April 14, 2024

Odia Express

News For Public

୧୦ ଜାନୁଆରୀ ୨୦୨୦ ଶୁକ୍ରବାର ଚନ୍ଦ୍ରଗ୍ରହଣ ,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ଗୋଟେ ଜାତକରେ ହେବ ଧନ ଲାଭ , ଜାଣନ୍ତୁ ବାକି ରାଶିର ହାଲ , ଆଜି ହିଁ ଜାଣିନିଅନ୍ତୁ

1 min read

୧-ମେଷ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ବିରୋଧ ସହିବାକୁ ପଡିପାରେ , ଅଜବର ଚିଡଚିଡାପଣ ଶିକାର ରହିବ , ଆଜି ଆପଣଙ୍କ ଇମାନଦାରୀ ର ସବୁ ଆଡେ ଚର୍ଚ୍ଚା ହେବ , କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ରହିବ , ଧାର୍ମିକ କାର୍ଯ୍ୟରେ ଭାଗ ନେବେ , ଆଜି ଆପଣଙ୍କ ସ୍ଫୁତ୍ତି ଓ ସତେଜତା ରହିବ , ଛାତ୍ରଙ୍କର ପାଠପଢାରେ ମନ ଲାଗିବ , ଓ ପରିଶ୍ରମ କାମରେ ଲାଗିବ ।

୨-ବୃଷ ରାଶି : ଆଜି ଆପଣ ରଚନାତ୍ମକ କାର୍ଯ୍ୟରେ ରୁଚି ଲାଗିବ , ଆପଣଙ୍କ ରଚନାଗୁଡିକ ସବୁ ଆଡେ ପ୍ରଶଂସିତ ହେବ , ଯେଉଁ ଲୋକ ଫିଲ୍ମ କିମ୍ବା ନିର୍ଦ୍ଧେଶନା ଲାଇନ୍ ରେ ପରିଶ୍ରମ କରୁଛନ୍ତି , ତାଙ୍କୁ ବଡ କାମ ହାତରେ ଲାଗିବ , ବେପାରରେ ସ୍ଥିତିଗୁଡିକ ପ୍ରତିକୂଳ ରହିବ , ମାନହାନୀ ହୋଇପାରେ , ନିଜ ମନୋବଳ କୁ ଖସିବାକୁ ଦିଅନ୍ତୁ ନାହିଁ ।

୩-ମିଥୁନ ରାଶି : ଆଜି ଜୀବନସାଥିଙ୍କ ସହ ଏକାନ୍ତରେ ସମୟ ଅତିବାହିତ କରିବେ ,ମନରେ କାରୋବାରକୁ ନେଇକରି କିଛି ଚିନ୍ତା ଆସିପାରେ , ଆଜି ଆପଣଙ୍କ ଅଧିକାରୁ ଅଧିକା ସମୟ ଘର ଲୋକଙ୍କ ସହ ଚାଲିବ , ଅଫିସ୍ ରେ ଆଜି ସାବଧନତା ରଖିବାର ଆବଶ୍ୟକତା ଅଛି , ଆପଣଙ୍କୁ ଏକ ଭୁଲ୍ ପଦକ୍ଷେପ ଆପଣଙ୍କୁ ଚିନ୍ତାରେ ପକାଇପାରେ ।

୪-କର୍କଟ ରାଶି : ଆଜି ଦିନ ଆପଣଙ୍କ ପାଇଁ ଭାଗ୍ୟଶାଳି ରହିବ , କେଉଁ ପୁରୁଣା କଥାକୁ ନେଇକରି ଚିନ୍ତାରେ ଆସିପାରନ୍ତି , କୋର୍ଟମାମଲାରେ ଫଇସଲାର ଆଶା ଅଛି କିନ୍ତୁ ବିପରିତହୋଇପାରେ , ପେଟର୍ ତଳ ଭାଗରେ ପିଡା ହୋଇପାରେ , ପରିବାରରେ ସୁଖ ଶାନ୍ତିର ମାହୋଲ୍ ପାଇବେ

୫-ସିଂହ ରାଶି : ଆଜି ଲଲିତ କଳାରେ ପ୍ରତି ରୁଚି ଜାଗୃତ ହେବ , ଆଜି ବିଦେଶରେ ରହୁଥିବା କେଉଁ ମିତ୍ର ସହ ଦେଖା ହୋଇପାରେ , ଅଫିସ୍ ରେ ଆଜି ସିନିୟର୍ସଙ୍କ ଦ୍ୱାରା ପ୍ରଶଂସା ପାଇବେ , ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତା ରହିବ , ଆପଣଙ୍କ ବୁଦ୍ଧିମତା ପାଇଁ ଲୋକେ ପ୍ରଶଂସା କରିବେ , କେଉଁ ମାଙ୍ଗଳିକ କାର୍ଯ୍ୟରେ ଭାଗ ନେଇପାରନ୍ତି ।

୬-କନ୍ୟା ରାଶି : ଆଜି ଆପଣଙ୍କ ଦିନ ବହୁତ ହିଁ ଭଲ ରହିବ , ଆଜି ଆପଣଙ୍କ ପାଖରେ କିଛି ଦାୟିତ୍ୱ ଆସିବ , ଯାହା ଆପଣ ସହଜରେ ନିପଟାଇପାରିବେ । ଘରରେ କେଉଁ ଗୁରୁତ୍ୱପୁର୍ଣ୍ଣ କଥାରୁ କଳହ ହୋଇପାରେ , ମାନସିକ ରୁପେ ଚିନ୍ତା ପ୍ରକଟ କରିପାରନ୍ତି , ବ୍ୟସ୍ତତା ଭିତରେ ସାର୍ଥକ ପରିଣାମ ବାହାରିବ ନାହିଁ , କାର୍ଯ୍ୟର ପ୍ରତି ଉତ୍ସାହ କମ୍ ଦେଖାଦେବ , ଅନାବଶ୍ୟକ ଚିଡଚିଡା ପଣ ଦେଖାଦେବ  ।

୭-ତୁଳା ରାଶି ; ଆଜି ପୁଞ୍ଜି ନିବେଶରେ ଲାଭ ହେବ , ଆପଣଙ୍କ ପୁରୁଣା ସମ୍ପକରୁ ଲାଭ ମିଳିବାର ସମ୍ଭାବନା ଅଛି  ,ଧାର୍ମିକ ଭାବନା ବୃଦ୍ଧି ହେବ , ଆଜି ଆପଣଙ୍କ ଦିନ ବହୁତ ହିଁ ଭଲ ରହିବ , ଆଜି ଆପଣଙ୍କ ପାଖରେ କିଛି ନୁଆ ଦାୟିତ୍ୱ ଆସିବ , ଯାହାକୁ ଆପଣ ସହଜରେ ନିପଟାଇପାରିବେ , ନିଜ କଥାକୁ ଭଲ ଭାବରେ ଲୋକଙ୍କ ସାମ୍ନାରେ ରଖିପାରିବେ ।

୮-ବିଛା ରାଶି : ଆଜି ବ୍ୟର୍ଥ କହିବାର କାରଣରୁ କ୍ଷତି ସହିବାକୁ ପଡିବ , ଅନାବଶ୍ୟକ ଖର୍ଚ୍ଚରେ ଲଗାମ ଲଗାନ୍ତୁ  ଅହଂକାର ବଶିଭୁତ ହୋଇକରି କିଛି ତ୍ୱରିତ ଆର୍ଥିକ ନିର୍ଣ୍ଣୟ ନିଅନ୍ତୁ ନାହିଁ , ଆପଣଙ୍କ ଭାବନା ସକରାତ୍ମକ ରହିଲେ ବହୁତ ଆଗକୁ ଯିବେ , ସମସ୍ତେ ଆପଣଙ୍କ କଥାରେ ପ୍ରଭାବିତ ହେବେ , ଏହି ରାଶିର ଜାତକ ପ୍ରତି ଚାକିରି ବଦଳାଇବାକୁ ଚାହୁଁଥିଲେ ଆଜିର ଦିନ ଭଲ ଅଛି  ।

