November 25, 2023

Odia Express

News For Public

୧୭ ଜାନୁଆରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୮ ଟି ରାଶିଗୁଡିକ ଉପରେ ବରଷିବ ମା ଦୂର୍ଗାଙ୍କର କୃପା , ବଡ ଧନ ଲାଭ ହେବାର ହେଉଛି ଯୋଗ

1 min read

୧-ମେଷ ରାଶି : ସାମାଜିକ ଓ ଧାର୍ମିକ ସମାରୋହରେ ଭଲ ଦିନ ଅଛି । ଆଜି ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ହେବ  ଦୁଃଖର କଥା ଏହା କି କଡା ପରିଶ୍ରମ କରିବାପରେ ବି ଆପଣଙ୍କୁ ଏବେ ହାନିର ସାମ୍ନା କରିବାକୁ ପଡିପାରେ , ପ୍ରେମ ଓ ଜୁନୁନ୍ ମନରେ ରହିବ । ନୁଆ ଲୋକ ପରିଚିତ ହେବେ ।  ଆପଣଙ୍କ ପ୍ରିୟ ଆଜି ରୋମାଣ୍ଟିକ୍ ମୁଡ୍ ରେ ରହିବ  ବାହାର ଲୋକଙ୍କର ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ସୃଷ୍ଟି କରିପାରେ , ଅଫିସରେ ଭଲ ବାତାବରଣ ରହିବ ।

୨-ବୃଷ ରାଶି ; ଲମ୍ବା ସମୟରୁ ଚାଲିଆସୁଥିବା ଅସୁବିଧାରୁ ମୁକ୍ତି ମିଳିବ । ସଂନ୍ଧ୍ୟା ସମୟରେ ଟିକିଏ ଆରାମ କରନ୍ତୁ , ପୁରୁଣା ନିବେଶକୁ ନେଇ ଆୟରେ ବୃଦ୍ଧି ଘଟିବ  ନିଜ ନୁଆ ପରିଯୋଜନାପାଇଁ ନିଜ ବାପା ମାଙ୍କ ବିଶ୍ୱାସ ନେବାର ସଠିକ୍ ସମୟ ଅଟେ , ଆଜି ଆପଣଙ୍କ ପାରିବାରିକ ସଂମ୍ପର୍କରେ ସାମଞ୍ଜସ୍ୟ ରହିବ । ଆପଣଙ୍କ ସାଥୀ ସହଯୋଗୀ ଆଲୋଚନା ଆପଣଙ୍କ ପ୍ରତି ରହିବ , ସ୍ୱାସ୍ଥ୍ୟରେ ବୃଦ୍ଧି ପାଇଁ ଖେଳକୁଦ କିମ୍ବା ଶାରରୀକ ଗତିବିଧିଗୁଡିକରେ ଭାଗ ନେବେ ।

୩-ମିଥୁନ ରାଶି : ଆଜି ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ , କମାଇଥିବା ପଇସାରେ ନୁଆ ଅବସର ପ୍ରାପ୍ତି କରିବେ , ଯାହା ଦ୍ୱାରା ଆର୍ଥିକ ରୁପରେ ମଜବୁତ୍ ରହିବେ , ଯାହା ଦୁଃଖ ଅନୁଭବ କରୁଛନ୍ତି , ସେ ଅସ୍ଥାୟୀ ଅଟନ୍ତି , ଓ କଡା ପରିଶ୍ରମ ଓ ଉଦ୍ଧେଶ୍ୟରୁ ନିଜ ଭାବନାରୁ ବାହାରିପାରିବେ  ବ୍ୟୟ ବଢିବ , ଘର ପରିବାରରେ ଖୁସି ବନାଇବାପାଇଁ ମନରେ ଧୈର୍ଯ୍ୟ ବନାଇ ରଖିବାକୁ ହେବ , ଆପଣଙ୍କ ସକରାତ୍ମକ ଓ ସୁଖଦାୟକ ସଉଦା ଅନୁଭବ କରିବେ  ଓ ଆପଣଙ୍କ ବିତ୍ତିୟ ସ୍ଥିତିରେ ଆପଣଙ୍କୁ ପରିଚୟ ମିଳିବ ।

୪- କର୍କଟ ରାଶି : ଆଜି ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ , ପଇସା ଆୟରେ ନୁଆ ଅବସର ପ୍ରାପ୍ତିହେବ , ଯାହା ଦ୍ୱାରା ଆର୍ଥିକ ରୁପରେ ମଜବୁତ୍ ଅନୁଭବ କରିବେ । ଆପଣଙ୍କ ଜୀବନସାଥୀ ସହ କିଛି ମତଭେଦ ହୋଇପାରେ , କିନ୍ତୁ ଆପଣଙ୍କୁ ଧୈର୍ଯ୍ୟ ରଖିବାର୍ ଅଛି , ଆପଣଙ୍କୁ ସକରାତ୍ମକ ଓ ସୁଖଦାୟକ ରହିବାର ଅଛି ,, ପୁରା ରୋଗରୁ ବାହାରି ପାରିବେ ।

୫-ସିଂହ ରାଶି : ଆଜି ଆପଣଙ୍କ ବୁଦ୍ଧିମତା ଓ ଦୁରଦର୍ଶିତା କାରଣରୁ ବେପାରରେ ଲାଭ ହେବ , ଘର ପରିବାରରେ କିଛି ଉତ୍ସବ ହେବାର ସଂମ୍ଭାବନା ଅଛି , ଛୁଆଙ୍କ ଉନ୍ନତିରୁ ଆପଣଙ୍କୁ ଗର୍ବ ଓ ଖୁସି ଅନୁଭବ ହେବ , ବୁଝି ବିଚାରୀ କରାଯାଇଥିବା କାମରୁ ଲାଭ ମିଳିବ , ଶାନ୍ତି ସ୍ଥାପନ କରିବାପାଇଁ ନିଜ ପରିବାରକୁ ପ୍ରାଥମିକତା ଦିଅନ୍ତୁ , ସନ୍ତାନରୁ ଯୋଡି ହୋଇଥିବା ସମସ୍ୟା ଦୂର ହୋଇଯିବ , ଆପଣଙ୍କ କାମକୁ ଆପଣ ଆନ୍ତରିକତା ଶାନ୍ତି ପ୍ରଦାନ କରାଇବ ।

୬-କନ୍ୟା ରାଶି : ଆଜି ଆପଣଙ୍କୁ ଧନ ଲାଭ ହେବ , କିନ୍ତୁ ଖର୍ଚ୍ଚ କରିବେ , ନୁଆ କାରୋବାର ଆରମ୍ଭ କରିବାପାଇଁ ସମୟ ବହୁତ ଉତ୍ତମ ଅଛି , ଆପଣ ନିଜ ବିରୋଧୀଙ୍କ ଉପରେ ଭାରି ପଡିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହୋଇପାରେ , ବୁଝିବିଚାରିକରି କରିଥିବା କାମ ସଫଳତାପୁର୍ବକ ସମାପନ ହେବ , ଜମି ବାଡି ମାମଲାରେ ଧନ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ , କିଛି ବଡ କାର୍ଯ୍ୟ ପ୍ରତି ଧ୍ୟାନଦେବାକୁ ହେବ , ଆୟର ସ୍ତର ଆପଣଙ୍କୁ ଅଧିକା ବୃଦ୍ଧି କରାଇବ ।

୭-ତୁଳା ରାଶି : ଆଜି ଖେଳକୁଦରେ ରୁଚି ବଢିବ , ଅଚାନକ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ଯୋଗ ହେଉଛି , ଘର ପରିବାରରେ ଲୋକଙ୍କ ମଧ୍ୟରେ ପ୍ରେମ ବଢିବ , ଆପଣ ମାନସିକ ରୁପରେ ବହୁତ ଖୁସି ହେବେ , ଆପଣଙ୍କ ବିଚାର କେଉଁ ଲୋକଙ୍କୁ ବିଶେଷ ରୁପରେ ପ୍ରଭାବିତ କରିପାରେ , ଦାନ ଓ ଅନ୍ୟ ସାର୍ବଜନିକ କଲ୍ୟାଣକାରୀ ଗତିବିଧିରେ ଆପଣଙ୍କୁ ଆକର୍ଷିତ୍ କରିବେ , ଦମ୍ପତିଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ବଢିବ , ଆନନ୍ଦ ଯାତ୍ରା ଯିବାରେ ଅବସର ମିଳିବ , ସଟ୍ଟା ଗତିବିଧିରେ ଲାଭ ମିଳିବ ।

୮-ବିଛା ରାଶି : ଆଜି ଆପଣଙ୍କ ଆୟର ସ୍ରୋତ ବିକଶିତ ହେବ , କିଛି ପୁରୁଣା ମିତ୍ରଙ୍କର ସହ ସଂମ୍ପର୍କ ସ୍ଥାପନ କରିବେ , ପ୍ରେମୀ ସହ ସଂବନ୍ଧ ମଧୁର କରିବାପାଇଁ ଚେଷ୍ଟିତ ରହିବେ , ଆପଣଙ୍କ ସବୁ କାମ ପୁରା ହେବାକୁ ଅଛି , ଯାତ୍ରା ପାଇଁ ଆନନ୍ଦଦାୟକ ଓ ବହୁତ ଫାଇଦାଦାୟକ ରହିବ , ନିଜ ସତେଜତା ପ୍ରାଥମିକତା ଦିଅନ୍ତୁ , ସେହି ସମସ୍ୟାକୁ ଆଧ୍ୟାତ୍ମିକ ଉତ୍ତର ଉପରେ ବିଚାର କରନ୍ତୁ , ଯାହା ଚିନ୍ତିତ କରୁଛି , କାହା ସହ ବୁଝାମଣାରେ ସାମିଲ୍ ହେବା ପୁର୍ବରୁ ଆନ୍ତରିକ ଭାବନାକୁ ବାଛନ୍ତୁ ।

