୧ ଟଙ୍କାର ଉପାୟ କରିଦେବ ଆପଣଙ୍କୁ କୋଟିପତି – ଆଜି ହିଁ ଏହି ଉପାୟ ଜାଣିନିଅନ୍ତୁ …

ପୂଜା କରୁଥିବା ସମୟରେ ଭଗବାନଙ୍କୁ ନାନାପ୍ରକାରର ଫୁଲ ଚଢାଯାଏ , ଫୁଲଗୁଡିକରେ ସବୁଠାରୁ ଅଧିକା ମହତ୍ତ୍ୱ ଗୋଲାପର ହୋଇଥାଏ । ଗୋଲାପ ସବୁ ଦେବାଦେବୀଙ୍କୁ ଚଢାଯାଈଥାଏ , ଶାସ୍ତ୍ରର ଅନୁସାରେ ଗୋଲାପର କିଛି ଖାସ୍ ଉପାୟ କୁହାଯାଇଛି , ଏହି ଉପାୟଗୁଡିକ ଲମ୍ବା ସମୟରୁ ରହିବା ଦ୍ୱାରା କୁଣ୍ତଳିରେ ଦୋଷ ଓ ଦୁର୍ଭାଗ୍ୟ ଦୂର ହୋଇପାରେ ।
ପ୍ରଥମ ଉପାୟ : ସବୁ ଶୁକ୍ରବାର ମହାଲକ୍ଷ୍ମୀଙ୍କର ମନ୍ଦିର ଯାଆନ୍ତୁ , ଓ ୧୧ ଗୋଲାପ ଦେବିଙ୍କୁ ଚଢାନ୍ତୁ , ଦେବୀଙ୍କ ମନ୍ତ୍ର ଓଁ ମହାଲକ୍ଷୈ ନମଃ ଜପ ୧୦୮ ଥର କରନ୍ତୁ ।
ଦ୍ୱିତୀୟ ଉପାୟ : ନକରାତ୍ମକ ଦୂର କରିବାପାଇଁ ନିଜ ଘରେ ସଂନ୍ଧ୍ୟାରେ ଗୋଲାପରେ କର୍ପୁରର ଖଣ୍ତ ରଖିକରି ଜଳାନ୍ତୁ ।
ତୃତୀୟ ଉପାୟ : ସୁଖ ସମୃଦ୍ଧି ବଜାୟ ରଖିବାପାଇଁ ମଙ୍ଗଳବାରକୁ ଲାଲ ଚନ୍ଦନ , ଲାଲ ଗୋଲାପ , ଓ ରୋଲି ନେଇକରି ଏକ ଲାଲ କପଡା ବାନ୍ଧି ନିଅନ୍ତୁ , ଏହାପରେ ପୋଟଳିର କେଉଁ ହନୁମାନ ମନ୍ଦିରରେ ଭଗବାନଙ୍କ ଚରଣରେ ରଖିଦିଅନ୍ତୁ , ହନୁମାନଜୀଙ୍କ ପୁଜା କରନ୍ତୁ , ପୁଜା ପରେ ପୋଟଳି ଘର ଝରକାରେ ରଖିଦିଅନ୍ତୁ ।
ଚତୁର୍ଥ ଉପାୟ : ମଙ୍ଗଳ ଗ୍ରହ ଦୋଷ ଦୂର କରିବାପାଇଁ ମଙ୍ଗଳ ବର ଦିନ ଲାଲ ଗୋଲାପ ଶିବଲିଙ୍ଗରେ ଚଢାଇଦିଅନ୍ତୁ ।
ପଞ୍ଚମ ଉପାୟ :ରୋଗ ଗୁଡିକରୁ ମୁକ୍ତି ପାଇବାକୁ ହେଲେ ପାନରେ ଗୋଲାପ ଓ କିଛି ବତାଶେ ରଖନ୍ତୁ , ହନୁମାନଜୀ ଙ୍କୁଧ୍ୟାନ ରଖି ରୋଗିର ମୁଣ୍ତରୁ ଗୋଡ ପର୍ଯ୍ୟନ୍ତ ୨୧ ଥର ବୁଲାନ୍ତୁ , ଏହାପରେ ପାନ କୁ କେଉଁ ସ୍ଥାନରେ ରଖିଦିଅନ୍ତୁ ।
ଷଷ୍ଠ ଉପାୟ : ଗୋଟେ ପାନରେ ଗୋଲାପଙ୍କ ସାତଟି ପାଖୁଡା ରଖନ୍ତୁ , ଓ ଦେବୀ ଦୂର୍ଗାଙ୍କୁ ଚଢାନ୍ତୁ , ଏହି ଉପାୟ କୁଣ୍ତଳିରେ ବହୁତ ଦୋଷ ଦୂର୍ କରିପାରିବେ ।
ସପ୍ତମ ଉପାୟ : ସବୁ ମନୋକାମନା ପୁର୍ତ୍ତି ପାଇଁ ସବୁ ମଙ୍ଗଳବାର ଓ ଶନିବାରକୁ ୧୧ ଟି ଗୋଲାପ ହନୁମାନଙ୍କୁ ଚଢାନ୍ତୁ , ଓ ଓଁ ରାମଦୁତାୟ ନମଃ ମନ୍ତ୍ରର ଜପ ୧୦୮ ଥର କରାନ୍ତୁ ଏହି ଉପାୟ ଦ୍ୱାରା ବହୁତ ଅସୁବିଧା ଦୂର ହୋଇଯିବ ।