December 4, 2023

Odia Express

News For Public

ଏହି କ୍ୟୁଟ୍ ଦେଖାଯାଉଥିବା ଛୁଆ କେବେ ଫିଲ୍ମରେ ନିଭାଇଥିଲେ ଅମିତାଭ ବଚ୍ଚନଙ୍କ ଛୋଟ ବେଳର ରୋଲ୍ , କିନ୍ତୁ ଏବେ କରୁଛନ୍ତି ଏହି କାମ…

1 min read

ଯଦି ଆମେ ବଲିଉଡ୍ କଥା କହିବା ତେବେ ଆମେ ସମସ୍ତେ ଜାଣିଛେ କି ୭୦ ଓ ୮୦ ଦଶକରେ ମହାନାୟକ ଅମିତାଭ ବଚ୍ଚନଙ୍କୁ କହିଥିଲେ , ଏହି ସମୟରେ ସେ ସଫଳତାର ଚରମ ସୀମାରେ ପହଞ୍ଚିସାରିଥିଲେ , ସେମିତି ଆପଣଙ୍କୁ ମନେ ଥିବ କି ଅମିତାଭ ବଚ୍ଚନଙ୍କ ବହୁତ ଗୁଡିଏ ଫିଲ୍ମରେ ତାଙ୍କର ଛୁଆବେଳର ରୋଲ୍ ଦେଖାଯାଉଥିଲା , ଏବେ ଜାହିର୍ କଥା କି ସେ ନିଜ ଫିଲ୍ମରେ ଅମିତାଭ ନିଜେ ନିଜ ଛୁଆ ବେଳର ରୋଲ୍ କରୁନଥିଲେ ,  ଏମିତିରେ ତାଙ୍କ ଛୁଆ ବେଳର ରୋଲ୍ ନିଭାଇବା ପାଇଁ ଫିଲ୍ମରେ ଏକ ଛୋଟ କ୍ୟୁଟ୍ ଛୁଆ କାଷ୍ଟ କରୁଥିଲା ,ହଁ ଆଜ୍ଞା କହିଦେବୁ କି ଅମିତାଭ ବଚ୍ଚନଙ୍କ ଅଧିକାଂଶ ଫିଲ୍ମରେ ଏହି ସୁନ୍ଦର ଛୁଆ ତାଙ୍କ ଛୁଆବେଳର ରୋଲ୍ ନିଭାଈଥିଲେ,  ଆପଣଙ୍କୁ ସୁଚେଇ ଦେବୁ କି ଏହି ଛୁଆର ନାଁ ମାଷ୍ଟର୍ ବିଟୁ ମାନେ ବିଶାଲ୍ ଦେଶାଇ ଅଟେ , ସେ ୭୦-୮୦ ଦଶକରେ ବିଟୁ ମାନେ ବିଶାଲ ଦେଶାଇ ବଲିଉଡ୍ ର ପ୍ରାୟ ପ୍ରତ୍ୟେକ  ଫିଲ୍ମରେ ଛୁଆର ରୋଲ୍ ନିଭାଉଥିଲେ ,

କିନ୍ତୁ କଣ ଆପଣ ଜାଣିଛନ୍ତି ଛୁଆ ଏବେ କେଉଁଠି ଓ ଏବେ କଣ କରୁଛି , ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ , ଆଜି କାଲି ବିଶାଲ ଦେଶାଇ କିପରି ଦେଖାଯାଉଛନ୍ତି , ଓ କଣ କରୁଛନ୍ତି , ବିଶାଲ ଦେଶାଇ ସେହି ସମୟରେ ପ୍ରାୟ ସବୁ ଅଭିନେତା ଓ ଡାଇରେକ୍ଟର ସହ କାମ କରିଥିଲେ , କହିଦେବୁ କି ବିଶାଲ ଦେଶାଇ ଛୁଆ ବେଳରୁ ଅଭିନୟ କରିବାରେ ବହୁତ ସକ୍ରିୟ ଥିଲେ , ଏଥିପାଇଁ ସେ ଫିଲ୍ମ ମେକିଙ୍ଗ୍ ଙ୍କୁ ହିଁ ନିଜର କ୍ୟାରିୟର ବନାଇବାର ଫଇସଲା ନେଲେ । ଆପଣଙ୍କୁ ଜଣେଇ ଦେବୁ କି ବିଟୁ ମାନେ ବିଶାଲ ଦେଶାଇ ବହୁତ ଟିଭି ସିରିଆଲ୍ ରେ ଆସିଷ୍ଟାଣ୍ଟ ରୁପରେ କାମ କରିଥିଲେ ,

