December 10, 2023

Odia Express

News For Public

IAS ପରୀକ୍ଷାରେ ଝିଅକୁ ପଚାରାଯାଇଥିବା ଏହି ପ୍ରଶ୍ନ – ପୁଅ କିମ୍ୱା ଝିଅ ଯେତେ ଗୋରା ହେଲେ ମଧ୍ୟ ତାର କେଉଁ ଜିନିଷ କଳା ହେଇଥାଏ ? ଝିଅଟି ଦେଲା ଏପରି ଜବାବ୍ ଯାହାକି ଗୋଟେ ଝଟକାରେ ହୋଇଗଲା ଚାକିରୀ – କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ…

ସେମିତି ଏହି ଦୁନିଆଁରେ ସମସ୍ତଙ୍କ ପାଖରେ ଦିମାଗ ହୋଇଥାଏ । କିନ୍ତୁ ବହୁତଥର ମଣିଷର ସାମ୍ନାରେ କିଛି ଏପରି ପ୍ରଶ୍ନ ଆସିଯାଏ । ଯାହାଙ୍କ ଜବାବ୍ ସେ ଦେଇପାରିନଥାଏ । ହଁ ଆଜ୍ଞା ବହୁତଥର କିଛି ଜିନିଷକୁ ନେଇକରି ମଣିଷ ଦିମାଗରେ ବି ପଛରେ ରହିଯାଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ପ୍ରଶ୍ନ ପଚାରିବାକୁ ଯାଉଛୁ , ଯାହାର ଜବାବ ବୋଧେ ଜଣା ନଥିବ , ଏହି ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କର ଅଭିଯୋଗ ହୋଇଥାଏ ତାଙ୍କୁ ଇଂରାଜୀରୁ ଅଧିକା ହିନ୍ଦୀ ଭାଷାର୍ ଜ୍ଞାନ ହୋଇଥାଏ , ଓ ଯେବେ ତାଙ୍କୁ ଇଂରାଜୀରେ ପ୍ରଶ୍ନ କରାଯାଏ , ତେବେ ସେ ତାହାର ଜବାବ୍ ଦେଇପାରନ୍ତି ନାହିଁ , ତେବେ କହିଦେବୁ କି ଆଜି ଆମେ ଯେଉଁ ପ୍ରଶ୍ନ ପଚାରିବାକୁ ଯାଉଛୁ , ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ ,

ମାନେ ଆପଣଙ୍କୁ ଏକ ଏପରି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ଖରାପ ଅର୍ଥରେ ନ ନେଇ ଉତ୍ତର ଦେବାକୁ ହେବ ।ହଁ ଆଜ୍ଞା ଏହା ସହ ଏକ ସର୍ତ୍ତ ଅଛି କି ଏହି ପ୍ରଶ୍ନର ଜବାବ୍ ଦେବାପାଇଁ ଆପଣଙ୍କୁ ଗୁଗୁଲ୍ ସର୍ଚ୍ଚ କରିବାକୁ ପଡିବ ନାହିଁ , ବରଂ ଏହା ପୂର୍ବରୁ ନିଜ ଦିମାଗ ଲଗାଇବାର ଅଛି , ତାପରେ ଆପଣଙ୍କୁ ଏହାର ଜବାବ୍ ମାଲୁମ୍ ଥିଲେ ଏଠାରେ ଏହାର ଜବାବ୍ ଦେଇପାରିବେ , ବିଶ୍ୱାସ କରନ୍ତୁ ଏପରି ଏକ ଶବ୍ଦ ଅଛି ଯାହାର ଜବାବ୍ ଆପଣଙ୍କୁ ଜଣା ନଥିବ , ଆମେ ବିଶ୍ୱାସ ରଖିଛୁ କି ଏହାକୁ ଶୁଣିବା ପରେ ସେହି ଶବ୍ଦର ଜବାବ୍ ଦେବାର ବଡ ଇଚ୍ଛୁକ ଥିବେ । ଏପରି ପ୍ରଶ୍ନ କେବଳ  ବ୍ୟକ୍ତିର ଜବାବ୍ ଦେବାପାଇଁ ଇଣ୍ଟରଭ୍ୟୁଅର୍ ପ୍ରତିଯୋଗୀର ଆଇକ୍ୟୁ ଟେଷ୍ଟ କରାଯାଏ , ଏହି ପ୍ରଶ୍ନର ଜରିଆରେ ପତ୍ତା ଲଗାଯାଇପାରିବ ପିଲାର କେତେ ବୁଦ୍ଧି କେତେ ବୋଲି

