December 7, 2023

Odia Express

News For Public

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ପୁର୍ବରୁ ଓପନିଂ ଯୋଡିଙ୍କୁ ନେଇକରି କୋହଲିଙ୍କର ହେଇଗଲା ବଡ ସମସ୍ୟା – କେଉଁ ଦୁଇଜଣ ଖେଳାଳି ଓପନିଂ କରିବେ ଦେଖନ୍ତୁ…

ଶ୍ରୀଲଙ୍କା ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ଜିତ୍ ଦର୍ଜ କରାଇଥିବା ଏବେ ଭାରତୀୟ ଟୀମ୍ ଅଷ୍ଟ୍ରେଲିଆ ଟିମ୍ ସାମ୍ନା କରିବାକୁ ଅଛି  ଏହି ସିରିଜ୍ ରେ ଏକ ଦିବସିୟ ମ୍ୟାଚ୍ ହେବାର ଅଛି , କିନ୍ତୁ ସିରିଜ୍ ପୂର୍ବରୁ ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ସଲାମୀ ଯୋଡିଙ୍କୁ ଏକ ବଡ ସମସ୍ୟା ଆସିସାରିଛି , ରୋହିତ୍ ଶର୍ମାଙ୍କ ସହ ପାରିକୁ ଆରମ୍ଭ କିଏ କରିବେ ଏହାର ଚିନ୍ତା ବିରାଟ କୋହଲିଙ୍କୁ ଘାରିଛି ।ସେମିତି ଦେଖିବାକୁ ଗଲେ ରୋହିତ୍ ଶର୍ମା ଭଲ ପ୍ରଦର୍ଶନ କରିଛନ୍ତି , ଯାହାର୍ କାରଣରୁ ଟୀମ୍ ରେ ତାଙ୍କୁ ଜାଗା ପକ୍କା କରାଯାଈଛି , କିନ୍ତୁ ଦ୍ୱିତୀୟ ସଲାମୀ ବ୍ୟାଟ୍ସମ୍ୟାନ୍ ହିସାବରେ ଶିଖର ଧବନ ଓ କେଏଲ୍ ରାହୁଲ୍ ସାମିଲ୍ ଅଛନ୍ତି , ଏହି ଦୁହେଁ ଖେଳାଳୀ ନିଜକୁ ଲଗାତାର ପ୍ରମାଣିତ କରିଛନ୍ତି

କେଏଲ୍ ରାହୁଲ୍ ୱେଷ୍ଟଇଣ୍ତିଜ୍ ଓ ଶ୍ରୀଲଙ୍କା ବିପକ୍ଷରେ ବହୁତ ଭଲ ପାରି ଖେଳିଛନ୍ତି , ସେ ଲଗାତାର ବଡ ପାରି ଖେଳିକରି ନଜର ଆଣିଛନ୍ତି , ଯେବେ କି ଆଘାତ ରୁ ଫେରିବାପରେ ଶିଖର ଧବନ ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ , ଯାହାର କାରଣରୁ ନ୍ୟୁଜିଲାଣ୍ତ ଗ୍ରସ୍ତରେ ବିରାଟ କୋହଲିଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇସାରିଛି ।

ଆରୋନ୍ ଫିଞ୍ଚ ଅଧିନାୟକତ୍ୱରେ ଥିବା ଅଷ୍ଟ୍ରେଲିଆ ଟିମ୍ ବହୁତ ଭଲ ମଜବୁତ୍ ନଜର ଆସୁଛି , ଯାହା ସହ ବେନ୍ ଫେରିବାପରେ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥ୍ ପ୍ରଥମଥର ଭାରତ ଗ୍ରସ୍ତରେ ଖେଳିବା ପାଇଁ ଯାଉଛନ୍ତି , ଏହି ଟୀମ୍ ରେ ଦ୍ରୁତ ବୋଲର୍ କମାନ ପେଣ୍ଟ କମିଙ୍ଗ୍ସ ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲ୍ ବୁଡ୍ ପାଖରେ ଅଛି , ଯେବେ କି ସ୍ପିନ୍ ବୋଲିଙ୍ଗ୍ ରେ ଏଡେମ୍ ଜମ୍ପା ଓ ଅଷ୍ଟନ୍ ଏଗର୍ ମହଜୁଦ୍ ଅଛନ୍ତି , ବ୍ୟାଟିଙ୍ଗ୍ କଥା କହିଲେ ମାର୍ନସ୍ ଲାବୁଶେନ୍ ଓ ପିଟର୍ ହ୍ୟାଣ୍ତ୍ସକମ୍ପ୍ ମହଜୁଦ୍ ଅଛନ୍ତି , ୱିକେଟ୍ କିପର୍ ହିସାବରେ ଏଲେକ୍ସ କେରି ଉପରେ ରହିବ , ଗତ ସିରିଜ୍ ରେ ହିରୋ ହୋଇଥିବା ଏଷ୍ଟନ୍ ଟର୍ଣ୍ଣର୍ ଏହି ଟିମ୍ ରେ ସାମିଲ୍ ଅଛନ୍ତି ।

ବିରାଟ କୋହଲିଙ୍କ ଟୀମ୍ ଏହି ସିରିଜ୍ ପରେ ଅଷ୍ଟ୍ରେଲିଆ ଟୀମ୍ ର ସାମ୍ନା କରିବ , ଯେଉଁ ସିରିଜ୍ ରେ ୧୪ ଫେବୃୟାରୀକୁ ମୁମ୍ବାଈର ମଇଦାନରେ ଖେଳାଯିବାର ଅଚ୍ଛି , ଅଷ୍ଟ୍ରେଲିଆ ଟୀମ୍ ନିଜ ପୁରା ଶକ୍ତିର ସହ ଏହି ସିରିଜ୍ ରେ ବାହାରିପାରିବ , ଯାହାର କାରଣରୁ ଟିମ୍ ମଧ୍ୟରେ ବହୁତ ରୋମାଞ୍ଚକର ମୁକାବଲା ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *