June 20, 2024

Odia Express

Here, There and Everywhere

୨୧ ଜାନୁଆରୀ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ବଜରଙ୍ଗବାଲିଙ୍କ ଆଶିର୍ବାଦରୁ ଏହି ୩ ଟି ରାଶିର ଚମକିଉଠିବ ଭାଗ୍ୟ , ଆପଣଙ୍କ ପ୍ରୟାସ ହେବ ସଫଳ ଜୀବନରେ ଆସିବ ଅପାର ସୁଖର ସଂମ୍ଭାର

୧)ମେଷ ରାଶି : ଦିନ ସାରା ବ୍ୟସ୍ତତା ଲାଗି ରହିବ , ବେପାରରେ ଉନ୍ନତି ହେବ , ଓ କଳା ପ୍ରତି ଆପଣଙ୍କ ରୁଜ୍ଞାନ ବଢିବ , ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ,ଛୋଟ ମୋଟ ରୋଗ ସହ ଆପଣଙ୍କୁ ସାମ୍ନା କରିବାକୁ ପଡିପାରେ,  ପାରିବାରିକ ଜୀବନ ସୁଖମୟ ହେବ , ବିବାହ ଯୋଗ୍ୟ ଜାତକରେ ଆଜି ବିବାହ କଥା ଆଲୋଚନା ହୋଇପାରେ , ବୁଦ୍ଧି ବିବେକ ପ୍ରୟୋଗରେ ଧନ ପ୍ରାପ୍ତିର ସମ୍ଭବ ଅଛି , ଲେଖା ପଢା ମାମଲାରେ ଲାଭ ହେବ । ସାମାଜିକ ଦାୟିତ୍ୱ ପୁର୍ତ୍ତି ହେବ ।

୨) ବୃଷ ରାଶି : ଆଜି ଆପଣ ଯେତେ ବି ପରିଶ୍ରମ କରିବେ ଆପଣଙ୍କୁ ସେତିକି ଅଧିକା ସଫଳତା ମିଳିବ , କିଛି ଶତ୍ରୁ ଆଜି ଆପଣଙ୍କ ଉପରେ କିଛି କୁଟନୀତି ପ୍ରୟୋଗ୍ କରିପାରନ୍ତି , ଏହା ଯୋଗୁଁ ଆପଣ ଚିନ୍ତିତ ବି ହୋଇପାରନ୍ତି ,ଆପଣଙ୍କୁ ସଚେତନ ହେବାକୁ ପଡିବ , ଓ ନିଜକୁ ଶାନ୍ତ ରଖିବା ବି ଜରୁରି , ମନୋରଞ୍ଜନରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ , ଆଜି ଲାଭ ପାଇଁ କଡା ପରିଶ୍ରମ କରିବାକୁ ପଡିପାରେ,  ଭାଗ୍ୟ ସାଥ୍ ଦେବ , ଆଜି ଗଭୀର ବିଚାରରୁ କେଉଁ ସମସ୍ୟାର ସମାଧାନ ହେବ , ଅତ୍ୟାଧିକ ବ୍ୟସ୍ତତା କାରଣରୁ ମାନସିକ ଥକାପଣ ଅନୁଭବ କରିପାରନ୍ତି ।

୩) ମିଥୁନ ରାଶି : ଆଜି ଆପଣଙ୍କ ନବିନ ବିଚାର ପ୍ରୟୋଗକୁ ମହତ୍ତ୍ୱ ଦେବେ , ନୁଆ ଅବସର ମିଳିବା ଦ୍ୱାରା ଜୀବନରେ ନାନାଦି ପରିବର୍ତ୍ତନ ଦେଖାଯାଉଛି , ପରିବାର ସହ ମିତ୍ରଜନ ସହଯୋଗ ମିଳିବ , ଯାହା ଦ୍ୱାରା ଆତ୍ମବିଶ୍ୱାସ ର ବୃଦ୍ଧି ହେବ , ଆଜି କରଜ ଫେରାଇବାକୁ ପଡିପାରେ । ବ୍ୟବହାରରେ ନକରାତ୍ମକ ଭାବନା ଆଣିବାକୁ ଦିଅନ୍ତୁ ନାହିଁ । ଖୁସି ରହିବାକୁ ଚେଷ୍ଟା କରନ୍ତୁ , ଆରାମ ଓ ଆନନ୍ଦ ଉଲ୍ଲାସ ଅନୁଭବ କରିବେ , ଆଜି ଧନ ପାଇଁ କେଉଁ ଆଡେ ଯାଇପାରନ୍ତି । ପ୍ରାପ୍ତ କରଜ ସୁଝିବାପାଇଁ କିମ୍ବା ରୋଗରେ ପଇସା ଅଧିକା ଖର୍ଚ୍ଚ ହୋଇପାରେ ।

