November 24, 2023

Odia Express

News For Public

କଣ ପାଇଁ ୧ ଟଙ୍କା କମ୍ ରଖାଯାଇଥାଏ ସବୁ ଜିନିଷର ଦାମ୍ – ଜାଣନ୍ତୁ ଏହାର ଅସଲ କାରଣ କଣ..

ବହୁତଥର ଆପଣ ଧ୍ୟାନ ଦେଇଥିବେ କି ଯେବେ ଆମେ କେଉଁ ମଲ୍ କିମ୍ବା ରିଟେଲ୍ ଷ୍ଟୋର୍ କୁ କେଉଁ ବସ୍ତୁ କିଣିବାକୁ ଯାଇଥାଉ ତେବେ ପ୍ରାଇଜ୍ ଟ୍ୟାଗ୍ ରେ କିଛି ଏପରି ହୋଇଥାଏ , ୯୯ ଟଙ୍କା , କିମ୍ବା ୧୯୯ ଟଙ୍କା କିମ୍ବା ୯୯୯ ଟଙ୍କା ଏମିତି କଣ ପାଇଁ ହୋଇଥାଏ , ଦୋକାନୀ ଏମିତି ସାଧାରଣ ଜିନିଷରେ ୧ ଟଙ୍କା କମ୍ କରି କଣପାଇଁ ବିକ୍ରି କରେ , ଏହାର ପ୍ରାଇସ୍ ସେମିତି ସମାନ ରଖିପାରନ୍ତେ , ଯେପରି ୧୦୦ ଟଙ୍କା , ୨୦୦ ଟଙ୍କା , ଏଥିରେ ୧ ଟଙ୍କା ଫେରାଇ ଆଣିବାପାଇଁ କିଛି ଅସୁବିଧା ହୁଅନ୍ତା ନାହିଁ ।ଆପଣଙ୍କୁ କହିଦେବୁ କି ୧ ଟଙ୍କା କମ୍ ସେଟ୍ କରିବାପାଇଁ ସେଲର୍ କୁ ଦୁଇଟି ବଡ ଫାଈଦା ହୋଇଥାଏ , ପ୍ରଥମେ କେଉଁ ଜିନିଷର ପ୍ରାଇଜ୍ ୧ ଟଙ୍କା କମ୍ ହେଲେ ଗ୍ରାହକ ମନୋବୈଜ୍ଞାନିକ ଭାବେ ପ୍ରଭାବ ପକାଇଥଏ , ଓ ଗ୍ରାହକ ସେହି ସମାନ ଜିନିଷ କିଣିବାକୁ ଆକର୍ଷିତ ହୋଇଥାଏ ,

ଯେପରି ମାନିନିଅନ୍ତୁ , କେଉଁ ମଲ୍ ରେ ସାର୍ଟର ପ୍ରାଇସ୍ ଟ୍ୟାଗ୍ ୧୨୯୯ ଅଛି , ଯଦି ଆପଣ ଏଠାରେ ଧ୍ୟାନ ଦେବେ ତେବେ କେଉଁ ନମ୍ବରର ଲେଫ୍ଟରେ ଏକ ରିଡ୍ କରିଥାନ୍ତି , ଯାହା ସେହି ନମ୍ବରର ରେଞ୍ଜ୍ ଜଣାପଡିଯିବ  କିଛି ଲୋକ ସାର୍ଟର ଦାମ୍ ୧୩୦୦ ଟଙ୍କା ଭାବିକରି କିଣିନିଅନ୍ତି , କିଛି ଲୋକ ଏହାକୁ ୧୨୦୦ ଟଙ୍କା ଭାବିକରି କିଣିବାକୁ ଚାହଁନ୍ତି ,

