June 21, 2024

Odia Express

Here, There and Everywhere

ଯଦି ଆପଣଙ୍କ ନାଁ A ଓ S ରୁ ଆରମ୍ଭ ହେଉଥାଏ ତେବେ ନିଶ୍ଚିତ ପଢନ୍ତୁ ଏହି ଖବର…

1 min read

ଛୁଆଙ୍କ ଜନ୍ମ ନେବାପରେ ବାପା ମା ବହୁତ ବୁଝିବିଚାରି ଛୁଆଙ୍କ ନାଁ ରଖନ୍ତି । ଏହା ଏଥିପାଇଁ କାରଣ ସବୁ ବ୍ୟକ୍ତିର ଜୀବନରେ ତାର ନାଁର ପ୍ରଥମ ଅକ୍ଷରରୁ ବହୁତ ପ୍ରଭାବ ପଡିଥାଏ , ସେହି ପ୍ରକାରର ନାଁ ବି ବହୁତ ପ୍ରଭାବ ପକାଈଥାଏ , ଯେଉଁ ରାଶିର ଚନ୍ଦ୍ରମା ଜନ୍ମର ସମୟରେ ଉପସ୍ଥିତ ରହିଥାଏ , ସେହି ବ୍ୟକ୍ତିର ରାଶି ଅନୁସାରେ ପ୍ରଥମ ଅକ୍ଷର ନିର୍ଦ୍ଧାରିତ ହୋଇଥାଏ , ନାମର ପ୍ରଥମ ଅକ୍ଷର ଜାତକରେ ସ୍ୱଭାବ ଓ ଭାଗ୍ୟ ସହ ସଂବନ୍ଧିତ କଥାକୁ ଉଜାଗର କରିଥାଏ , ଜାଣନ୍ତୁ ଏହି ନାମର ବ୍ୟକ୍ତିଙ୍କ ମଧ୍ୟରେ କି ପ୍ରକାରର ପ୍ରଭାବ ପଡିଥାଏ ।ଯଦି ଆପଣଙ୍କ ପାଖ ପରିଜନ କିଏ ଅଛନ୍ତି ଏହି ନାମରେ ତେବେ ତାଙ୍କ ସହ ସେୟାର ମଧ୍ୟ କରନ୍ତୁ

A ନାଁରୁ ଆରମ୍ଭ ହୋଇଥିବା ଲୋକ ଶାସ୍ତ୍ର ମୁତାବିକ ବହୁତ ପରିଶ୍ରମୀ ଓ ଧୈର୍ଯ୍ୟାବାନ ହୋଇଥାନ୍ତି । ତାଙ୍କୁ ବୁଲାଇ ବାଙ୍କେଇ କଥା କହିବା ବିଲକୁଲ୍ ପସନ୍ଦ ଲାଗେ ନାହିଁ । ସେମିତି ତାଙ୍କ କଥା କଟୁ ହୋଇପାରେ କିନ୍ତୁ ସେ ତାକୁ ସ୍ୱୀକାର କରିନିଅନ୍ତି , ପର୍ସନାଲ୍ ଓ ପ୍ରୋଫେସନାଲ୍ ରେ ଦୁହେଁ ଜାଗାରେ ଖୋଲା ବିଚାର କରନ୍ତି , ରୋମାନ୍ସର ମାମଲାରେ ଏମାନେ ଟିକିଏ ସଙ୍କୋଚି ହୋଇଥାନ୍ତି , ସମୟ ଅନୁସାରେ A ନାମକ ଲୋକେ କେବେ କେବେ ଆଳସ୍ୟ ବି କରିଥାନ୍ତି ।

S ନାମକ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି , ପର୍ସନାଲ୍ ମାମଲାରେ ଏମାନେ କାହାକୁ ବି ସେୟାର୍ କରିବାକୁ ବିଲକୁଲ୍ ପସନ୍ଦ କରନ୍ତି ନାହିଁ , ବହୁତଥର ତାଙ୍କର କଥାବାର୍ତ୍ତା କରିବାର ଅନ୍ଦାଜ ଖରାପ କରିଦେଇଥାଏ , ଏହି ପ୍ରେମର ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି , ବୁଝିବିଚାରି ପଦକ୍ଷେପ ନିଅନ୍ତି , ଏମାନେ ଟିକିଏ ଲାଜକୁଆ ସ୍ୱଭାବର ହୋଇଥାନ୍ତି , ଯାହାର୍ କାରଣରୁ ଏମାନେ କାହା ସହ ପହଲ କରିପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *