December 10, 2023

Odia Express

News For Public

୨୦ ଜାନୁଆରୀ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୬ ଟି ରାଶିଙ୍କର ଉପରେ ରହିବ ଭଗବାନ ଶିବଙ୍କର ହାତ , ଆର୍ଥିକ ହିସାବରେ ରହିବେ ମଜବୁତ୍

1 min read

୧-ମେଷ ରାଶି : ଆଜି ଆର୍ଥିକ ସ୍ଥିତି ହିସାବରେ ମଜବୁତ୍ ରହିବେ । କାମର ହିସାବରେ ଆପଣଙ୍କୁ ଭଲ ଫଳାଫଳ ମିଳିପାରିବ , ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ , ଓ ଆର୍ଥିକ ପ୍ରୟାସରୁ ଭଲ ସଫଳତା ମିଳିବ , କାର୍ଯ୍ୟକ୍ଷେତ୍ରରେ ଭଲ ଫଳ ମିଳିବ । ବେପାର କରୁଥିବା ଲୋକଙ୍କୁ ଭଲ ସଫଳତା ମିଳିବ । ବେପାର କରୁଥିବା ଲୋକଙ୍କୁ କଠିନ ଅଛି , ବ୍ୟବହାରିକ ବୁଝାମଣା କରିବାପାଇଁ ଦକ୍ଷତା ଦେଖାଇବାକୁ ହେବ,  ନିବେଶରେ ଫାଇଦା ରହିବ । ଖର୍ଚ୍ଚରୁ ମୁକ୍ତି ମିଳିବ ।

୨-ବୃଷ ରାଶି : ଆଜି ଆଇନଗତ ମାମଲାରୁ ଦୁରେଇ ରହିଲେ ଲାଭର ସ୍ଥିତି ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ , ବରିଷ୍ଠ ଲୋକଙ୍କ ସହ କିମ୍ବା ବଡ ବୟସ୍କ ଲୋକଙ୍କୁ କେଉଁ ପ୍ରକାରର କଥାରେ ଦୁଃଖିତ କରନ୍ତୁ ନାହିଁ , ହୋଇପାରେ ଆପଣଙ୍କ ପାଇଁ ତାଙ୍କ ମନରେ କିଛି ଭଲ ଭାବନା ଆପଣଙ୍କ ପାଇଁ ଥିବ , ଆୟର ସାଧନ ମିଳିବ  ବିଶେଷ ଯୋଜନାରୁ କ୍ରିୟାବିତ କରିପାରିବେ । ଗମ୍ଭୀରତା ସହ କରାଯାଇଥିବା କାର୍ଯ୍ୟରେ ଭଲ ଲାଭ ହେବ ।

୩-ମିଥୁନ ରାଶି : ଆଜି ପଇସା କମାଇବାପାଇଁ କିଛି ଭଲ ମଉକା ମିଳିବ , କିନ୍ତୁ ଆଶାର ହିସାବରେ ସେତିକି ଫାଇଦା ମିଳିବ ନାହିଁ  ସେହି ଖାଦ୍ୟ ପଦାର୍ଥରୁ ବଞ୍ଚନ୍ତୁ , ଯାହାର ଭିତରେ ଅଧିକା କୋଲେଷ୍ଟ୍ରୋଲ୍ ଥିବ , କାହାକୁ ପ୍ରପୋଜ କରିବାପାଇଁ ସମୟ ଭଲ ଅଛି , ପ୍ରେମୀଜନଙ୍କ ପାଇଁ ସମୟ ଅନୁକୁଳ ଅଛି , ଆପଣଙ୍କ ପଇସା ବହୁତ ଜିନିଷରେ ଖର୍ଚ୍ଚ ହେବ । ପଇସାର ମହତ୍ତ୍ୱକୁ ଆପଣ ଭଲ ଭାବେ ଜାଣିଛନ୍ତି , ଏହାଦ୍ୱାରା ସଞ୍ଚିତ ଧନ ବହୁତ କାମ ଆସିବ ।

୪-କର୍କଟ ରାଶି : ଆଜି ପ୍ରବଳ ଧନ ଲାଭ କରିବାର ଯୋଗ ଅଛି , ପାରିବାରିକ କଳହ ଆପଣଙ୍କ ପାଇଁ ବଡ ଚିନ୍ତାର କାରଣ ହୋଇପାରେ , ନିଜ ମନରୁ ଭୟ ହଟାଇଦିଅନ୍ତୁ , ଯେତେ ସମ୍ଭବ ହୋଇପାରିବ ନିଜ ପ୍ରାଥମିକତା କାମ କରିବାକୁ ଚେଷ୍ଟା କରନ୍ତୁ , ନିଜ ବେପାରରେ ବୃଦ୍ଧି ହେବ , ଯଦି ଆପଣ ଏକ ନୁଆ ଘର୍ କିଣିବାକୁ ଚାହୁଁଛନ୍ତି , ତେବେ ବନ୍ଦ କରିଦିଅନ୍ତୁ , ଆପଣଙ୍କ ମନର ସ୍ଥିତି ଏମିତି ରଇବ , ଯାହା ଜୀବନସାଥୀ ଯେବେ ସବୁ ମନମୁତାବ ଭୁଲାଇକରି ଆପଣଙ୍କ ପାଖରେ ଆଉଥରେ ଆସିବ ।

