର ଜନ୍ମ ପରେ ୭୪ ସପ୍ତାହ ବଢିଯାଇଥାଏ ବୟସ – ଏବେ ଜାଣିରଖନ୍ତୁ..

ଭାରତ ସବୁବେଳେ ପୁରୁଷ ପ୍ରଧାନ ଦେଶ ରହିଛି । ଏଠାରେ ପୁରୁଷଙ୍କ ମୁକାବଲାରେ ମହିଳାଙ୍କୁ ଅଧିକା ଦୁର୍ବଳ ବୋଲି ମାନାଯାଇଛି । ଆମର ଦେଶରେ ସବୁବେଳେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକା ମହତ୍ତ୍ୱ ଦିଆଯାଏ , ବହୁତ ଲୋକ ଝିଅ ଜନ୍ମ ହେବା ପୁର୍ବରୁ ତାକୁ ମାରିଦେଇଥାଉ , କିନ୍ତୁ ସମୟର ସାଥେ ସାଥେ ଲୋକଙ୍କ ଭାବନାରେ ବି ପରିବର୍ତ୍ତନ ଦେଖାଦେଇଛି , ଓ ଏହି କଥାକୁ ଏକ ରିସର୍ଚ୍ଚ ଅନୁସାରେ ପ୍ରୁଫ୍ ବି କରିଦିଆଯାଇଛି , କେଉଁ ବାପାଙ୍କୁ ଝିଅମାନଙ୍କୁ ଜନ୍ମ ହେବା ଉପରେ ଦୁଃଖୀ ନୁହେଁ ବରଂ ଖୁସି ହେବା ଆବଶ୍ୟକ ,କାରଣ ଆପଣଙ୍କୁ ଜଣା ଅଛି ମା ବାପାଙ୍କ ଜୀବନରେ ଖୁସି ଭରିଦେଉଥିବା ଝିଅ ନିଜ ବାପାଙ୍କ ଜୀବନରେ କିଛି ବର୍ଷ ଆହୁରି ବଢାଇଦିଅନ୍ତି , ଏହି କଥା ଏକ ରିସର୍ଚ୍ଚରେ ସାମ୍ନାକୁ ଆସିଛି , ଝିଅମାନେ ଜନ୍ମ ହେବା ଦ୍ୱାରା ପିତାଙ୍କର ବୟସ ବଢିଯାଇଥାଏ , ହଁ ଆଜ୍ଞା , ପୋଲାଣ୍ତର ଜେଗୋଲୋନିଆ ୟୁନିଭରସିଟି ଅଧ୍ୟୟନରେ ଏହା କୁହାଯାଈଛି , ଝିଅମାନଙ୍କର ବାପାଙ୍କ ବୟସ ସେହି ଲୋକଙ୍କର ଅଧିକା ହୋଇଥାଏ ଯାହାଙ୍କର ଝିଅ ନଥାଏ ।
ଏହି ଅଧ୍ୟୟନରୁ ଏହା ଜଣାପଡିଛି କି ଯଦି କେଉଁ ପୁରୁଷକୁ ପୁଅ ହୋଇଥାଏ ତେବେ ବୟସ ଉପରେ କୌଣସି ପ୍ରଭାବ ପକାଇନଥାଏ , ଯଦି ଝିଅ ଜନ୍ମ ନିଏ ତେବେ ବାପାଙ୍କ ବୟସ ୭୪ ବର୍ଷରୁ ଅଧିକା ହୋଇଯାଏ , ବାପା ଏଠାରେ ଯେତେ ଝିଅ ଜନ୍ମ କରିଥାଏ ତାଙ୍କର ବୟସ ସେତେ ଅଧିକା ବଢିଯାଇଥାଏ , ୟୁନିଭରସିଟିର ଶୋଧକର୍ତ୍ତାମାନେ ଛୁଆଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଓ ବୟସ ଉପରେ ପ୍ରଭାବ ଜାଣିବାପାଇଁ ୪୩୧୦ ଲୋକଙ୍କର ତଥ୍ୟ ସଂଗ୍ରହ କଲେ , ଯେଉଁଥିରେ ୨୧୪୭ ମାତା ଓ ୨୧୬୩ ପିତା ଥିଲେ , ଶୋଧକର୍ତ୍ତାମାନେ ଏହା ବି ଦାବି କଲେ କି ଏହା ତାଙ୍କର ପ୍ରଥମ ରିସର୍ଚ୍ଚ ଅଟେ , ଏହା ପୂର୍ବରୁ ଛୁଆଙ୍କ ଜନ୍ମ ଉପରେ କେବଳ ମା ମାନଙ୍କର ସ୍ୱାସ୍ଥ୍ୟ ଓ ବୟସକୁ ନେଇକରି ରିସର୍ଚ୍ଚ କରାଯାଉଥିଲା, ୟୁନିଭରସିଟିର ଏକ ଶୋଧକର୍ତ୍ତା ଅନୁସାରେ ଯେଉଁ ବାପା ଝିଅମାନଙ୍କ ଜାଗାରେ ପୁଅମାନଙ୍କୁ ପ୍ରାଥମିକତା ଦେଇଥାନ୍ତି , ସେ ବାପା ନିଜ ଜୀବନରେ କିଛି ବର୍ଷ ନିଜେ ହିଁ କମ୍ କରିଦିଅନ୍ତି ।
ଯେ କୌଣସି ବାପାଙ୍କୁ ନିଜ ଜନ୍ମ ଉପରେ ଅଧିକା ଖୁସି ଲାଗିଥାଏ , କିନ୍ତୁ ମା ପାଇଁ ଏହା କେଉଁ ଭଲ ଖବର ହୋଇନଥାଏ , ଏହା ଏଥିପାଇଁ କୁହାଯାଏ କାରଣ ଆମେରିକାନ୍ ଜେନେରାଲ୍ ଅଫ୍ ହ୍ୟୁମାନ୍ ବାୟୋଲୋଜି ର ଏକ ରିସର୍ଚ୍ଚରେ ଏହି କଥା କୁହାଯାଇଥିଲା କି ପୁଅ ଓ ଝିଅ ଦୁହେଁ ଜନ୍ମ ଉପରେ ମାଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ , ଯାହାର କାରଣରୁ ମାଙ୍କ ବୟସ କମ୍ ହୋଈଯାଏ ,
ଏହା ପୂର୍ବରୁ ଅନ୍ୟ ଏକ ରିସର୍ଚ୍ଚରେ ଏହି କଥା ପ୍ରମାଣିତ ହୋଇଥିଲା କି ବିବାହିତ ମହିଳା ମାନଙ୍କ ଅପେକ୍ଷା ଅବିବାହିତ ମହିଳାମାନେ ଅଧିକା ଖୁସି ରୁହନ୍ତି , ସେମିତି ଅନ୍ୟ ଏକ ରିସର୍ଚ୍ଚରେ ଏହି କଥା ଜଣାଯାଇଛି କି ଛୁଆଙ୍କ ଜନ୍ମ ପରେ ମା ଓ ବାପା ଦୁହେଁଙ୍କ ବୟସ ନିଜ ବୟସରୁ ଦୁଇ ଚାରି ବର୍ଷ ଅଧିକା ହୋଇଯାଏ , ଏହି ରିସର୍ଚ୍ଚରେ ୧୪ ବର୍ଷ ପର୍ଯ୍ୟନ୍ତ ଡାଟା ଏକାଠି କରୁଥିଲେ, ଯାହା ଦ୍ୱାରା ଜଣାପଡୀଥିଲା କି ଯେଉଁ ବାପା ମା ନିଜ ଛୁଆଙ୍କ ସହ ରୁହନ୍ତି ସେମାନେ ବିନା ଛୁଆଙ୍କ ସହ ରହୁଥିବା ମା ବାପାଙ୍କ ମୁକାବଲାରେ ଅଧିକା ଖୁସିରେ ରୁହନ୍ତି , ଓ ତାଙ୍କର ବୟସ ଅଧିକା ହୋଇଥାଏ ।