December 10, 2023

Odia Express

News For Public

IAS ଇଣ୍ଟରଭ୍ୟୁରେ ଜଣେ ଝିଅକୁ ପଚାରାଯାଇଥିବା ସବୁ ଝିଅଙ୍କ ପାଖେ ଏଭଳି କେଉଁ ଗୋଟିଏ ଜିନିଷ ଥାଏ ଯାହାକୁ ସେ ପୁଅ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି ?, ଉତ୍ତର ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ…

1 min read

ଆଇଏଏସ୍ ଅଫିସର ହେବା ପାଇଁ ପ୍ରଥମେ ପ୍ରିଲିମ୍ସ ଓ ମେନ୍ସ କ୍ଲିୟର୍ କରିବା ଜରୁରୀ ଅଟେ,  ଏହାପରେ ଅନ୍ତିମ ଚରଣ ଆସିଥାଏ ଯାହାକି ଇଣ୍ଟରଭ୍ୟୁ ଓ ସାକ୍ଷାତକାର , ଆପଣଙ୍କ ପାଖରେ କେତେ ଜ୍ଞାନ ଅଛି ଏହାର ସୁଚନା ଲିଖିତ ରୁପେ ତ୍ ଦେଇଥିବେ ,କିନ୍ତୁ ଆପଣଙ୍କ ଭାବନା କିପରି ଅଛି ଓ ସ୍ୱଭାବ କିପରି ଅଛି ଏହା ଜାଣିବା ପାଇଁ ଆଇଏଏସ୍ ଇଣ୍ଟରଭ୍ୟୁ କରାଯାଏ , ଓ ବହୁତ ରୋଚକ ପ୍ରଶ୍ନମାନ କରାଯାଏ , ଆଇଏଏସ୍ ପ୍ୟାନେଲ୍ ରେ ବହୁତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ୍ ହୋଇଥାନ୍ତି , ଓ ଏହି ପ୍ୟାନେଲ୍ ର ଅଧ୍ୟକ୍ଷ୍ୟତା ଏକ ୟୁପିଏସ୍ ସି ସଦସ୍ୟଙ୍କ ଦ୍ୱାରା ତୟ କରାଯାଏ । ଏହି କଥାକୁ ଧ୍ୟାନ ରଖି ଏହି ଇଣ୍ଟରଭ୍ୟୁର କିଛି ପାର୍ଟନ ନଥାଏ , ଯଦି ଆପଣ ଭାବୁଥିବେ କି ଆପଣ ଏହା ପାଇଁ କିଛି ଖାସ୍ ପ୍ରସ୍ତୁତ କରିବେ ତେବେ କହିଦେବୁ କି ଆପଣଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ହିଁ ଏହାର ଆକଳନ କରାଯାଏ ,

ଏଥିରେ ଇଣ୍ଟରଭ୍ୟୁଅର୍ ଆପଣଙ୍କ ଟେକନିକ୍ , ଶିକ୍ଷା, ପରି ନାନାଦି ପ୍ରଶ୍ନ ପଚାରିଥାନ୍ତି , ଆପଣ ଆଇଏଏସ୍ ଅଧିକାରୀ କଣ ପାଇଁ ହେବାକୁ ଚାହୁଁଛନ୍ତି ?ଏହା ଏକ ଦମ୍ ସାଧାରଣ ପ୍ରଶ୍ନ ଅଟେ , ଏହା ଆପଣଙ୍କୁ ଯିଏ ହେଲେ ବି ପଚାରିପାରେ , ଆପଣ ସେମିତି ମେନ୍ସ୍ ପାସ୍ କରିନିଅନ୍ତୁ ନା କାହିଁକି , ପାସ୍ କରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଆସିଛନ୍ତି , କିନ୍ତୁ ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ କରାଯାଏ ଯାହା ଭଲ ତରିକାରେ ଦିଆଯାଇପାରିବ , ଏହି ପ୍ରଶ୍ନ ଆପଣଙ୍କ ଅଧିକାରୀ ପଦ ପାଇବାର ଗମ୍ଭୀରତା ବିଷୟରେ ଜଣାପଡେ , ତାହା ସହ ରୁଚି , ଲକ୍ଷ୍ୟ ଓ ପ୍ରେରଣା ବିଷୟରେ ଆପଣଙ୍କୁ ସୁଚନା ଦେଇଥାଏ , ଏହି ପ୍ରଶ୍ନର ଆପଣ ବହୁତ ଭଲ ଭାବେ ପ୍ରସ୍ତୁତି କରିପାରିବେ ।

ଆପଣଙ୍କ ବିଷୟରେ କିଛି କୁହନ୍ତୁ ।ଯେବେ ବି ଆପଣଙ୍କ୍ ଏହି ପ୍ରଶ୍ନ କରାଯାଏ ତେବେ ଭ୍ରମକ ହୋଇ ଉତ୍ତର ଦିଅନ୍ତୁ ନାହିଁ , ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ରହିଥାଏ , ସେଥିପାଇଁ ସେମିତି ଡରି ଡରି ଉତ୍ତର ଦେବା ଉଚିତ୍ ନୁହେଁ , ଏହି କଥାକୁ ଧ୍ୟାନରେ ରଖି ଆପଣ ଇଣ୍ଟରଭ୍ୟୁ ନେଉଥିବା ଲୋକଙ୍କ ପାଖରେ ଅଧିକା ବୁଝିବାର କ୍ଷମତା ଅଛି , ଆପଣଙ୍କ ଦ୍ୱାରା କୁହାଯାଇଥିବା ମିଛ ସେମାନେ ସହଜରେ ଧରି ପାରିବେ , ନିଜର ଦୁର୍ବଳତା ଓ ଶକ୍ତିର ବିସ୍ତାରରେ ଭଲରେ କୁହନ୍ତୁ । ଆଇଏଏସ୍ ଇଣ୍ଟରଭ୍ୟୁ ସମୟରେ ପଚାରାଯାଉଥିବା କିଛି ରୋଚକ ପ୍ରଶ୍ନ ନିମ୍ନରେ ଦିଆଗଲା ।

୧) ଆପଣ ଗୋଟେ କଞ୍ଚା ଅଣ୍ତାକୁ ଏକ ଚଟାଣରେ ରଖି ବିନା ଭାଙ୍ଗି କିପରି ଛାଡିପାରିବେ ?

ଉତ୍ତର : ଅଣ୍ତା ଆରାମ ସେ ଛାଡିପାରିବା , କାରଣ ଚଟାଣ ଭାଙ୍ଗିବା ବହୁତ ମୁସକିଲ୍ ଅଟେ, ଓ ଅଣ୍ତା ପଡିବାପରେ ଚଟାଣ ଭାଙ୍ଗେ ନାହିଁ ,

୨) ସବୁ ଝିଅଙ୍କ ପାଖେ ଏଭଳି କେଉଁ ଗୋଟିଏ ଜିନିଷ ଥାଏ ଯାହାକୁ ସେ ପୁଅ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି ?

ଉତ୍ତର : ଏହାର ସଠିକ ଉତ୍ତର ହେଉଛି ବାଣୀ ବା କଥା କହିବାର ଦକ୍ଷତା |ଝିଅ ନିଜର ମିଠା ମିଠା କଥା ଦ୍ୱାରା ପୁଅ କୁ ନିଜ ଆଡକୁ ଆକର୍ଷିତ କରିପାରିବ

୩) ଥରେ ଜଣେ ଆଶାର୍ଥି କାଣ୍ତିଡେଟ୍ ଙ୍କୁ କଫି ଆଣିବାକୁ ଆଦେଶ ଦିଆଗଲା  କଫି ଆସିଗଲା ଓ ଆଶାର୍ଥିଙ୍କ ପାଖରେ ରଖିଦେଲେ , ଆଶାର୍ଥିଙ୍କୁ ପଚାରା ଗଲା କି ହ୍ୱାଟ୍ ଇଜ୍ ବିଫୋର୍ ୟୁ(what is before you) ?

ଉତ୍ତର : ଗୋଟେ ପଟେ ଦେଖିବାକୁ ଗଲେ ଲୋକେ ଏହାର ଉତ୍ତର କଫି ହିଁ ଦେବେ , କିନ୍ତୁ ଏହାର ସଠିକ୍ ଜବାବ୍ ହେଲା T, ଡିକ୍ସନାରିରେ U ପୂର୍ବରୁ  T ଆସିଥାଏ ଏଥିପାଇଁ ଏହାର ଜବାବ୍ T ହିଁ ହେବ ।

୪) କଣ ହେଲା ଯେବେ ଚକାର ଆବିଷ୍କାର ହେଲା ?

ଉତ୍ତର : ଯେବେ ଚକାର ଆବିଷ୍କାର ହେଲା ତେବେ ଏହା ଦ୍ୱାରା କ୍ରାନ୍ତି ଆସିଥିବ ,

୫ ) ଜଣେ ମହିଳା ଆଶାର୍ଥିଙ୍କୁ ପଚାରାଗଲା କି ଯଦି ଆପଣ ସକାଳୁ ଉଠିଛନ୍ତି ଓ ଆପଣଙ୍କୁ ଜଣା ପଡେ କି ଆପଣ ଗର୍ଭବତୀ ଅଛନ୍ତି ତେବେ କଣ କରିବେ ।

ଉତ୍ତର : ଝିଅଟି କହିଲା ମୁଁ ଖୁସି ହୋଇଯିବି ଓ ମୋର ଖୁସିର କଥା ମୋର ସ୍ୱାମୀଙ୍କୁ ଜଣାଇବି ।

୬) ଭଗବାନ ରାମ ଦିପାବଳୀ କେଉଁଠି ମନାଇଥିଲେ ?

ଉତ୍ତର : ଲୋକେ କହିବେ କି ରାବଣ ବଧ ପରେ ଲଙ୍କାରେ ଦିପାବଳୀ ମନାହୋଇଥିଲା,  କିଛି ଲୋକ ମାନନ୍ତି ଅଯୋଦ୍ଧ୍ୟାରେ , ଆପଣଙ୍କୁ କହିଦେବୁ କି ଦିପାବଳୀର ପର୍ବ ରାମଙ୍କ ଅଯୋଦ୍ଦ୍ୟା ଫେରିବା ପରେ ହୋଇଥିଲା,  ସେ ଦିପାବଳୀ ମନାଇନଥିଲେ

 

Leave a Reply

Your email address will not be published. Required fields are marked *