December 4, 2023

Odia Express

News For Public

ମହାଦେବଙ୍କ ଶକ୍ତି ଆଗରେ ଆଜି ବିଜ୍ଞାନ ବି ମାରିଛି ଫେଲ୍ , ଦିନରେ ତିନି ଥର ରଙ୍ଗ ବଦଳାଇଥାଏ ଏହି ଅନନ୍ତ ଶିବଲିଙ୍ଗ – ଏବେ ଦେଖିନିୟନ୍ତୁ..

ବେଦ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ଜଗତଗୁରୁ ବୋଲି ସଂବୋଧିତ କରାଯାଇଛି , ଶିବ ହିଁ ସର୍ବୋପରି ତଥା ସଂପୂର୍ଣ୍ଣ ସୃଷ୍ଟିର ସ୍ୱାମି ବୋଲି ଜଣାଯାଏ , ଭାରତରେ ଭଗବାନ ଶିବ ଏକ ମାତ୍ର ଦେବତା ଅଟନ୍ତି ଯାହାଙ୍କୁ କାଶ୍ମୀରରୁ ନେଇକରି କନ୍ୟାକୁମାରୀ ଓ ଗୁଜୁରାଟରୁ ନେଇକରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସମସ୍ତେ ସମାନ ରୁପରେ ପୂଜା ଅର୍ଚ୍ଚନା କରନ୍ତି ।ଆଜି ଆମେ ଆପଣଙ୍କୁ ଭଗବାନ ଭୋଳାନାଥଙ୍କ ଏକ ଚମର୍କାରୀ ଶିବଲିଙ୍ଗ ବିଷୟରେ କହିବାକୁ ଯାଉଛୁ , ଯାହା ଦିନରେ ତିନିଥର ନିଜ ରଙ୍ଗ ବଦଳାଇଥାଏ , ରାଜସ୍ଥାନର ଧୋଳପୁର ଜିଲ୍ଲାରେ ଅଛି ଅଚଳେଶ୍ୱର ମହାଦେବଙ୍କ ମନ୍ଦିର , ଧୋଳପୁର ଜିଲ୍ଲା ରାଜସ୍ଥାନ ଓ ମଧ୍ୟପ୍ରଦେଶର ସୀମାରେ ଅଛି ,

ଏହି ଇଲାକା ଚମ୍ପଲ୍ ର ବିହଡୋ ପାଇଁ ପ୍ରସିଦ୍ଧ ହୋଇଛି , କେବେ ଏଠାରେ ଡକାୟତଙ୍କ ରାଜ୍ ହେଉଥିଲା , ଏଠାରେ ବିହଡୋ ମହଜୁଦ୍ ଅଛନ୍ତି , ଭଗବାନ ଅଚଳେଶ୍ୱର ମହାଦେବଙ୍କ ମନ୍ଦିର , ଏହି ମନ୍ଦିରରେ ସବୁଠାରୁ ବଡ ଖାସିୟତ ଏହା କି ଏଠାରେ ଥିବା ଶିବଲିଙ୍ଗ ଦିନରେ ତିନିଥର ରଙ୍ଗ ବଦଳାଇଥାଏ ।

ସକାଳ ସମୟରେ ଏହାର ରଙ୍ଗ ଲାଲ୍ ରହିଥାଏ , ଓ ଦ୍ୱିପହର ସମୟରେ ଏହା କେଶରିଆ ଓ ରାତିରେ ଏହା ଚମତ୍କାରୀକ ଶିବଲିଙ୍ଗ କୁହାଯାଏ , ଏହି ଶିବଲିଙ୍ଗ ବିଷୟରେ ଥରେ ଗୋଟିଏ କଥା ପ୍ରସିଦ୍ଧ ଅଛି , ଏହି ଶିବଲିଙ୍ଗର ଅନ୍ତ ଆଜି ପର୍ଯ୍ୟନ୍ତ କେହି ବି ଖୋଜିପାରିନାହାନ୍ତି , ଆଖପାଖ ଲୋକ କହନ୍ତି କି ବହୁତ ବର୍ଷ ପୂର୍ବରୁ ଏହି ଶିବଲିଙ୍ଗ ରଙ୍ଗ ବଦଳାଇବା ଘଟଣା ଜଣା ପଡିବାପରେ ଏହାର ଖୋଦାନ ହୋଇଥିଲା,  ଜଣାପଡିଲା କି ଏହି ଶିବଲିଙ୍ଗର କୌଣସି ଅନ୍ତ ନାହିଁ  ବହୁତ ଖୋଳିବା ପରେ ଏହି ଶିବଲିଙ୍ଗର ଅନ୍ତ ହେଲା ନାହିଁ , ତେବେ ଏହି ଶିବଲିଙ୍ଗ ମହିମା ଆହୁରି ବଢିଯାଇଛି ।

Leave a Reply

Your email address will not be published. Required fields are marked *