୫-ସିଂହ ରାଶି : ଆଜି କ୍ରୋଧ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଅଛି , କ୍ରୋଧରେ ଆସିକରି କେଉଁ ପ୍ରକାରର ଭୁଲ୍ ଫଇସଲା ନିଅନ୍ତୁ ନାହିଁ , ଭାଗ୍ୟର ଉପରେ  ନିର୍ଭର ରୁହନ୍ତୁ ନାହିଁ । ଏଥିପାଇଁ ନିଜ ସୁରକ୍ଷା ବିଷୟରେ ଅଧିକା ଗୁରୁତ୍ୱ ଦିଅନ୍ତୁ , ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ , ଯେଉଁ ଲୋକ କାର୍ଯ୍ୟସ୍ଥଳରେ ସଫଳତାର ରାସ୍ତାର ବାଧା ଉପଜାଉଛନ୍ତି । ତାଙ୍କୁ ଏକ ଗମ୍ଭୀର ଝଟକା ଲାଗିପାରେ । କିଛି ସମ୍ବେଦନଶୀଳ ସୁଚନା ମିଲିପାରିବ , କେଉଁ ଦାମିକା ବସ୍ତୁ କିଣିପାରିବେ ।

୬-କନ୍ୟା ରାଶି : ଆଜି ଆପଣଙ୍କ ଜୀବନ ଆନନ୍ଦିତ ରହିବ , ଆଜିଠୁ ଆପଣଙ୍କ କାର୍ଯ୍ୟଶୈଳୀ ବହୁତ ଭଲ ଚାଲିବ , ପଇସା ସହ ଯୋଡି ହୋଇଥିବା କିଛି ଏପରି ଫଇସଲା ନିଅନ୍ତୁ ନାହିଁ , ଯାହା ଦ୍ୱାରା ପଇସା କେଉଁଆଡେ ଚାଲିଯିବ , ଆରମ୍ଭରୁ ଆପଣଙ୍କୁ ଆର୍ଥିକ ହାନି ହୋଇପାରେ,  ଯାହା ପାଇଁ ଦିନ ସାରା ଖରାପ ହେବ , କାର୍ଯ୍ୟର ସଂବନ୍ଧିତ କିଛି ନୁଆ ବିଚାର ଆପଣଙ୍କ ଦିମାଗରେ ଆସିବ ।

୭-ତୁଳା ରାଶି : ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଭଲ ସହଯୋଗ ପ୍ରାପ୍ତି ହେବ , କେଉଁ ସଂମ୍ପର୍କୀୟ ଦରକାର ଦେଖିକରି ଆପଣଙ୍କୁ ଅଧିକ ଭାବନାତ୍ମକ ହେବାର ଦରକାର ଅଛି । ଆପଣ୍ ଲୋକଙ୍କର ସହଯୋଗ ନେଇ ଉପଲ୍ଲବ୍ଧିରେ ଲାଭ ମିଳିବ , ଏହି ଭଲକୁ ବୁଝି ନିଜ ପାଦ ଆଗକୁ ବଢିବେ , ଆପଣ ସାମାଜିକ ସମାରୋହରେ ପୁରୁଣା ବନ୍ଧୁ ଓ ସଂମ୍ପର୍କୀୟ ଙ୍କ ସହ ସାକ୍ଷାତ ହୋଇପାରେ ।

୮-ବିଛା ରାଶି : ଆଜି ବ୍ୟବସାୟିକ ଲାଭରେ ବୃଦ୍ଧି ହେବ , ଆଜି ଅଫିସରେ କିଛି ଅଧୁରା ପଡିଥିବା ପ୍ରୋଜେକ୍ଟ ପୁରା ହୋଇପାରେ , ନିଜ ଚେଷ୍ଟାକୁ ଭଲ କରାଯାଇପାରିବ , ପାରିବାରିକ ସମସ୍ୟା ଦୂର ହେବ , ନିଜ କାର୍ଯ୍ୟପ୍ରଣାଳୀ ରେ ପୂର୍ବରୁ ଅଧିକା ଲାଭ ହେବ , ଆପଣ ଚିନ୍ତିତ ହୋଇପାରନ୍ତି । ଘର ଉପରେ ଆପଣଙ୍କ ନିୟନ୍ତ୍ରଣ ହରାଇପାରନ୍ତି , ଯାହାଦ୍ୱାରା ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ ।

