March 29, 2024

Odia Express

News For Public

ଫିଲ୍ମ “ଦୁଧ୍ କା କର୍ଜ” ରେ ଜ୍ୟାକି ଶର୍ଫଙ୍କ ମା ହୋଇଥିଲେ, ଆଜି ତାଙ୍କର ଲୁକ୍ ଦେଖିକରି କାହାକୁ ବି ଝଟକା ଲାଗିପାରେ…

ଫିଲ୍ମ ଜଗତରେ ବହୁତ ଅଭିନେତ୍ରୀମାନେ ଆସିଲେ ଓ ଚାଲିଗଲେ କିନ୍ତୁ କିଛି ଅଭିନେତ୍ରୀ ଥିଲେ ଯାହାଙ୍କ ଦମଦାର୍ ଅଭିନୟ ବଳରେ ଆଜି ବି ତାଙ୍କୁ ମନେ ପକାଯାଏ , ଆଜି ଆମେ ତାଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ , ଯିଏକି ମାଙ୍କ ରୁପରେ ନିଜର ପରିଚୟ ଆରମ୍ଭ କରିଥିଲେ , ଓ ସେ ନିଜର ଅଭିନୟ ଦ୍ୱାରା ଏତେ ଲୋକପ୍ରିୟ ହୋଇଗଲେ କି ସେ ଅଭିନେତ୍ରୀ ଏକ ମମତା ମା ରୁପରେ ମନେ ପଡନ୍ତି ।ଯଦି ଆପଣ ଫିଲ୍ମ ଦେଖିବାରେ ସଉକ ରଖନ୍ତି ତେବେ ବଲିଉଡ୍ ର ପୁରୁଣା ଜମାନାର ସୁପରହିଟ୍ ଫିଲ୍ମ ଦୁଧ୍ କା କର୍ଜ ମନେ ଥିବ , ହଁ ଆଜ୍ଞା ସେହି ଫିଲ୍ମରେ କଥା କହିଲେ ଯେଉଁଥିରେ ଜ୍ୟାକି ଶ୍ରଫ୍ ହିରୋ ରୁପରେ ନଜର ଆସିଥିଲେ , ଓ ସେହି ଫିଲ୍ମରେ ଅରୁଣା ଇରାନୀ ଜ୍ୟାକିଙ୍କ ମା ଭୁମିକାରେ ନଜର ଆସିଥିଲେ , ଓ ଏହି ଫିଲ୍ମ ଲୋକପ୍ରିୟତା ପାଇଥିଲା ।

ଆପଣଙ୍କୁ ଜଣେଇଦେବୁ କି ଫିଲ୍ମ ସନ୍ ୧୯୯୦ ର ସମୟରେ ରିଲିଜ୍ ହୋଇଥିଲା , ଏହି ଫିଲ୍ମରେ ଡାଇରେକ୍ଟର ଅଶୋକ ଗାୟକୱାଡ୍ ଓ ନିର୍ମାତା ସଲିମ୍ ଅଖତର୍ ଥିଲେ , ଯଦି ଏହି ଫିଲ୍ମରେ ଲିଡ୍ ରୋଲ୍ କଥା କହିଲେ ଅଭିନେତା ଜ୍ୟାକି ଶ୍ରଫ୍ ଥିଲେ,  ଅଭିନେତ୍ରୀ ନିଲମ୍ କଠୋରୀ ଥିଲେ , ସୁଚନା ପାଇଁ ଜଣେଇଦେବୁ କି ଅମରେଶ ପୁରୀ ନିଲମ କଠୋରୀଙ୍କ ବାପା ରୋଲ୍ ନିଭାଇଥିଲେ,  ମହମ୍ମଦ ଅଜିଜ୍ ଅନୁରାଧା ପଡୁୱାଲ୍ , ଶବିର କୁମାର ପରି ମହାନ୍ ଗାୟକ ମାନେ ଏହି ଫିଲ୍ମରେ କଣ୍ଠ ଦେଇଥିଲେ , କିନ୍ତୁ ଆପଣଙ୍କୁ କହିଦେବୁ କି ୯୦ ଦଶକରେ ମା ରୋଲ୍ ନିଭାଇଥିବା ଅଭିନେତ୍ରୀ ଆଜି ଏତେ ବଦଳି ସାରିଛନ୍ତି କି ବୋଧେ ଆପଣ ତାଙ୍କୁ ଚିହ୍ନି ବି ପାରିବେନି , ସେ ନିଜ କ୍ୟାରିୟରରେ ୩୦୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ଓ ସବୁଠାରୁ ଅଧିକା ଧ୍ୟାନ ଦେବା ବାଲା କଥା ଏହା କି ସେ ବଲିଉଡ୍ ରେ ୪୫ ବର୍ଷ ହେଲା ଥିଲେ,  ଯାହାକି ଏକ ସୁବର୍ଣ୍ଣ ସମୟ ବୋଲି କହିପାରିବା ।

ସେମିତି ସେ ବଲିଊଡ୍ ରେ ବହୁତ ନାଁ କମାଇଥିଲେ,  ଓ ଏବେ ଛୋଟ ପର୍ଦାରେ ନଜର ଆସୁଛନ୍ତି , ସେ ୨୦୦୧ ରୁ ନେଇକରି ୨୦୦୫ ପର୍ଯ୍ୟନ୍ତ ସିରିଆଲ୍ ରେ କାମ କରିଥିଲେ , ସେ ଦେଶ୍ ମେଁ ନିକଲା ହୋଗା ଚାନ୍ଦ୍ ରେ ନଜର ଆସିଥିଲେ,  ଓ ଏତିକି ନୁହେଁ ଟିଭି ଜଗତରେ ସେ ୨୦ ରୁ ଅଧିକା ଟିଭି ସିରିଆଲ୍ ରେ ନିଜର ଶାନଦାର୍ ଅଭିନୟ କରିଛନ୍ତି ,

ଏବେ ତାଙ୍କର ସୌଭାଗ୍ୟ ଲକ୍ଷ୍ମୀ ଧାରାବାହିକ ନଜର ଆସୁଛି   ଅରୁଣା ମହମୁଦ୍ ଙ୍କୁ ୧୯୭୨ ରେ ବମ୍ବେ ଟୁ ଗୋଆ ରେ ଜଣେ ନାୟିକା ରୋଲ୍ ନିଭାଇଥିଲେ, ଯେଉଁଥିରେ ନାୟକ ଅମିତାଭ ବଚ୍ଚନ ବି ଥିଲେ , ବମ୍ବେ ଟୁ ଗୋଆ ହିଟ୍ ଥିଲା,  କମେଡି କିଙ୍ଗ୍ ମହମୁଦ୍ ଙ୍କ ସହ ଯୋଡି ଓଲାଦ୍ , ହମଜୋଲି, ନୟା ଜମାନା ପରି ଫିଲ୍ମରେ ବହୁତ ଲୋକପ୍ରିୟତା ପାଇଥିଲା,  ଅରୁନା ଇରାନୀ ମହମୁଦ୍ ଙ୍କ ସହ ଭଲ ସଂବନ୍ଧ ଥିଲା , କିନ୍ତୁ ପ୍ରେମଠାରୁ ଅଲଗା ଥିଲା ।

Leave a Reply

Your email address will not be published. Required fields are marked *