December 6, 2023

Odia Express

News For Public

ଆଇଇଏସ୍ ର ଇଣ୍ଟରଭିୟୁ ର ଚତୁର ପ୍ରଶ୍ନ : ଝିଅମାନଙ୍କର ଏମିତି କେଉଁ ଜିନିଷ ଅଛି ଯାହା ଗାଧୋଇବାପରେ ଓଦା ହୁଏ ନାହିଁ ? ଜବାବ ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ…

ଆଇଇଏସ୍ ପରୀକ୍ଷା ବହୁତ କଠିନ ହୋଇଥାଏ , ସେଥିରୁ ଅଧିକା ମୁସକିଲ୍ ହୋଇଥାଏ ତାହାର ଇଣ୍ଟରଭ୍ୟୁ , ଯେଉଁ ପରିକ୍ଷାର୍ଥୀ ଏହାକୁ ପାସ୍ କରିଦିଅନ୍ତି , କିନ୍ତୁ ଅସଲ ପରୀକ୍ଷା ତାଙ୍କ ଇଣ୍ଟରଭ୍ୟୁରେ ଜଣାପଡେ , ଆଇଇଏସ୍ ଇଣ୍ଟରଭ୍ୟୁରେ ଏପରି ପ୍ରଶ୍ନ ପଚାରାଯାଏ , ଯାହା ଦିମାଗ ଘୁମାଇଦିଏ,  ସେହି ଲୋକ ଏହି ଇଣ୍ଟରଭ୍ୟୁ କ୍ଲିୟର୍ କରିପାରନ୍ତି , ଯାହାଙ୍କର ଦିମାଗ ତେଜ୍ ହୋଇଥାଏ , ଓ ପହେଲି କୁ ସମାଧାନ କରିପାରୁଥିବେ, ଆଜି ଆମେ ଆପଣଙ୍କୁ କିଛି ଆଇଇଏସ୍ ପ୍ରଶ୍ନ ନେଇକରି ଆସିଛୁ , ଯାହାର ଜବାବ୍ ଦେବାରେ ଭଲ ଭଲ ଲୋକ ଆଣ୍ଠେଇ ପଡନ୍ତି ।

୧) କାର୍ ରେସ୍ ରେ ଆପଣ ଦ୍ୱିତୀୟ ନମ୍ବରରେ ଚାଲୁଥିବା ଏକ କାର୍ କୁ ଓଭରଟେକ୍ କରିଲେ କହିପାରିବେ କି ରେସ୍ ରେ ଆପଣ କେଉଁ ନମ୍ବରରେ ଅଛନ୍ତି ? ଉତ୍ତର : ଆପଣ ଦ୍ୱିତୀୟ କାର୍ କୁ ଓଭରଟେକ୍ କରିବାପରେ ଦ୍ୱିତୀୟ ନମ୍ବରକୁ ଆସିଗଲେ ,

୨) ବିନା ଶୋଇକରି ବ୍ୟକ୍ତି ଲଗାତାର ୧୨ ଦିନ ଚାଲୁଛି , କିନ୍ତୁ କିପରି ? ଉତ୍ତର୍ : ବ୍ୟକ୍ତି ଦିନରେ ଚାଲୁଛି , ରାତିରେ ଶୋଉଛି ।

୩)  ଏ ବି ର ବାପା ଅଟନ୍ତି , କିନ୍ତୁ ବି ଏ ର ପୁଅ ନୁହେଁ ଏହା କିପରି ହୋଇପାରିବ , ଉତ୍ତର: ଏହି ପ୍ରଶ୍ନ ଶୁଣିକରି ଦିମାଗ ଘୁମାଇଦେବ , କିନ୍ତୁ ଏହାର ଜବାବ୍ ମୁସକିଲ୍ ନୁହେଁ , ଉତ୍ତର ଏହା କି ବି ବାପା ହେଲେ ଏ ପୁଅ ନୁହେଁ ଝିଅ ଅଟେ ।

୪) ଗୋଟେ ସମୁଦ୍ରରେ ଏକ ଜାହାଜ ଯାଉଥିଲା , ସେହି ଜାହାଜରେ ଏକ ସିଢି ତଳେ କିଛି ଝୁଲି ଥିଲା , ଯାହାକି ୧୨ ଫୁଟ୍ ଥିଲା,  ଓ ସିଢିର ଉପରେ ଚଢିବାପାଇଁ ପ୍ରାୟ ୭ ଟି ଷ୍ଟିକ୍ ଲାଗିଥିଲା, କିନ୍ତୁ କିଛି ସମୟ ପରେ ସମୁଦ୍ରର ଜଳସ୍ଥର ୩ ଫୁଟ୍ ବଢିଗଲା , ସିଢି କେତେ ଷ୍ଟିକ୍ ପାଣିର ଭିତରକୁ ଚାଲିଗଲା ? ଉତ୍ତର : ଗୋଟେ ବି ସିଡି ପାଣିରେ ଗଲା ନାହିଁ , କାରଣ ପାଣିର ଜଳସ୍ଥର ବଢିଲେ ଜାହାଜ ବି ଉପରକୁ ଉଠିଥାଏ ,

୫) ଝିଅମାନଙ୍କର ଏପରି କେଉଁ ଜିନିଷ ଅଛି ଯାହା ଗାଧୋଇବାପରେ ସୁଖିଲା ରୁହେ । ଉତ୍ତର : ପ୍ରକୃତରେ ଝିଅ ଶବ୍ଦର ପ୍ରୟୋଗ ଆପଣଙ୍କୁ ଦ୍ୱନ୍ଦରେ ପକାଇବାପାଇଁ କୁହାଯାଇଥିଲା,  ବାସ୍ତବରେ ପୁଅ ହେଉ କିମ୍ବା ଝିଅ କିମ୍ବା କେଉଁ ବସ୍ତୁ ହେଉ ତାହାର ଛାଇ କେବେ ଓଦା ହୁଏ ନାହିଁ ।

Leave a Reply

Your email address will not be published. Required fields are marked *