୯-ଧନୁ ରାଶି ; ଆଜି ଆପଣଙ୍କ ବ୍ୟବସାୟକୁ ନେଇକରି ଯାତ୍ରାରେ ଯାଇପାରିବେ , ଭାବନାତ୍ମକ ସନ୍ତୁଳନ ବନାଇବେ  ସଂମ୍ପର୍କ କ୍ଷେତ୍ରରେ ବୃଦ୍ଧି ହେବ , ବିବାହିତ ଲୋକଙ୍କୁ ଆଜି ନିଜ ସନ୍ତାନ ପ୍ରାପ୍ତି କରିବାର ଓ ଶିକ୍ଷା ଚାକିରି କ୍ଷେତ୍ରରୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ , ବୁଝାମଣାରେ ଲାଭ ହେବ , ଅଚାନକ କେଉଁ ଦାୟିତ୍ୱ ଆପଣଙ୍କୁ ମିଳିପାରେ , ଆପଣ ବୌଦ୍ଧିକ ଓ ଆଧ୍ୟାତ୍ମିକ ଲାଭ ପ୍ରାପ୍ତି କରିବେ ,  ଯାହାଦ୍ୱାରା ଆପଣଙ୍କ ଆତ୍ମା ତୃପ୍ତି କରିବେ ।

୧୦-ମକର ରାଶି : ଆଜି ସୁଖ ସାଧନରେ ବୃଦ୍ଧି ହେବ । ନୁଆ ସଂବନ୍ଧରେ ଆପଣଙ୍କ ଲାଇଫ୍ ରେ କିଛି ସତେଜତା ଅନୁଭବ କରିବେ , ଆପଣଙ୍କ ଆୟ ବଢିବାର ଯୋଗ ହେଉଛି । କେଉଁ ଅପ୍ରାୟଶିତ ସ୍ରୋତରୁ ଆମଦାନୀ ହେବାର କାରଣ ଆର୍ଥିକ ସ୍ଥିତି ଭଲ ରହିବାର ସମ୍ଭାବନା ଅଛି ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ବିନାଶକାରୀ ଶକ୍ତି ଶେଷ ହେବାରେ ସଫଳତା ହାସିଲ୍ କରିବେ , ମହଙ୍ଗା ବସ୍ତୁକୁ ସଂମ୍ଭାଳିବାରେ ସମୟର ସାବଧନତା ରଖନ୍ତୁ ।

୧୧-କୁମ୍ଭ ରାଶି : ସନ୍ତାନର ଦାୟିତ୍ୱ ପୂର୍ତ୍ତି ହେବ , ଆପଣଙ୍କ ଆସୁଥିବା ସମୟ ବହୁତ ଶୁଭ ହେବାର ଅଛି , ବେପାରୀଙ୍କୁ ବେପାରରେ ବଡ ଧନ ଲାଭ ହେବ , ଘରେ ସଦସ୍ୟଙ୍କ ସହ ଉଗ୍ର ଚର୍ଚ୍ଚା ବାଦବିବାଦ ହେବାରୁ ମନ ଦୁଃଖି ହୋଇପାରେ , ଗପସପ କିମ୍ବା ବିବାଦରେ ବଞ୍ଚିବାକୁ ପ୍ରୟାସ କରନ୍ତୁ , ନିର୍ମାଣ କିମ୍ବା ମରାମତି ସଂବନ୍ଧିତ ମାମଲାରେ ଆପଣଙ୍କ ଅଧିକାଂଶ ସମୟ ଉର୍ଜା ଶେଷ ହୋଇପାରେ , ବିପରିତ ଲୋକଙ୍କ ପ୍ରତି ସଚେତନ ରୁହନ୍ତୁ , କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ।

୧୨-ମୀନ ରାଶି : ଆଜିଆପଣଙ୍କୁ ଦୈନିକ ଜୀବନରେ ନୁଆ ପରିବର୍ତ୍ତନ ଦେଖିବାକୁ ମିଳିବ , ଉତ୍ସାହ ସ୍ତର ବହୁତ ବଢିବ , ଜୀବନରେ ଜରୁରୀ କିଛି ବଡ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିବ , ନିଜ ଆତ୍ମବିଶ୍ୱାସ ଓ ପରିଶ୍ରମ ବଳତେ ଆପଣଙ୍କ ଆର୍ଥିକ ଲାଭ କମାଇପାରିବେ , ବାପାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ । କାମରେ କର୍ମଚାରୀଙ୍କ ଦାୟିତ୍ୱ ବୋଧ ବଢିବ । ଯଦି ଆପଣ ବ୍ୟାକୁଳ କିମ୍ବା ଏକେଲା ଅନୁଭବ କରୁଛନ୍ତି ତେବେ ଅଲଗା ଲୋକଙ୍କୁ ସାହାଯ୍ୟ ନିଅନ୍ତୁ । କିମ୍ବା କଥାବାର୍ତ୍ତା କରନ୍ତୁ ସମସ୍ୟା ସମସ୍ୟା ସମାଧାନ କରିପାରିବେ ।

Leave a Reply

Your email address will not be published. Required fields are marked *