୧ – ଆପଣଙ୍କ କେଉଁ ଆବାଜ ଆପଣଙ୍କୁ ଛାଡିକି ସମସ୍ତେ ଶୁଣି ପାରିବେ ?
ଉତ୍ତର – ଘୁଙ୍ଗୁଡ଼ି

୨ – ଏପରି କେଉଁ ଜିନିଷ ଅଛି ଯାହା ଥଣ୍ଡା ଥିଲେ କଳା,ଗରମ ହେଲେ ନାଲି ଓ ଫିଙ୍ଗିଲେ ଧଳା ହେଇଯାଏ
ଉତ୍ତର – କୋଇଲା

୩ – ଏପରି କେଉଁ ଜିନିଷ ଅଛି ଯାହା ପୁଅଙ୍କର ଛୋଟ ହେଇଥାଏ କିନ୍ତୁ ଝିଅଙ୍କର ବଡ ହେଇଥାଏ
ଉତ୍ତର – ପର୍ସ

୪ – ଦିନେ ତୋଫାନ ରାତିରେ ନିଜ କାର୍ ରେ ଆପଣ କେଉଁ ଆଡେ ଯାଉଛନ୍ତି । ଆପଣଙ୍କ ନଜର ଗୋଟେ ଜାଗାରେ ପଡିଛି ଯେଉଁଠି ତିନୋଟି ଲୋକ ଠିଆ ହୋଇଛନ୍ତି , ଓ ତାଙ୍କୁ ତୁରନ୍ତ ମେଡିକାଲ୍ ନେବାର ଅଛି , ଗୋଟେ ପୁରୁଣା ସାଙ୍ଗ ଯିଏକି ଆପଣଙ୍କ ଜିବନ ବଞ୍ଚାଇଛି , ଗୋଟେ ଝିଅ ଯିଏ ଆପଣଙ୍କୁ ସ୍ୱପ୍ନରେ ଦେଖି ଜୀବନସାଥୀ ବାଛିନେଇଛି , କାର୍ ରେ କେବଳ ଦୁଇଟି ଲୋକଙ୍କ ପାଇଁ ଜାଗା ଅଛି ଆପଣ କାହାକୁ ବସାଇବେ ?

ଉତ୍ତର : ମୁଁ ମୋର ସାଙ୍ଗକୁ କାର୍ ନେ ଓ କହିବି ସେ ବୟସ୍କ ଲୋକଙ୍କୁ ନେଇ ମେଡିକାଲ୍ ଯା , ଓ ତାପରେ ପୁଣି ଘରକୁ ଚାଲିଆସିବାକୁ , ଓ ନିଜ ସ୍ୱପ୍ନ ସ୍ୱପ୍ନର ଝିଅ ସହ ବସ୍ ର ଅପେକ୍ଷା କରିବି ।

୫ – ସେ କେଉଁ ଜିନିଷ ଅଛି  ଯାହାକୁ ବ୍ରେକ୍ ଫାଷ୍ଟରେ ଖାଇପାରିବା ନାହିଁ ?

ଉତ୍ତର  ରାତିର ଖାଦ୍ୟ ମାନେ ଡିନର୍

୬ – ମୟୁର ଏକ ପକ୍ଷୀ ଅଟେ, କିନ୍ତୁ ତାର ଅଣ୍ତା ନଥାଏ , ତେବେ ମୟୁରର ଛୁଆ କିପରି ହୁଏ ?

ଉତ୍ତର : ମାଇ ମୟୁର ଅଣ୍ତା ଦିଏ ନର ମୟୁର ଅଣ୍ତା ଦିଏ ନାହିଁ

୭ – ପୁଅ କିମ୍ୱା ଝିଅ ଯେତେ ଗୋରା ହେଲେ ମଧ୍ୟ ତାର କେଉଁ ଜିନିଷ କଳା ହେଇଥାଏ ?
ଉତ୍ତର – ଛାଇ

ସବୁ ମଣିଷର ଛାଇ କଳା ହେଇଥାଏ | ତେବେ ଏହି ପ୍ରଶ୍ନ ଗୁଡିକ ଆପଣାକୁ କିପରି ଲାଗିଲା ନିଶ୍ଚୟ କମେନ୍ଟ କରି ଜଣେଇବେ | ତେବେ ଆମର ୱେବହ୍ଲି ନୂଆ ନୂଆ ଜିନିଷ ଜାଣିବା ପାଇଁ ଆମ ପେଜ କୁ ଲାଇକ ଓ ସେୟାର କରିବେ

Leave a Reply

Your email address will not be published. Required fields are marked *