June 21, 2024

Odia Express

Here, There and Everywhere

ସ୍ୱପ୍ନରେ ଯଦି ଏହି ରୂପରେ ଝିଅ ଦେଖାଯାଏ ତେବେ ସାବଧାନ ହୋଇଯାଆନ୍ତୁ, ନହେଲେ ପୂରା ବର୍ବାଦ ଓ କାଙ୍ଗାଳ ହୋଇପାରନ୍ତି ଆପଣ…

ବନ୍ଧୁଗଣ , ଆମେ ଯେବେ ଶୋଇବାକୁ ଯାଉ ତେବେ ଆମକୁ ନାନାଦି ସ୍ୱପ୍ନ ଦେଖାଯାଇଥାଏ , ସ୍ୱପ୍ନର ଦୁନିଆଁରେ ଲାଗିଥାଏ ଏପରି କି ଯେପରି କେଉଁ ଆଉଗୋଟେ ସଂସାରରେ ପହଞ୍ଚିସାରିଛେ , କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ , କିଛି ସ୍ୱପ୍ନ ଆପଣଙ୍କ ଭବିଷ୍ୟ ପାଇଁ ଶୁଭ ସଙ୍କେତ ଦେଇଥାଏ ଓ କିଛି ଅଶୁଭ ସଙ୍କେତ ଦେଇଥାଏ , ଆମେ ସ୍ୱପ୍ନକୁ ନେଇ କିଛି କରିପାରିବା ନାହିଁ , କିନ୍ତୁ ଆସୁଥିବା ବିପଦରୁ ସତର୍କ ରହିପାରିବା ।ଆମର କିଛି ସ୍ୱପ୍ନର କିଛି ମତଲବ ନଥାଏ କେବେ କେବେ ସ୍ୱପ୍ନରେ ଝିଅଙ୍କର ଅଲଗା ଅଲଗା ରୁପ ଦେଖିବାକୁ ମିଳିଥାଏ , ଝିଅମାନଙ୍କର ଅଲଗା ଅଲଗା ରୁପ ଦେଖାଯିବା କିଛି ଜିନିଷର ସଙ୍କେତ ଦେଇଥାଏ , ତେବେ ଆସନ୍ତୁ ଆପଣଙ୍କୁ ଝିଅମାନଙ୍କର ଅଲଗା ଅଲଗା ରୁପ ବିଷୟରେ ଦେଖାଇବାର କଣ ମତଲବ ଅଛି ସେହି ବିଷୟରେ କହିବୁ ।

ବିବାହ ଯୋଡାରେ ଝିଅ : ଯଦି କେଉଁ ଝିଅ ସ୍ୱପ୍ନରେ ବିବାହ ଯୋଡାରେ ଦେଖାଯାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଏହାର ମତଲବ କି ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାର ଅଛି କିନ୍ତୁ ଯଦି କନ୍ୟା କାନ୍ଦୁଥିବାର ଅବସ୍ଥାରେ ଦେଖାଦିଏ ତେବେ ଏହାର ମତଲବ ତାର ଶାଶୁଶଶୁରଙ୍କ ସହ କିଛି ଝଗଡା ହେବାର ଅଛି ।

ବୁର୍ଖାରେ ଝିଅ : ଯଦି ସ୍ୱପ୍ନରେ କେଉଁ ଝିଅ ବୁର୍ଖା ପିନ୍ଧିଥିବାର ଦେଖାଯାଏ ତେବେ ସତର୍କ ହୋଇଯାଆନ୍ତୁ , ଆପଣଙ୍କୁ କିଏ ନିଜର ବିଶ୍ୱାସଘାତ କରିପାରେ,  ସେ ଆପଣଙ୍କ ଘନିଷ୍ଠ୍ ହେଉ ନା କାହିଁକି ।

କନ୍ୟା ସହ ତାର ବାନ୍ଧବୀ : ଯଦି ସ୍ୱପ୍ନରେ କେଉଁ ସାଜସଜ୍ଜାରେ ଥିବା କନ୍ୟାର ସହ ନିଜ ସହ ଏକ ଫୁଲର ହାର ଆଣୁଥିବାର ଦେଖିଲେ ତେବେ ଶୁଭ ସଙ୍କେତ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କୁ କେଉଁ ଜିନିଷର ସଫଳତା ମିଳିବାର ଅଛି , ଯଦି ବ୍ୟବସାୟ ଅଛି ତେବେ ସଫଳତା ମିଳିବ ।

ଚଢେଇ ଦେଖିବା : ସ୍ୱପ୍ନରେ ଝିଅକୁ ଚଢେଇଦେଖାଯିବା ମତଲବ ହୋଇଥାଏ କି ତାର ପ୍ରେମ ଏବେ ସଫଳ ହୋଇକରି ବିବାହ ଆଡକୁ ଗତି କରୁଛି ।

ପଶାପାଲି ଖେଲୁଥିବା ଝିଅ : ସ୍ୱପ୍ନରେ ଯଦି କେଉଁ ଝିଅ ପଶାପାଲି ଖେଲୁଥିବାର ଦେଖାଯାଏ ତେବେ ତାହା ଶୁଭ ହୋଇଥାଏ,  ଏହାର ମତଲବ ହୋଇଥାଏ କି ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ୱାସ ବଢିବ , ଓ ତାହାସହ ମାନ ସମ୍ମାନ ଓ ଧନ ସଂମ୍ପତ୍ତି ପ୍ରାପ୍ତି ହେବ ।

ନାଚୁଥିବା ମହିଳା : ସ୍ୱପ୍ନରେ ଏହି ମହିଳା ଦେଖିବା ବହୁତ ଅଶୁଭ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କର ପ୍ରେମିକା ସହ ବ୍ରେକ୍ ଅଫ୍ ହୋଇପାରେ ।

ସ୍ୱପ୍ନରେ ପରି : ଯଦି ସ୍ୱପ୍ନରେ ପରି ଦେଖାଦିଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଓ ଆପଣଙ୍କୁ ଧନର ପ୍ରାପ୍ତି ହେବ ।

ସୁନେଲି ବାଳ ବାଲା ଝିଅ : ଯଦି ସ୍ୱପ୍ନରେ କେଉଁ ସୁନେଲି ବାଳ ବାଲା ଝିଅ ଦେଖାଦିଏ ତେବେ ଏହାର ମତଲବ ହୋଇଥାଏ କି ଭାଗ୍ୟ ଜୋର୍ ଅଛି, ଆପଣଙ୍କ ବିବାହ କେଉଁ ଧନି ପରିବାରର ଝିଅ ସହ ହୋଇପାରେ ।

ନିଜ ସ୍ତ୍ରୀଠାରୁ ବିଦାୟ ନେବା : ଯଦି ସ୍ୱପ୍ନରେ ନିଜ ସ୍ତ୍ରୀଠାରୁ କେଉଁ ଆଡେ ଯିବାର କିମ୍ବା ବିଦାୟ ନେବାର ଦେଖିଲେ ତେବେ ଆପଣ ଶିଘ୍ର ରୋଗାଗ୍ରସ୍ତ ହୋଇପାରନ୍ତି , କିମ୍ବା ପ୍ରେମିକା ସହ ମତାନ୍ତର ହୋଇପାରେ ,

Leave a Reply

Your email address will not be published. Required fields are marked *