୪) କର୍କଟ ରାଶି : ପରିବାର ମାମଲାରେ ସୁଖ ପ୍ରାପ୍ତି ହେବ , ପଇସାକୁ ନେଇକରି କିଛି ସମସ୍ୟା ଦୂର ହୋଇପାରେ , ଆପଣଙ୍କ ଶତ୍ରୁ ଆପଣଙ୍କୁ ବ୍ୟବସାୟିକ କ୍ଷେତ୍ରରେ ହଇରାଣ କରିପାରନ୍ତି , ଆପଣଙ୍କୁ ନିଜ ବ୍ୟବସାୟ କାର୍ଯ୍ୟରେ ଦୁର ସ୍ଥାନ ଯିବାକୁ ପଡିପାରେ , ଆପଣଙ୍କ ଆୟ ବଢିପାରେ , ଦୁର୍ଘଟଣାରୁ ସାବଧାନରେ ରୁହନ୍ତୁ , କିଛି ଅଟକିଥିବା କାମ ଆଜି ପୁରା ହେବ , ପ୍ରେମ ଓ ବୈବାହିକ ଜୀବନରେ ପ୍ରସନ୍ନତା ଦେଖାଦେଇପାରେ , ଅଫିସ୍ କାମରେ ସାବଧନତା ରଖିବା ଆବଶ୍ୟକତା ଅଛି , ବ୍ୟବସାୟରେ ଆଜିର ଦିନ ଶୁଭ ଅଛି ।

୫) ସିଂହ ରାଶି : ବେରୋଜଗାର ଯୁବା ଚାକିରି ମିଳିବାର ସୁଯୋଗ ଆଜି ହିଁ ହେବ , ପାରିବାରିକ ଜୀବନରେ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ , ଭାଇ ଭଉଣୀଙ୍କ ସହ ତର୍କ ଆପଣଙ୍କୁ ଉଦାସ କରିପାରେ , ଆପଣ ନିଜକୁ ଅସହାୟ ଅନୁଭବ କରିପାରନ୍ତି , ବ୍ୟବହାରରେ କୁଶଳ ଓ ଶାନ୍ତ ରହି କାର୍ଯ୍ୟ କଲେ ଲାଭର ଫାଈଦା ଉଠାଇପାରିବେ , ଆପଣଙ୍କୁ ଆଜି ସଂନ୍ଧ୍ୟାରେ କେଉଁ ଆଡେ ଅକସ୍ମାତ ଯିବାକୁ ପଡିପାରେ ।

୬) କନ୍ୟା ରାଶି : ଧାର୍ମିକ କାର୍ଯ୍ୟରେ ପ୍ରବାସ ହୋଇପାରେ,  ପ୍ରେମୀଙ୍କ ମଧ୍ୟରେ କିଛି ମନ ମତାନ୍ତର ହୋଇପାରେ , ଆପଣଙ୍କ ମଧ୍ୟରେ କିଛି ଲୋକ ଭୌତିକ ସୁଖ ପ୍ରାପ୍ତିରେ ପଇସା ଖର୍ଚ୍ଚ କରିବେ , ଆପଣଙ୍କ କିଛି ମହଙ୍ଗା ଅଧିଗ୍ରହଣ କରିପାରିବେ , ଯାହା ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବ , ଅତିତରେ ଯେଉଁ ଲୋକଙ୍କ ସହ ଆପଣ କାମ କରିଛନ୍ତି , ଆଜି ଆଉଥରେ କାମ କରିବାର ମଉକା ମିଳିପାରେ , ଜବରେ ଆସୁଥିବା ସବୁ ବାଧା ଦୁର ହୋଇଯିବ । କାରୋବାରରେ ଧୋକା ମିଳିବାର ସଂଯୋଗ୍ ରହୁଛି ।

