April 20, 2024

Odia Express

News For Public

ଫଟୋ ଦେଖି କୁହନ୍ତୁ ଏଠାରେ କିଏ ସବୁଠାରୁ ଅଧିକା ବୋକା ? ଆପଣଙ୍କ ଜବାବ୍ କହିବ କି ଆପଣଙ୍କ ସ୍ଵଭାଵ କିପରି..

ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ଫଟୋ ଭାଇରାଲ୍ ହୋଇଥାଏ , କିନ୍ତୁ ଏହି ଦିନ ଏକ ଏମିତି ଫଟୋ ଭାଇରାଲ୍ ହୋଇଛି , ଯେଉଁଠି ସୋସିଆଲ୍ ମିଡିଆରେ ଲୋକଙ୍କ ମଧ୍ୟରେ ଏକ ବଡ ଡିବେଟ୍ ହୋଇଯାଇଛି , ଏହି ଫଟୋରେ ଚାରୋଟି ଲୋକ ଏକ ଗଛରେ ଚଢିଛନ୍ତି , ଏମାନେ ବହୁତ ନିର୍ବୋଧ ପରି ହରକତ୍ କରୁଛନ୍ତି , ଯାହାକୁ ନେଇ ସେମାନେ ଗଛର ତଳୁ ଖସି ପାରନ୍ତି , ଏବେ ଲୋକେ ସୋସିଆଲ୍ ମିଡିଆରେ ପଚାରୁଛନ୍ତି କି ଏହି ଚାରିଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକା ବୋକା ବ୍ୟକ୍ତି କିଏ  ଖାସ୍ କରି ଏହି କଥା ଆପଣ ଏହି ଚାରି ଜଣ ଅପସନ୍ ରେ ଜବାବ ଦେଇପାରିବେ , ଏହି ଜବାବ୍ ଆପଣଙ୍କ ପର୍ସନାଲିଟି ବିଷୟରେ ବହୁତ କିଛି କହିଥାଏ , ତେବେ ଏହି ଫଟୋକୁ ଭଲ ଭାବେ ଦେଖିନିଅନ୍ତୁ , ଫଟୋ ଦେଖିଲା ପରେ ଫାଇନାଲ୍ ଉତ୍ତର ଆପଣଙ୍କ ମନରେ ରହିବ ।

ଚାଲନ୍ତୁ ଜାଣିବା ଏହାର ଜବାବ୍ ହିସାବରେ ଆପଣଙ୍କ ବ୍ୟକ୍ତିତ୍ୱ କଣ ଅଛି  ,

ତେବେ କଣ ଆପଣ ଏହାର ଉତ୍ତର ୧ ଭାବିଛନ୍ତି ,ଦୁର୍ଭାଗ୍ୟ ବଶତଃ ଆପଣ ସେହି ପ୍ରକାରର ବ୍ୟକ୍ତି ଅଟନ୍ତି ଯିଏ ବହୁତ ଜଲଦି ହାର୍ ମାନିନିଅନ୍ତି , ଆପଣଙ୍କୁ ଲାଗିଥାଏ କି ପରିସ୍ଥିତିକୁ ବଦଳି ପାରିବେ ଏଥିପାଇଁ ସେ ସେପରି ହୋଇନଥାଏ , କିନ୍ତୁ ଆମେ ତାହା ସ୍ୱିକାର କରିନେଉ , ଆପଣଙ୍କ ପର୍ସନାଲିଟି ଏକ ଖାସ୍ କଥା ଏହା କି ଆପଣ ଶାନ୍ତି ପ୍ରିୟ ବ୍ୟକ୍ତି ଅଟନ୍ତି , କାହା ସହ ଲଢାଇ ଝଗଡାରେ ସାମିଲ୍ ହେବାକୁ ଚାହଁନ୍ତି ନାହିଁ , ଏହାର କାରଣ ଏହି ଲଢେଇ ଝଗଡାରୁ ଉଦାସ ରୁହନ୍ତି , ଆପଣ ଏକ ଦୟାଳୁ ଇମାନଦାର୍ ବ୍ୟକ୍ତି ଅଟନ୍ତି  ।

ଯଦି ଉତ୍ତର ୨ ଦେଇଛନ୍ତି ତେବେ ଆପଣ ଜଲଦି ହିଁ ନିର୍ଣ୍ଣୟ ନେଇ ବସନ୍ତି , ଆପଣଙ୍କ ସ୍ଥିତି କୁ ଠିକ୍ ଭାବେ ବୁଝିପାରନ୍ତି ନାହିଁ , ଓ ତାହାର କାରଣରୁ ଏମିତି କିଛି ଭୁଲ୍ କରିବସନ୍ତି , ଯାହାକୁ ଚାହିଁଲେ ବି ଆପଣ ନଜର ଅନ୍ଦାଜ କରିପାରନ୍ତି , ବହୁତ ଲୋକେ ଜିଦ୍ଦି ସ୍ୱଭାବର ବ୍ୟକ୍ତି ଆପଣଙ୍କୁ ମାନିଥାନ୍ତି ,

ଯଦି ଆପଣଙ୍କର ଉତ୍ତର ୩ ହୁଏ ତେବେ ଆପଣ ଜଲଦି ହାର୍ ମାନିବା ବାଲା ବ୍ୟକ୍ତିଙ୍କ ଭିତରୁ ନୁହନ୍ତି , ଆପଣ ବହୁତ ଜଲଦି ତାର ଗଭୀରତାରୁ ଅଧ୍ୟୟନ କରି ତାହାର ଅନ୍ତ ଯାଏଁ ନିଜ ଅଧିକାର ପାଇଁ ଲଢନ୍ତି , ଆପଣ ଏକ ଭଲ ବିଜନେସ୍ ମ୍ୟାନ୍ ହୋଇପାରନ୍ତି , ଜିନିଷଗୁଡିକ ପ୍ଲାନିଙ୍ଗ୍ କରି କାମ କରିବା ଆପଣଙ୍କର ବ୍ୟକ୍ତିତ୍ୱରେ ଅଛି ,  ଯାହା ବହୁତଥର ଆପଣଙ୍କୁ ସଫଳତା ରାସ୍ତାରେ ନେଇ ଆସେ

ଯଦି ଆପଣଙ୍କର ଉତ୍ତର ୪ ଅଟେ  ତେବେ ଆପଣ ଜଣେ ବିଦ୍ରୋହ ପସନ୍ଦର ବ୍ୟକ୍ତି ହୋଇଥାନ୍ତି , ନିଜ କଥାକୁ ପ୍ରମାଣିତ କରିବାପାଇଁ ଆପଣ ନିଜକୁ ବିପକ୍ଷରେ ନେଇନିଅନ୍ତି , ଜିନିଷରେ ତର୍କ ଲଗାଇବା ଆପଣଙ୍କ ଅଭ୍ୟାସ ଅଛି , ଆପଣ ବିନା ଭାବିଚିନ୍ତି ମଇଦାନକୁ ବାହାରି ଆସନ୍ତି ।

Leave a Reply

Your email address will not be published. Required fields are marked *