୯-ଧନୁ ରାଶି : ଆଜି କରାଯାଉଥିବା ଚେଷ୍ଟା ଆପଣଙ୍କ ପକ୍ଷରେ ରହିବ , ନିଜ ଜିବନରେ ଖୁସି ରଖିବାପାଇଁ ଏବେ ଲଢିବାକୁ ପଡିବ , ବାହାନ ସାବଧନତା ରଖିବାକୁ ପଡିବ , ପରିବାର ବିବାଦ ଓ ଲଢେଇ ଝଗଡାରୁ ଦୁରେଇ ରୁହନ୍ତୁ , ଆପଣଙ୍କ ସବୁ ମନୋକାମନା ପୁରା ହେବ , ଯେଉଁଥିରେ ଆପଣଙ୍କୁ ବଞ୍ଚିବାକୁ ହେବ , ନିଜ ଜମି ବାଡିରେ ଲାଭ କମାଇପାରିବେ , ଆଧ୍ୟାତ୍ମିକ ଓ ଇଶ୍ୱରଙ୍କ ଭକ୍ତି ମନ ଶାନ୍ତି ପ୍ରାପ୍ତି ହେବ ।

୧୦- ଅନ୍ୟ ମାନଙ୍କ ସହାୟତାରେ ମାନସିକ ସୁଖ ମିଳିବ , କେଉଁ ଝଗଡା ବି ଏହି କାରଣରୁ ହୋଇପାରେ,  ଯେଉଁଥିରେ ପଇସା ଲେଣଦେଣ ସହ ଜୋଡି ହୋଇଥିବା ସାମିଲ୍ ହୋଇପାରେ,  କୃଷି କ୍ଷେତ୍ରରେ ଯୋଡି ହୋଇଥିବା କିଛି ଅପ୍ରୟାଶିତ ଲାଭ ମିଳିବ , କ୍ରୋଧିତ ଅବସ୍ଥାରେ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ , କାର୍ଯ୍ୟରେ ଅଧିକତା ବି ହୋଇପାରନ୍ତି । ନୁଆ ବସ୍ତ୍ର ଓ ଆଭୁଷଣ କିଣିବାରେ ଖର୍ଚ୍ଚ ଅଧିକା ହୋଇପାରେ ,

୧୧-ସମୟର ସହ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ , କାମକାର୍ଯ୍ୟକ୍ଷେତ୍ରରେ କେଉଁ ଲୋକ ସହ ମତଭେଦକୁ ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ , ଯେଉଁଥିରେ ଲୋକଙ୍କ ଆପଣଙ୍କ ବିପକ୍ଷରେ ବାହାରିବେ , ଏଥିପାଇଁ କାହାକୁ ନାରାଜ୍ କରାନ୍ତୁ ନାହିଁ , କ୍ରୋଧ ତ୍ୟାଗ କରିଦିଅନ୍ତୁ , ଶାନ୍ତିର ମାର୍ଗରେ ଧାରଣ କରିବାର ଆବଶ୍ୟକତା ଅଛି , ଆପଣଙ୍କ ଜୀବନରେ ଆସୁଥିବା ସବୁ ବିନାଶକାରୀ ଶକ୍ତିର ଅନ୍ତ ଘଟିବ । ଆପଣଙ୍କ ଦ୍ୱାରା ପ୍ରୟାସରେ ଆପଣଙ୍କୁ ସମ୍ମାନିତ କରାଯିବ ।

୧୨) ମୀନ ରାଶି : ଆପଣ ଅନ୍ୟ ମାନଙ୍କୁ ରାଜି କରାଇବା କ୍ଷମତା ଅସୁବିଧାର ମୁକ୍ତି ସାଧନ ହେବ , ପଇସା ସହ ଯୋଡି ହୋଇଥିବା କେଉଁ ପ୍ରକାରର ଅସନ୍ତୋଷ ବିଲକୁଲ୍ କରନ୍ତୁ ନାହିଁ । ବିରୋଧୀ ପରାସ୍ତ ହେବେ , କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକତା ଅଛି , ରଚନାତ୍ମକ କାର୍ଯ୍ୟରେ ସଫଳତା ପାପ୍ତି ହେବ , କେଉଂ କାମକୁ ପୁରା କରିବାକୁ ଯାଈ କିଛି ନୁଆ ଯୋଜନା ବନାଈବେ , ନିଜ କାମର ମଝିରେ ସାମଞ୍ଜସ୍ୟ ରଖନ୍ତୁ , ଆପଣଙ୍କ ଜ୍ଞାନର ସ୍ତର ଉଚ୍ଚା ରହିବ ।

Leave a Reply

Your email address will not be published. Required fields are marked *