ସବୁ ଦୁଃଖ କଷ୍ଟ ହରଣ କରିନେବେ ଶ୍ରୀକୃଷ୍ଣଙ୍କ ଏହି ୩ ଟି ଚମତ୍କାରୀ ମନ୍ତ୍ର : ଜୀବନରେ ରହିବ ସୁଖ ହିଁ ସୁଖ – ଏବେ ପଢିନିୟନ୍ତୁ…

ଦୁଃଖ ଓ ଅସୁବିଧା ଆଜିର ଜମାନାରେ ସବୁ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ହୋଇଯାଇଛି , ଆଜିର ସମୟରେ କିଏ ବି ପୁରା ସୁଖି ନାହିଁ , ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଛି , ଏମିତିରେ ଦୁଃଖକୁ ଦୁର କରିବାପାଇଁ ଓ ସଙ୍କଟକୁ ଦୁର କରିବାପାଇଁ ଭଗବାନ ଶ୍ରୀକୃଷ୍ଣ ଆମର ସହାୟତା କରିପାରିବେ , କୃଷ୍ଣ ମହିଳାଙ୍କ ମଧ୍ୟରେ ଭଲ ଭାବେ ଜଣାଶୁଣା , ଶେଷନାଗ ସହ ଲଢିବା ହେଉ କିମ୍ବା ମାମୁଁ କଂସଙ୍କୁ ସବକ୍ ସିଖାଇବା ହେଉ ଶ୍ରୀକୃଷ୍ଣଙ୍କ ଲୀଳା ଅଦଭୁତ ଥିଲା, ସେ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ସ୍ୱରୁପ ଅଟନ୍ତି , ଯଦି ଆପଣ କିଛି ଖାସ୍ ମନ୍ତ୍ରର ଜପ କରିବେ ତେବେ ସବୁ ଦୂଃଖ ସମାପ୍ତ ହୋଇଯିବ । ଆସନ୍ତୁ ଜାଣିବା ସେହି ୩ ଟି ମନ୍ତ୍ର ବିଷୟରେ , ଏହି ମନ୍ତ୍ରକୁ ଜପ କରିବା ପୁର୍ବରୁ ଆପଣଙ୍କୁ ସାର୍ବଜନିକ ଭାବେ ମନ୍ତ୍ର ଓଁ ଶ୍ରୀ କୃଷ୍ଣାୟ ଶରଣଂ ମମ୍ ଜପ ପ୍ରଥମେ କରିନିଅନ୍ତୁ ।
ଏହି ମନ୍ତ୍ରକୁ ଜପ କରିଲେ ଆପଣଙ୍କ ମଧ୍ୟରେ ପବିତ୍ରତା ଓ ଖାସକରି ଦାୟିତ୍ୱ ରଖନ୍ତୁ , ସବୁଠାରୁ ପ୍ରଥମେ ସ୍ନାନ କରିନିଅନ୍ତୁ , ଓ ସଫା ସୁତୁର ବସ୍ତ୍ର ପରିଧାନ କରନ୍ତୁ , ଏହାପରେ କୁଶର ଆସାନ ବିଛାନ୍ତୁ , ଓ ସକାଳୁ ଓ ସଂନ୍ଧ୍ୟାରେ ଏହି ମନ୍ତ୍ରର ଜପ ୧୦୮ ଥର ଜପ କରନ୍ତୁ , ମନ୍ତ୍ର କିଛି ଏହିପ୍ରକାରର ଅଟେ , ଓଁ ଶ୍ରୀକୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ॥ ପ୍ରଣତ କ୍ଳେଶନାଶାୟ ଗୋବିନ୍ଦାୟ ନମୋ ନମଃ ।
ଦ୍ୱିତୀୟ ମନ୍ତ୍ର : ଯଦି ଆପଣଙ୍କ ଉପରେ ସଙ୍କଟ୍ ବହୁତ ବଡ୍ ଅଛି ତେବେ ଏହି ମନ୍ତ୍ର କାମକୁ ଆସିପାରେ , ଏହି ମନ୍ତ୍ରର୍ ଉଚ୍ଚାର୍ଣ କରିବା ପୂର୍ବରୁ କୃଷ୍ଣଙ୍କ ପ୍ରତିମୁର୍ତ୍ତି ସାମ୍ନାରେ ଲହୁଣୀ ଓ ମିଶ୍ରୀର ପ୍ରସାଦ ଚଢାନ୍ତୁ , ତାହା ସହ ଘିଅର ଦିପ ଲଗାନ୍ତୁ , ଏବେ କୃଷ୍ଣଙ୍କ ଆଳତୀ କରନ୍ତୁ ଏହାପରେ ଶାନ୍ତ ଓ ସ୍ୱଚ୍ଚ ମନରେ ଏହି ମନ୍ତ୍ରର ଜପ ୫୧ ଥର କରନ୍ତୁ , ମନ୍ତ୍ର କିଛି ଏହିପ୍ରକାରର ଅଟେ , ଓଁ ନମଃ ଭଗବତେ ବାସୁଦେବାୟ କୃଷ୍ଣାୟ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ ।
ତୃତୀୟ ମନ୍ତ୍ର : ଏହି ମନ୍ତ୍ର ଜପ କରିବାକୁ ହେଲେ ଆପଣ ଯେକୌଣସି ଭାବେ କରିପାରିବେ , ଏହାକୁ କିପରି ଜପ କରିବେ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ , ଏହା ଆପଣଙ୍କ ଜୀବନରେ ସକରାତ୍ମକ ଉର୍ଜା ପ୍ରବାହିତ କରିଥାଏ , ଯଦି ଆପଣ ସଠିକ୍ ଦିଗରେ କାର୍ଯ୍ୟ କରିବେ , ତେବେ ଏହି ମନ୍ତ୍ର ଆପଣଙ୍କୁ ଭଗବାନଙ୍କ ପାଖାପାଖି ନେଇ ଥାଏ , ଏଥିରେ ମୋକ୍ଷ ପ୍ରାପ୍ତି ମାର୍ଗ ଖୋଲିଯାଏ , ଓ ସବୁ ମନୋକାମନା ପୁର୍ଣ୍ଣ ହୋଇଥାଏ , ଏହାକୁ କଣ୍ଠସ୍ତ କରିନିଅନ୍ତୁ , ଏହି ମନ୍ତ୍ର କିଛି ଏହିପ୍ରକାରର ଅଟେ । ହରେ କୃଷ୍ଣା ହରେ କୃଷ୍ଣା , କୃଷ୍ଣ କୃଷ୍ଣ ହରେ ହରେ , ହରେ ରାମ ହରେ ରାମ , ରାମ ରାମ ହରେ ହରେ । ଯଦି ଆପଣ ଏହି ତିନୋଟି ମନ୍ତ୍ର ଉଚ୍ଚାରଣ ଆମର କୁହାଯାଇଥିବା ତରିକାରେ କରିଲେ ଆପଣଙ୍କ ଲାଇଫ୍ ସହ ସୁଖଦାୟକ ହେବ , ଦୁର୍ଭାଗ୍ୟ ଓ ଅସୁବିଧା ଆପଣଙ୍କ ଠାରୁ ଦୁରେଇ ଯିବ , ଏହି ମନ୍ତ୍ର ଦ୍ୱାରା ଆପଣ ଶ୍ରୀକୃଷ୍ଣଙ୍କ ସହ ସିଧାସଳଖ ସଂମ୍ପର୍କ ସ୍ଥାପିତ୍ କରିପାରିବେ ।