୭) ତୁଳା ରାଶି : ଆଜି ବନ୍ଧୁମାନଙ୍କ ସହ ଅଧିକା ସମୟ ଅତିବାହିତ କରିବେ , ସାହିତ୍ୟ , ସଂଙ୍ଗୀତ , ଟିଭି ସିନେମା ଆଦି ଯୋଡି ହୋଇଥିବା ଜାତକ ନିଜ ପ୍ରତିଭାଦେଖାଇବାକୁ ଅବସର ପାଇପାରିବେ , ବେପାରୀଙ୍କୁ କିଛି ପ୍ରତିଷ୍ଠିତ ସଉଦା କରିପାରନ୍ତି , ଯେଉଁ ଲୋକ ବେରୋଜଗାର ଅଛନ୍ତି ଆଜି ତାଙ୍କୁ ରୋଜଗାର ପ୍ରାପ୍ତି ହେବ , ଧୈର୍ଯ୍ୟର ସହ କାମ କରନ୍ତୁ , ଓ ଆସୁଥିବା କଠିନତା ସହ ସାମ୍ନା କରନ୍ତୁ , ନିଜ ସାହାସକୁ ସବୁବେଳେ ବଜାୟ ରଖନ୍ତୁ , କେଉଁ ବିବାଦରୁ ଦୁର ରହିବାକୁ ହେବ , ଲଭ୍ ଲାଇଫ୍ ରେ ବଢିବା ଦେଖିବାକୁ ମିଳୁଛି ।

୮) ବିଛା ରାଶି : ଆଜି ଆପଣଙ୍କ ପାଖରେ ନିଜ ସ୍ୱାସ୍ଥ୍ୟକୁ ସୁଧାରିବାପାଇଁ ଭରପୁର ସମୟ ଅଛି , ବିର୍ତ୍ତିୟ ନିର୍ଣ୍ଣୟରେ ନିବେଶରୁ ବାଞ୍ଚିତ ପରିଣାଂମ ପ୍ରଦାନ କରିବେ , ଓ ସଂଞ୍ଚୟ ବି ହେବ , ପାରିବାରିକ ଜୀବନରେ ଜଶ ଓ ତସ ଉଭୟ ରହିବ , ଆପଣଙ୍କ ବିତ୍ତିୟ କଠିନତା ସମାଧାନ ହୋଇଯିବ , ଆଜି ଆପଣ ପ୍ରସନ୍ନତା ଅନୁଭବ କରିବେ , ବସଙ୍କ ସହ ଭଲ ସଂମ୍ପର୍କ ରହିବ , ପ୍ରେମ ସଂବନ୍ଧରେ ମଧୁରତା ଆସିବ , କେଉଁ ରୋମାଣ୍ଟିକ୍ ସ୍ଥାନକୁ ଯାତ୍ରା କରିପାରନ୍ତି ।

୯) ଧନୁ ରାଶି : ଆଜି ବାହାନ ସାବଧନତା ସହ ଚଲାନ୍ତୁ । ଆପଣଙ୍କ ନିଜ କ୍ଷମତା ଶୀର୍ଷରେ ପହଞ୍ଚିବା ଜରୁରୀ ପଦକ୍ଷେପ ନେଇପାରନ୍ତି , ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଚିନ୍ତା କମ୍ ରହିବ , ଓ ଆପଣ ସାମାଜିକ ଓ ପାରିବାରିକ ଜୀବନରେ ପୁରା ଆନନ୍ଦ ଉଠାଇବେ , ବିବାହିତ ଲୋକଙ୍କ ଜୀବନରେ ସୁଖମୟ ସମୟ ଆସୁଛି , ସାଧୁ ସନ୍ଥଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ , ଏଥିରେ ମନରେ ନୁତନ ଉର୍ଜାର ସଂଞ୍ଚାର ହେଅ , ପୁରୁଣା ସଂମ୍ପର୍କରେ କିଛି ଖଟାସ ଆସିପାରେ , ଜୀବନସାଥୀ ସହ ବୁଲିବାର ଆଜି ମଉକା ହେଉଛି  ।

