April 12, 2024

Odia Express

News For Public

କୋଟିପତି ହୋଇଥାନ୍ତି ଏହି ଝିଅମାନଙ୍କର ସ୍ୱାମୀ , କଣ ଆପଣଙ୍କ ନାଁ ଏଥିରେ ସାମିଲ୍ ଅଛି …

ବ୍ୟକ୍ତିର ଜୀବନରେ ପ୍ରେମ ହିଁ ସବୁ କିଛି ହୋଇନଥାଏ,  ବର୍ଂ କହିବାକୁ ଗଲେ ଲାଇଫ୍ କାଟିବା ପାଇଁ ପଇସାର ଆବଶ୍ୟକତା ବହୁତ ମାଇନା ରଖେ , ଏମିତିରେ ଯଦି ଝିଅ ଭାବିଥାଏ ତେବେ ସେ ଧନୀ ସ୍ୱାମୀ ମିଳିଲେ ଏଥିରେ କିଛି ଭୁଲ୍ ହୋଇନଥାଏ,  ସେମିତି କିଛି ଝିଅ ଏହି ମାମଲାରେ ବହୁତ ଲକି ହୋଇଥାନ୍ତି , କାରଣ ତାଙ୍କୁ ସବୁଠାରୁ ଧନୀ ସ୍ୱାମୀ ମିଳିଥାନ୍ତି , ଓ ସେମାନେ ଜୀବନସାରା ଐଶ୍ କରିଥାନ୍ତି , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି କିଛି ଏପରି ରାଶିର ଝିଅମାନଙ୍କର ବିଷୟରେ ଯିଏକି ନିଜ ଶଶୁରଘରେ ପଇସା ଦମ୍ ରେ ମହାରାଣୀଙ୍କ ଭଳି ରାଜ୍ କରିଥାନ୍ତି ।

ମେଷ ରାଶି : ଏହି ରାଶିର ଝିଅ ନିଜ ସ୍ୱାମୀଙ୍କୁ ଭଲ ପାଇବା ସହ ପଇସା ବହୁତ ପାଇଥାନ୍ତି , ହଁ ଆଜ୍ଞା କଣପାଇଁ ନା ଏମାନଙ୍କ ସ୍ୱାମୀ କେୟାରିଙ୍ଗ୍ ନେଚରର ହୋଇଥାନ୍ତି , ଓ ସେମାନେ ନିଜ ସ୍ତ୍ରୀଙ୍କ ସବୁ ଛୋଟମୋଟ ଇଚ୍ଛାଗୁଡିକ ସମ୍ମାନ କରିଥାନ୍ତି , ଓ ଏହି କାରଣରୁ ମେଷ ରାଶିର ଝିଅମାନେ ନିଜ ଶାଶୁଘରେ ରାଜ୍ କରିଥାନ୍ତି ।

ମିଥୁନ ରାଶି : ଏହି ରାଶିର ଝିଅମାନଙ୍କ ସ୍ୱାମୀ ନିଜ ସ୍ତ୍ରୀଙ୍କର ଭାବନାକୁ ସମ୍ମାନ କରିଥାନ୍ତି , ଓ ପଇସାରେ ମାଲାମାଲ୍ ହେବା କାରଣରୁ ଏହା ତାଙ୍କର ସବୁ ସ୍ୱପ୍ନ ପୁରା କରିବା ଯୋଗଦାନ ବି ଦିଅନ୍ତି , ମିଥୁନ ରାଶିର ଝିଅମାନେ ନିଜ ଶାଶୁଘରେ ରାଣୀଙ୍କ ପରି ରୁହନ୍ତି ।

ତୁଳା ରାଶି : ସେମିତି ତୁଳା ରାଶିର ସ୍ୱାମୀ ନା କେବଳ ପଇସାରେ ଧନୀ ହୋଇଥାନ୍ତି , ବରଂ ତାଙ୍କର ପରିବାର ବି ବହୁତ ସମୃଦ୍ଧ ହୋଇଥାଏ , ସେମାନେ ନିଜ ସ୍ତ୍ରୀ ପ୍ରତି ସବୁବେଳେ ବଫାଦାର୍ ହୋଇଥାନ୍ତି , ଓ ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ

କୁମ୍ବ ରାଶି : କୁମ୍ଭ ରାଶିର ଝିଅମାନେ ବହୁତ ସୁନ୍ଦର ସ୍ୱାମୀ ପାଇଥାନ୍ତି , ତାହା ସହ ତାଙ୍କର ସ୍ୱାମୀ ତାଙ୍କ ସ୍ତ୍ରୀର ସବୁ ଇଚ୍ଛାକୁ ପୁରା ବି କରିଥାନ୍ତି , ଏତିକି ନୁହେଁ କୁମ୍ଭ ରାଶିର ସ୍ୱାମୀ ନିଜ ସ୍ତ୍ରୀଙ୍କ ପାଇଁ ବଫାଦାର୍ ବି ହୋଇଥାନ୍ତି ।

ମୀନ ରାଶି : ଯଦି ଆମେ ମୀନ ରାଶିଙ୍କର କଥା କହିବା ତେବେ ଏମାନଙ୍କର ସ୍ୱଭାବରୁ ମଜାଳିଆ ହୋଇଥାନ୍ତି , ମୀନ ରାଶିର ଝିଅ ନିଜ ସ୍ୱାମୀ ବହୁତ ପଇସା ବାଲା ହୋଇଥାନ୍ତି , ଏହି ରାଶିର ଝିଅ ନିଜ ସ୍ୱାମୀଙ୍କ ପଇସାରେ ମହାରାଣୀଙ୍କ ପରି ରହିଥାନ୍ତି , ଓ ସବୁ ଇଚ୍ଛା ତାଙ୍କର ପୁରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *