March 23, 2024

Odia Express

News For Public

ମାତ୍ର ୩ ଦିନରେ ଚେହେରା ଚମକାଇଦେବ ଏହି ଘରୋଇ କ୍ରିମ୍ , କ୍ଷୀର ପରି ଦେଖାଯିବ ରଙ୍ଗ, ଦେଖିକରି ଦୁନିଆଁ ରହିଯିବ ସ୍ତବ୍ଧ..ଦେଖନ୍ତୁ ଏହାର ଉପାୟ..

1 min read

ଆଜିକାଲି କର୍ମବ୍ୟସ୍ତ ଜୀବନ ଭିତରେ ସେମିତି କେଉଁ ବି ଆରାମ ଦାୟକ ଜୀବନ ବଞ୍ଚିବାକୁ ଖୋଜିଥାଏ , ହଁ ଆଜ୍ଞା ଆଜିର ସମୟରେ ବହୁତ ଆଧୁନିକ ହେବା ସହ ବ୍ୟସ୍ତତା ଭରା ହୋଇଯାଏ , ଏହି କାରଣରୁ ଲୋକେ ନିଜକୁ ଧ୍ୟାନ ରଖିପାରନ୍ତି ନାହିଁ , ଯାହାର କାରଣରୁ ଏହି ଲୋକ କମ୍ ବୟସରେ ବୁଢା ହୋଇଯାଆନ୍ତି , ହଁ ସୁନ୍ଦର ଓ ଭଲ ଦେଖାଯିବା ସହ ଏହି ଦୁନିଆଁରେ ଟ୍ୟାଲେଣ୍ଟ ଜରୁରୀ ହୋଈଯାଇଛି । ଖାସ୍ କରି ଝିଅ ମାନେ ସୁନ୍ଦର ଦେଖାଯିବାପାଇଁ ବହୁତ ବଜାରରୁ ପ୍ରଡକ୍ଟ କେମିକାଲ୍ ପ୍ରୟୋଗ କରିଥାନ୍ତି , କିନ୍ତୁ ଏଥିରେ ତାଙ୍କ ଚେହେରାରେ ଟିକିଏ ଗ୍ଲୋ କରିଥାଏ , ଏହା ସହ ଚେହେରାରେ ରଙ୍ଗତ ଓ ଧୀରେ  ଧିରେ କମ୍ ହୋଇଯାଇଥାଏ ।

ହଁ ଆଜ୍ଞା କାରଣ ଆଜି ଆମେ ଯେଉଁ କ୍ରିମ୍ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ଘରେ ତିଆରି ହୋଇଥାଏ , ଏହାର ବଡ ଖାସିୟତ୍ ଏହା କି ଏହାକୁ କେଉଁ ବି ତରିକାରେ ବ୍ୟବହାର କଲେ କିଛି ବି ସାଇଡ୍ ଇଫେକ୍ଟ ହୋଇନଥାଏ , ତେବେ ଆସନ୍ତୁ ଜାଣିବା ଏହାର ବିଷୟରେ କିପରି ଏହା ଚେହେରାକୁ ଗୋରା ବନାଇଥାଏ ।

ବନାଇବା ବିଧି ଓ ପ୍ରୟୋଗ : ସବୁଠାରୁ ପ୍ରଥମେ ଆପଣଙ୍କୁ ଦହି , ଚନ୍ଦନ ପାଉଡର୍ , ଓ ହଳଦୀ ନେବାର ଅଛି , ତେବେ ପ୍ରଥମେ ଏହାକୁ ଏକ ଗିନା ଓ ଏକ ଚାମୁଚ୍ ନେବାର୍ ଅଛି , ଏହାପରେ ଗିନାରେ ଏକ ଚାମଚ ଦହି ପକାନ୍ତୁ , ଏହାପରେ ଚନ୍ଦନ ପାଉଡର୍ ଓ ଅଧା ଚାମଚ ହଳଦୀ ପାଉଡର୍ ପକାନ୍ତୁ , ଏବେ ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଏହାର ପେଷ୍ଟ ତିଆରି କରିଦିଅନ୍ତୁ , ପେଷ୍ଟ ତିଆରି ହୋଇଯିବାପରେ ଥଣ୍ତା ହେବା ପାଇଁ ଫ୍ରିଜ୍ ରେ ରଖିଦିଅନ୍ତୁ , ପ୍ରାୟ ୧୦ ମିନିଟ୍ ପରେ ନିଜ ଚେହେରାରେ ଭଲ ଭାବରେ ଲଗାଇଦିଅନ୍ତୁ ।

ଏବେ ଚେହେରାରେ ଲଗାଇବାପରେ ଏହି କ୍ରିମ୍ କୁ ୧୫-୨୦ ମିନିଟ୍ ପୁରା ସୁଖିବାକୁ ଛାଡିଦିଅନ୍ତୁ , ଓ ପରେ ଥଣ୍ତା ପାଣିରେ ଧୋଇଦିଅନ୍ତୁ , କିନ୍ତୁ ମନେ ରଖିବେ କି ଏହାକୁ ବ୍ୟବହାର କରିବାପରେ ୮ ରୁ ୧୦ ଘଣ୍ଟା ଚେହେରାରେ ସାବୁନ୍ ବ୍ୟବହାର କରିବେ ନାହିଁ , ଏହାକୁ କେବଳ ସଂନ୍ଧ୍ୟା ସମୟରେ ବ୍ୟବହାର୍ କରନ୍ତୁ , ଯାହା ଦ୍ୱାରା ଦ୍ୱିତୀୟ ଦିନ ସୁନ୍ଦର ଚେହେରା ଦେଖିବାକୁ ମିଳିଯିବ ।

 

 

Leave a Reply

Your email address will not be published. Required fields are marked *