June 21, 2024

Odia Express

Here, There and Everywhere

ଆଜିର ସବୁଠାରୁ ମଜାଦାର୍ ଜୋକ୍ସ, ପଢିଲେ ମୁଡ୍ ହୋଇଯିବ ମସ୍ତ, ହସି ହସି ଗଳିପଡିବେ , ନିଶ୍ଚିତ ପଢନ୍ତୁ….

ଆଜି ସବୁ ବ୍ୟକ୍ତି ସଫଳତା ହାସିଲ୍ କରିବାପାଇଁ ଚିନ୍ତାରେ ରହୁଛି । କାରଣ ସବୁ ବ୍ୟକ୍ତି ଆଜି କାଲି ନିଜ ଜୀବନ ଭଲ କାଟିବାପାଇଁ ବିଜନେସ୍ ରେ ଲାଭ କରିବାକୁ ଚାହିଁଥାଏ , ଆମ ସବୁ ଲୋକଙ୍କ ଜୀବନରେ ମା ବାପାଙ୍କର ଭବିଷ୍ୟପାଇଁ ଚିନ୍ତା ରହିଛି , କିନ୍ତୁ ଯୁବା ସମାଜ ଏହାକୁ ନେଇକରି ଚିନ୍ତିତ ରହୁଛି , ଏହା ସହ ଆପଣଙ୍କ ରିଲେସନସିପ୍ ରୁ ସନ୍ତୁଷ୍ଟ ନ ରହିଲେ ତେବେ କିଏ ନିଜ ଜବ୍ ପାଇଁ ଚିନ୍ତିତ ଅଛି ତେବେ କେହି ସଫଳତାର ଏହି ଦୌଡରେ କେବେ କେଉଁ ଚିନ୍ତାରେ ଆସିଯାଏ , ତାହା ଜଣା ନଥାଏ ।

ଗାଁରେ ଏକ ନୁଆ ବୋହୁ ପ୍ରଥମଥର ଲହୁଣି ବାହାର କରିବାପାଇଁ ନିଜ ଶାଶୁକୁ କହିଲା ମା ଦହିରୁ ଲହୁଣି ବାହାର କରିବି କେଉଁଠି ରଖିବି , ଶାଶୁ : ଝିଅ ଏହି ନାଁ କେବେ ନେବୁ ନି ଏହା ତୋର ଶଶୁରଙ୍କ ନାଁ ଅଟେ,  ଓ କହିଦେଉଛି ଶଶୁରଙ୍କ ନାଁ ମୁହଁରେ ନେବା ଉଚିତ୍ ନୁହେଁ । ବୋହୁ : ଠିକ୍ ଅଛି ମା , ତାପର ଦିନ ଲହୁଣି ବାହାରିକରି ପଚାରିଲା , ମା ଦହିରୁ ଶଶୁରଜୀ ବାହାର ଆସିଛନ୍ତି , କେଉଁଠି ରଖିବି ।

ନୁଆ ନୁଆ ବାହାଘର ପରେ ସ୍ୱାମୀ ନିଜ ସ୍ତ୍ରୀର ଫୋନ ନମ୍ବର ଏହି ନାଁରେ ସେଭ୍ କରିଥିଲା “ମାଇଁ ଲାଇଫ୍ “ ଗୋଟେ ବର୍ଷପରେ ତାର ନାଁ ବଦଳାଇ ରଖିଦେଲା କି ମାଇ ୱାଇଫ୍ , ଦୁଇ ବର୍ଷ ପରେ ନୁଆ ନାଁ ରଖିଦେଲା , ହୋମ୍ , ଦଶ ବର୍ଷ ପରେ ଏହି ସବୁ ନାଁକୁ ସାଇଡ୍ କରି ସେ ସେଭ୍ କରିଦେଲା ରଙ୍ଗ୍ ନମ୍ବର ।

ମୌଲବି: କାହାକୁ ଏହି ବାହାଘର ପାଇଁ କିଛି ଆପତ୍ତି ଅଛି କି ? ଗୋଟେ ପଛରୁ ଆବାଜ୍ ଆସିଲା ହଁ ମୋତେ ଅଛି , ମୌଲବି ତୁମେ ଚୁପ୍ ରୁହ , ତୁମେ ତ ବର ଅଟ , ତୁମକୁ ତ ଜୀବନସାରା ଆପତ୍ତି ରହିବ ।

ପୁଅ ଝିଅ ଏକ ସମୁଦ୍ର ତଟରେ ବସିଥିଲେ , ଝିଅ କହିଲା ତୁମେ କେବେ ପର୍ଯ୍ୟନ୍ତ ମୋର ସାଥିରେ ରହିବ । ପୁଅ କହିଲା ନିଜର ଏକ ଲୁହ ସମୁଦ୍ରରେ ପକାଇଲା ଓ କହିଲା  ଯେବେ ପର୍ଯ୍ୟନ୍ତ ତୁମେ ଏହି ଲୁହକୁ ଖୋଜି ନପାରିଛ । ଏହା ଦେଖି ସମୁଦ୍ର ନିଜ କହିଲା ଶଳା ତୁମେ ମାନେ ଏତେ ହରାମ୍ ଖୋରି କେଉଁଠୁ ଶିଖିକରି ଆସୁଛ ।

ସ୍ତ୍ରୀ କହିଲା : ଯଦି ମୋର ବାହାଘର କେଉଁ ରାକ୍ଷସ ସହ ହୋଇଯାଇଥାନ୍ତା ମୁଁ ଏତେ ଦୁଃଖି ହୋଇନଥାନ୍ତି ଯେତିକି ତୁମ ସହ ହେଇଛି । ସ୍ତ୍ରୀ ପାଗଳି ନିଜ ରକ୍ତର ସଂମ୍ପର୍କକୁ କେଉଁଠି ବିବାହ ହୋଇଥାଏ ?

ଗୋଟେ ଝିଅ ଚତୁର୍ଥୀ ରାତିର ଆଗାମୀ ଦିନ ନିଜ ସାଙ୍ଗକୁ ପଚାରିଲା କେମିତି ଥିଲା ଚତୁର୍ଥୀ , ଝିଅ କହିଲା କିଛି ଖାସ୍ ନାହିଁ , ସାଙ୍ଗ : କଣ ଖାସ୍ ନାହିଁ ମତଲବ୍ , କହନା କଣ ହେଲା , ଝିଅ : ସେ ଆସିଲେ କବାଟର ଶିଙ୍କୁଳିଦେଇଦେଲେ , ସାଙ୍ଗ : ତାପରେ କଣ ହେଲା , ଝିଅ : ସେ ଆସିଲେ ମୋର ଲହଙ୍ଗା ବାହାର କରି ଖୁଣ୍ଟିରେ ଟାଙ୍ଗିଦେଲେ , ସାଙ୍ଗ : ତାପରେ କଣ ହେଲା ରେ , ଝିଅ : ତାପରେ ମୋର ଓଢଣୀ କାଢି ଖୁଣ୍ଟିରେ ଟାଙ୍ଗିଦେଲେ,  ତାପରେ ସାଙ୍ଗ ପଚାରିଲା କଣ ହେଲା ତାପରେ : ଝିଅ : ତାପରେ ସେ ତାଙ୍କ ଶେରୱାନୀ ବାହାର କରି ଖୁଣ୍ଟିରେ ଟାଙ୍ଗିଦେଲେ , ସାଙ୍ଗ ; ତାପରେ କଣ୍ ହେଲା , ତାପରେ ଝିଅ : ତାପରେ ସେ ନିଜ ପେଣ୍ଟ ବାହାର କରି ଖୁଣ୍ଟିରେ ଟାଙ୍ଗିଦେଲେ , ତାପରେ ସାର୍ଟ୍ ବି ବାହାର କରି ଖୁଣ୍ଟିରେ ଟାଙ୍ଗିଦେଲେ , ତାପରେ ସାଙ୍ଗ ଅତ୍ୟନ୍ତ ଆଗ୍ରହରେ ପଚାରିଲା ଆଗକୁ କଣ୍ ହେଲା କହ , ଝିଅ : ତାପରେ କଣ ହେଅ ସେ ନିଜ ବାନିୟାନ୍ ବି ବାହାର କରି ଖୂଣ୍ଟିରେ ଟାଙ୍ଗିଦେଲେ , ଓ ଖୁଣ୍ଟି ଭାଙ୍ଗିଗଲା ଓ ରାତିସାର ଖୁଣ୍ଟିକୁ ଠିକ୍ କରିବାପାଇଁ ରାତି ପାହିଗଲା ।

Leave a Reply

Your email address will not be published. Required fields are marked *