ଏମିତି ଲୋକଙ୍କୁ ସେଲର୍ ଅପେକ୍ଷା କରେ  ଦ୍ୱିତୀୟ କାରଣ କଥା ଏହା କି ୧ ଟଙ୍କା କମ୍ ପ୍ରାଇସ୍ ସେଟ୍ କରିବାରେ ସେଲରର ଫାଇଦା ହୋଇଥା ଏ , କାରନ ଯେବେ ଆମେ କେଉଁ ୧ ଟଙ୍କା କମ୍ ବାଲା ଜିନିଷକୁ ୯୯୯ ଟଙ୍କା କିଛି ଜିନିଷ କିଣିନେଇଥାଉ , ତେବେ କ୍ୟାସ୍ ରେ ଏକ ଟଙ୍କା ଫେରାହୁଏ ନହିଁ । ଆମେ ଏହା ଭାବିକରି ଛାଡିଦେଇଥାଉ , କି ଏଇ ଟଙ୍କାରେ କଣ ହେବ । ସେମିତି କିଛି ସେଲର୍ ୧ ଟଙ୍କାରେ ପୁଅର୍ କ୍ଲାଲିଟିର ଚକଲେଟ୍ ଦେଇଦିଅନ୍ତି  , ଯାହାକୁ ଆମେ କେବେ ନିଅନ୍ତି ନାହିଁ ।

ଆପଣଙ୍କୁ କହିଦେବୁ କି ଏହି ୧ ଟଙ୍କା ନ ନେବା ଯୋଗୁଁ ବ୍ଲାକ୍ ମନି ବଢିବାକୁ ଲାଗେ , ଉଦାହରଣ ପାଇଁ କେଉଁ କମ୍ପାନୀ  ଇଣ୍ତିଆରେ ୨୦୦ ରିଟେଲ୍ ଆଉଟ୍ ଲେଟ୍ ରଖିଛି , ତେବେ ଆଉ ଆଉଟଲେଟ୍ ପାଇଁ ଦିନରେ ୧୦୦ ଗ୍ରାହକ ନିଜ ୧ ଟଙ୍କା ନେବେ ନାହିଁ , ଏହି ପରି ଗୋଟେ ବର୍ଷରେ ସେହି କମ୍ପାନୀର ୭୩ ଲକ୍ଷ ଟଙ୍କା ବ୍ଲାକ୍ ମନି ଯୋଡି ହୋଇଥାଏ , ଏହି ଏକ ଟଙ୍କା କେଉଁ ବହି କିମ୍ବ ଏକାଉଣ୍ଟ ରେକର୍ଡ ହୋଇନଥାଏ  ଏହି ପରି ପ୍ରାଇଜ୍ ଟ୍ୟାଗିଙ୍ଗ୍ ଅନଲାଇନ୍ ସପିଙ୍ଗ୍ ସାଇଡ୍ ରେ ବି ହୋଇଥାଏ ॥

ସେଠାରେ ପ୍ରଥମ କାରଣ କାମ କରିଥାଏ , କାରଣ ଅନଲାଇନ୍ ସପିଙ୍ଗ୍ ରେ ସାମାନ୍ୟ ୧ ଟଙ୍କା କମ୍ ହେଲେ ଗ୍ରାହକ ଆକର୍ଷିତ ହୋଇଥାଏ , ଅନଲାଇନ୍ ସାଇଡ୍ ରେ ପୁରା ପେମେଣ୍ଟ ହୋଇଥାଏ , ଯାହାକି ଅନ୍ୟ କେହି ଛାଡନ୍ତି ନାହିଁ ॥ ତେବେ ଏବେ ଆପଣ ଜାଣିସାରିଥିବେ କି କେଉଁ ଜିନିଷର ଦାମ୍ ୧ ଟଙ୍କା କିମ୍ବା ୯୯୯ ଟଙ୍କା କିମ୍ବା ୧୯୯ ଟଙ୍କା କିମ୍ବା ୯୯୯ ଟଂକା କଣ ପାଇଁ ରଖାଯାଏ , ଏହିପରି କାହାର କିଚି ଫାଇଦା ହୁଏ ନାହିଁ । ଏହା ଦ୍ୱାରା କିଛି ଫାଇଦା ହୋଇନଥାଏ , ସେମିତି ସେଲର୍ କିମ୍ବା ଦୋକାନୀ ଏହାକୁ ଦୁଇଟି ବଡ ଫାଇଦା ହୋଇଥାଏ  ।

Leave a Reply

Your email address will not be published. Required fields are marked *