ଏହା ସହ ହେମା ମାଳିନୀ ସିରିଆଲ୍ ର କାମିନି ଓ ଦାମିନି କୁ ବିଶାଲ୍ ଆସିଷ୍ଟ କରାଯାଇଥିଲା , ଏହାପରେ ସେ ବି, ଆର୍ ଚୋପ୍ରାଙ୍କୁ ବି ଆସିଷ୍ଟ କରିଥିଲେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେ ବଡ ହେବାପରେ ଅମିତାଭ ବଚ୍ଚନଙ୍କ ବହୁତ ଗୁଡିଏ ଫିଲ୍ମ ଆସିଷ୍ଟ କରିଥିଲେ,  ହଁ ସେ ବିରାସତ୍, ଭୁତନାଥ, ବାଗବାନ, ଓ ବାବୁଲ୍ ଆଦି ସୁପରହିଟ୍ ଫିଲ୍ମରେ ଆସିଷ୍ଟାଣ୍ଟ ରୁପରେ କାମ କରିଥିଲେ । ଏହା ଛଡା ସେ ଏକ ଏଣ୍ଟରଟେନ୍ ମେଣ୍ଟ ଚ୍ୟାନେଲ୍ ରେ କ୍ରିଏଟିଭ୍ ଡାଇରେକ୍ଟର ବି ରହିସାରିଛନ୍ତି । କହିଦେବୁ କି ବିଶାଲ୍ ଛୁଆବେଳରୁ ଦିଗଜ୍ଜ କଳାକାରଙ୍କ ସାମ୍ନାରେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଆପଣଙ୍କୁ ଜଣେଇଦେବୁ କି ବିଶାଲ୍ ଅମିତାଭଙ୍କ ଛଡା ରାଜେଶ ଖାନ୍ନା, ଓ ଶବାନା ଆଜମୀ ପରି ବହୁତ ସୁପରଷ୍ଟାର୍ ସହ କାମ କରିଥିଲେ ।

ବଡ ହେବାପରେ ସେ କେବେ ଛୋଟ ପର୍ଦାରେ ନଜର ଆସିନଥିଲେ , ବରଂ ସେ ପର୍ଦାର ପଛରେ ରହିକରି ଏହି ଫିଲ୍ମ ଦୁନିଆଁ ସ୍ୱାଦ ଚାଖିବାର ଫଇସଲା ନେଲେ , ଏହି ଫିଲ୍ମରେ ଆଜି ବି ସେ ସଫଳ ଅଛନ୍ତି । ଫିଲ୍ମ ଦୁନିଆଁରେ ଜଡିତ ହୋଇଥିବା କାରଣରୁ ସେ ଅମିତାଭ ବଚ୍ଚନଙ୍କୁ ଦେଖାକରୁଥିଲେ , ସେମିତି ଅମିତାଭ ବଚ୍ଚନଙ୍କ ପରି ଦିଗଜ କଳାକାରଙ୍କ ଛୁଆ ବେଳର ରୋଲ୍ ନିଭାଇବା ନିଜ ମଧ୍ୟରେ ବହୁତ ଗର୍ବର କଥା ଅଟେ  ,ଏମିତିରେ ଆଜି ଯେବେ ଅମିତାଭ ବଚ୍ଚନ ଏହି ଛୋଟ ଛୁଆଙ୍କ ସଫଳତା ଦେଖୁଥିଲେ , ତେବେ ସେ ଗର୍ବରେ ଛାତି ଫୁଲିଉଠୁଥିଲା ।

Leave a Reply

Your email address will not be published. Required fields are marked *