November 30, 2023

Odia Express

News For Public

ଝିଅର ବାହାଘର ପାଇଁ ଡାକ୍ତର କାର୍ ରେ ଲଗାଇଲେ ଗାଇର ଗୋବର, କାରଣ ଜାଣିଲେ ଆପଣମାନେ ସମସ୍ତେ ଗର୍ବ କରିବେ ତାଙ୍କ ପାଇଁ…

ବହୁତ ବାହାଘରରେ ଦେଖିଥିବେ କି ଜଣେ ବାପା ନିଜ ଝିଅକୁ ଗାଡି ଗିଫ୍ଟ କରିଥାଏ , ଆମର ଦେଶରେ ବହୁତ ହାଇଫାଇ ବିବାହ ଏମିତି ହୋଇଛି  ଯେଉଁଠି ବହୁତ ଚର୍ଚ୍ଚା ହୋଇଥାଏ , ଯେପରି ହେଲିକାପ୍ଟରରେ ବିଦାୟି ହେବା ଯାହା ଚର୍ଚ୍ଚାରେ ଆସିଥିଲା , ଏମିତି କିଛି ମାମଲା ଆଜି ଆଉଥରେ ସାମ୍ନାକୁ ଆସିଛି , ଯାହା ବହୁତ ଚର୍ଚ୍ଚା ହେଉଛି , ଓ ଏହି ହେଲିକାପ୍ଟରରୁ ବିଦାୟୀ ନୁହେଁ ବରଂ ଗାଇର ଗୋବରରୁ ଲାଗିଥିବା କାର୍ ରୁ ଝିଅର ବିଦା ହେବା ମାମଲା ଅଟେ , ତେବେ ଆସନ୍ତୁ କହିବୁ ଏହି ଅନୋଖା ଖବର ବିଷୟରେ କଣ ଅଛି ଏହାର ପୁରା ମାମଲା ।

କୋଲହାପୁର୍ ଗାଁରେ ଏକ ଡାକ୍ତର ନିଜ ଝିଅର ବାହାଘର ପାଇଁ ଗୋଟେ କାର୍ କୁ ଗୋବରରେ ଲେପିଥିଲେ,  ଗାଇର ଗୋବରରୁ ବାହାନ କୁ ଦେଖିବାପରେ ଲୋକେ ଭାବିଲେ କି ଡାକ୍ତର ଏହାର ବ୍ୟବହାର କରିବାପାଇଁ ଏପରି କରୁଛନ୍ତି , ଡାକ୍ତରଙ୍କ ମାନିବା କଥା କି ଗାଇର ଗୋବର୍ କ୍ୟାନ୍ସର୍ ଚିକିତ୍ସା କରିଥାଏ,  ଓ ମାନବ ଶରୀରରେ ଅନ୍ୟ ସବୁ ରୋଗ ବି ଦୁର କରିଥାଏ,  ଏଥିପାଇଁ ଡାକ୍ତର ଦୁଧଳ ଗୋବରର ଉପଯୋଗକୁ ଦେଖି ଏହାକୁ ଏପରି କଲେ ।

ଡାକ୍ତର ଦୁଧଳ ଏହା ବି କହିଲେ କି ଗ୍ଲୋବାଲ୍ ୱାର୍ମିଙ୍ଗ୍ ଆଶଙ୍କା ବଢିଯାଈଛି  ଓ ଏଥିପାଇଁ ପର୍ଯ୍ୟାବରଣ ସରକ୍ଷଣ ପାଇଁ ଦେଶୀ ଗାଇ ମହତ୍ତ୍ୱପୁର୍ଣ୍ଣ ହୋଇଛି , ଏହା ସହ ସେ କହିଲେ କି ଗାଇର ଗୋବର୍ ରୁ ବାହାନ ଚଲାଇଲେ ତାପମାନ କମ୍ ହୋଇଯାଏ , ଏହା ଛଡା ଦୁଧଳ ଡାକ୍ତର କହିଲେ କି ଗାଇର ଗୋବାଲ୍ ମୋବାଇଲ୍ ରେଡିଏସନ୍ ରକ୍ଷା କରିଥାଏ,  ଡାକ୍ତର ଏହା କହିଲେ କି କାର୍ ଧୋଇବାପାଇଁ ସବୁଦିନ ତିନି ବାଲଟୀ ପାଣି ଲାଗିଥାଏ,  କିନ୍ତୁ ଗୋବର ପରସ୍ଥ ଲଗାଇଲେ ପାଣିର ସଞ୍ଚୟ ହୋଇଥାଏ  ତାହା ସହ କାରରେ ଗୋବର୍ ଲେପ ଦେଲେ ପର୍ଯ୍ୟବରଣ ରକ୍ଷା ହୋଇଥାଏ,  ଗୋବରରେ ଏହିକାର୍ କୁ ଫୁଲମାଳା ଦେଇପାରିବେ, ଓ ଏହା ସହ ଦମ୍ପତି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି  ।

Leave a Reply

Your email address will not be published. Required fields are marked *