୯-ଧନୁ ରାଶି : ଆଜି ଆପଣ କେଉଁ ବଡ ଫଇସଲା ନେଇପାରନ୍ତି , ବୈବାହିକ ଜୀବନ ସୁଖମୟ ରହିବ , ଆଜି କମ୍ ପରିଶ୍ରମରେ ଅଧିକା ଫଳପ୍ରାପ୍ତି କରିବେ , ଅଫିସ୍ ରେ ବହୁତଦିନରୁ ଅଟକିଥିବା କାମ ସହଜରେ ସରିଯିବ , କେଉଁ ତୀର୍ଥଯାତ୍ରା ଯିବାର ପ୍ଲାନ୍ କରିପାରନ୍ତି , ଆପଣଙ୍କ ପୁରୁଣା ବିଚାର କିମ୍ବା ମାନ୍ୟତାରେ ଅଚାନକ ପରିବର୍ତ୍ତନ ଆସିବ , ବେରୋଜଗାର ଯୁବା ଚାକିରି ପାଇଁ ପ୍ରାୟସ କରି ସଫଳତା ପାଇବେ ।

୧୦-ମକର ରାଶି : ଆଜି ଅଫିସ୍ ରେ ସବୁ କାମକୁ ଭଲରେ ପୁରା କରିବାକୁ ଚେଷ୍ଟିତ ରହିବେ , ସବୁ କାମରେ ସଫଳତା ମିଳିବ , ହଡବଡିରେ ଗଡବଡି ହେବାର ସମ୍ଭାବନା ଅଛି , ଜୀବନସାଥୀଙ୍କ ସହ ପାଟୀତୁଣ୍ତ ହୋଇପାରେ,  ଭୁଲ୍ ସ୍ଂଗତ ରେ ରହିବା କାରଣରୁ ଅସୁବିଧାରେ ଫସିପାରନ୍ତି , ଅଧ୍ୟାମ ପ୍ରତି ମନ ବଢିବ , କାରୋବାରରେ ହାନି ହୋଇପାରେ

୧୧-କୁମ୍ଭ ରାଶି : ଆଜି କେଉଁ ଏନ୍ ଜିଓ ସହ ଯୋଡି ହେବାର ଅବସର ମିଳିପାରିବ , ସମାଜରେ ଲୋକଙ୍କ ମଧ୍ୟରେ ଚିହ୍ନାପରିଚିତ ହେବେ । ଧନ ସଂବନ୍ଧି ଅସୁବିଧାର ସମାଧାନ ବାହାରିବ , କାରୋବାର ଦୃଷ୍ଟିକୋଣରୁ ଦିନ ବହୁତ ସକରାତ୍ମକ ରହିବାର ଅଛି , ଅବିବାହିତଙ୍କ ପାଇଁ ବିବାହର ରାସ୍ତା ଆସିବାର ସମ୍ଭାବନା ଅଛି , ସନ୍ତାନଙ୍କୁ ନେଇକରି ଚିନ୍ତା ବଢିପାରେ ।

୧୨-ମୀନ ରାଶି : ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ , ବସ୍ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରିବେ , ଆଜି ସାମ୍ନାରେ ଆସିଥିବା ସବୁ ଚ୍ୟାଲେଞ୍ଜ କୁ ମୁକାବଲା କରିବାରେ ସକ୍ଷମ ହେବେ  କେଉଁ କାମ କରିବାରେ ବ୍ୟସ୍ତତାପୁର୍ଣ୍ଣ ରୁହନ୍ତୁ ନାହିଂମ୍ , କାରୋବ୍ରରେ ନୁଆ ସହଯୋଗୀ ଯୋଡି ହୋଇପାରନ୍ତି , ମ୍ୟାନେଜମେଣ୍ଟ ସଂବନ୍ଧି କାର୍ଯ୍ୟରେ ଯୋଡି ହୋଇଥିବା ଲୋକ ଆଜି ବହୁତ ପ୍ରଶଂନ୍ନ ରହିବେ , ଚାକିରିରେ ପଦୋନ୍ନତି ହେବାର ଯୋଗ ମଜବୁତ୍ ଅଛି ।

Leave a Reply

Your email address will not be published. Required fields are marked *