୧୦) ମକର ରାଶି : ପରିବାରର ସଦସ୍ୟଙ୍କ ନଜରିଆକୁ ସମର୍ଥନ କରିବାର ନଜର ଆସିବେ , ଚାକିରି ଖୋଜୁଥିବା ଲୋକଙ୍କୁ ଆଜି ଭଲ ପରିଣାମ ମିଳିବ , ପରିବାରର ଖୁସି ଓ ସୌଭାଗ୍ୟପ୍ରାପ୍ତି ହେବାର ଅବସର ଅଛି , ପ୍ରେମ ସଂବନ୍ଧରେ ମର୍ଯ୍ୟାଦିତ ରହିବେ , ଧ୍ୟାନ ମାଙ୍ଗଳିକ କାର୍ଯ୍ୟରେ ଲାଗିବ , ସଂଙ୍ଗିତରେ ରୁଚି ବଢିବ , ମାଙ୍କ ସହ କିଛି ପାଟିତୁଣ୍ତ ହୋଇପାରେ,  ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିଛିଟା ଖରାପ ରହିପାରେ,  କେଉଁ ଅପ୍ରିୟ ଘଟଣା ଘଟିତ ହେବାର ଯୋଗ ରହୁଛି , ଏଥିପାଇଁ ବୁଝିବିଚାରି ଯାତ୍ରା ଏବଂ କାର୍ଯ୍ୟକୁ ବ୍ୟବହାର କରନ୍ତୁ ।

୧୧) କୁମ୍ଭ ରାଶି : ଆଜି ଜମିବାଡି ,କିମ୍ବା କେଉଁ ଘର କିଣିବାର ଶୁଭ ସମୟ ଅଛ୍ହି , ଆୟରେ ସ୍ଥିରତା ଆସିବ , ଓ ଭୌତିକ ସୁଖ ପ୍ରାପ୍ତିରେ ପଇସା ଖର୍ଚ୍ଚ କରିବେ , ଆପଣଙ୍କ ନିଜ ଲୋକ ଆପଣଙ୍କୁ ପର ଲୋକଙ୍କ ଭଳି ବ୍ୟବହାର କରିପାରନିତ୍ , ଆପଣଙ୍କୁ ଏହି ସମୟ ସାବଧାନ ରହିବାର ଦରକାର ଅଛି , ଶାରରୀକ ଅବ୍ୟବସ୍ଥା ସମ୍ଭବ ଅଛି , ଆପଣଙ୍କୁ କିଛି ପ୍ରଭାବଶାଳୀ ଲୋକଙ୍କ ସହଯୋଗ ପ୍ରାପ୍ତି ହେବ , ଭଲରେ ପ୍ରଗତି ଆଡକୁ ଅଗ୍ରସର ହେବେ । ସ୍ୱଭାବରେ ଚିଡଚିଡାପଣ ଦେଖିବାକୁ ମିଳିପାରେ ।

୧୨) ମୀନ ରାଶି : ଆଜି ଆପଣଙ୍କ ଜୀବନ ଖୁସିମୟ ରହିବାର ଅଛି , ଆପଣ ନିଜ ଭାଇ ,ଭଉଣୀ ଓ ବନ୍ଧୁଙ୍କ ସମର୍ଥନରେ ପ୍ରଗତି ଆଡକୁ ଅଗ୍ରସର ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ , ଆପଣଙ୍କ ସାମାଜିକ ଛବି ବଢିବ , କେଉଁ ବଡ କାର୍ଯ୍ୟକୁ କରିବାରେ ଯୋଜନା କରୁଥିଲେ ଆଜି ତାହା ନକରି ବନ୍ଧୁମାନଙ୍କ ସହ ସମୟ ବ୍ୟତିତ କରିପାରନ୍ତି , ଅଚାନକ ଲାଭରେ ମନ ପ୍ରଫୁଲ୍ଲିତ ରହିବ , ଆପଣଙ୍କ ଦ୍ୱାରା କରାଯାଈଥିବା ଅଳ୍ପ ପ୍ରୟାସରୁ ୟଶ ପ୍ରାପ୍ତି ହେବ , କେଉଁ ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ ।

Leave a Reply

Your email address will not be published. Required fields are marked *