କଣ ଆପଣଙ୍କୁ ଥକାପଣ ଓ ଦୁର୍ବଳତା ଅନୁଭବ ହେଉଛି , ତେବେ ଆଜି ହିଁ ଘରେ ବସି କରିନିଅନ୍ତୁ ଏହି ଉପାୟ ….

ଆଜିକାଲି କର୍ମବ୍ୟସ୍ତ ଜୀବନ ଭିତରେ ସମସ୍ତେ ଚାହଁନ୍ତି କି ସେମାନେ ସତେଜ ଓ ସୁସ୍ଥ୍ୟ ରୁହନ୍ତୁ , କିନ୍ତୁ ଦୁଃଖର୍ କଥା ତାଙ୍କୁ ସେହି ସମୟରେ ତାହା ମିଳିପାରିନଥାଏ , ଆଜିର ସମୟରେ ବ୍ୟକ୍ତି ପଇସା କମାଇବାରେ ଏତେ ମସଗୁଲ୍ ହୋଇଯାଇଛି କି ସେ ନିଜ ଖାଦ୍ୟପେୟକୁ ନେଇ ଧ୍ୟାନ ଦେଇପାରିନଥାଏ । ଏହି କାରଣ ସକାଶେ କେବେ କେଉଁ ରୋଗ ଘେରାରେ ଆସିଯାଏ , ଏମିତିରେ ଥକାପଣ ଓ କମଜୋରି ପାଇଁ ସେ ଦୁର୍ବଳ ଅନୁଭବ କରେ , କିଛି ଲୋକ ହୋଇଥାନ୍ତି ଯାହାଙ୍କୁ ଏହି ଥକାପଣ ଯାହାକି ଏକ ଡିହାଇଡ୍ରେସନ୍ ଅଟେ, ଯାହାକୁ ଆମେ ବହୁତଥର ନଜର ଅନ୍ଦାଜ କରିବସନ୍ତି ।କିଛି ଲୋକ ଥାନ୍ତି ଯେଉଁ ମାନେ ଦିନ ସାରା ପାଣିର ସେବନ କରନ୍ତି ନାହିଁ , ଓ ସୋଡା, ଚାହା, କଫି ଆଦି ପିଇଥାନ୍ତି , କାରଣ ତାଙ୍କୁ ଲାଗିଥାଏ କି ଏଥିରେ ତାଙ୍କର ଥକାପଣ ଦୂର ହୋଇଯିବ , କିନ୍ତୁ ଖାଲି କିଛି ସମୟ ପାଇଁ ଏହା ପ୍ରଭାବ କରିଥାଏ , ଏହାପରେ ବ୍ୟକ୍ତି ଆଉଥରେ ଥକିଯାଏ ,

କିଛି ଲୋକ ଥକାପଣରୁ ହେଉଥିବା ଶାରରୀକ ପିଡାର କାରଣରୁ ପେନ୍ କିଲର୍ ନେଇଥାନ୍ତି , କିନ୍ତୁ ଏହି ପରି ଥକା ଦୂର କରିବାପାଈଁ ସ୍ୱାସ୍ଥ୍ୟ ବି କ୍ଷତି କରିଥାଏ , ଯଦି ବହୁତ ଆପଣଙ୍କୁ ଥକା ଲାଗୁଛି ତେବେ ଏହି ଦୁର୍ବଳତାକୁ ଦୂରେଇ ବା ପାଇଁ ଡ୍ରିନ୍ସସ୍ ର ସେବନ କରନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ଜିନିଷ ଉପରେ କହିବୁ , ଯାହା ଏକ ଘରୋଇ ତରିକା ଅଟେ,  ଏହାର କୌଣସି ଦୁଃପ୍ରଭାବ ଦେଖାଯାଏ ନାହିଁ , ସମସ୍ତେ ଏହାକୁ ସହଜରେ ସେବନ କରିପାରିବେ , ଆପଣଙ୍କୁ କହିଦେବୁ କି ଯେଉଁ ଜିନିଷ ବିଷୟରେ ଆମେ କଥା ହେଉଛେ ତାହା ହେଲା ମୁଗ ଡାଲି ।

ମୁଗଡାଲି ଖାଇଲେ ଅନେକ ଫାଇଦା ହୋଇଥାଏ , ଯାହା ବିଷୟରେ ଜାଣିବା ବହୁତ ଜରୁରି , କାରଣ ମୁଗଡାଲିରେ ଭରପୁର୍ ପରିମାଣର ପ୍ରୋଟିନ୍ କ୍ୟାଲସିୟମ୍ , ପୋଟାସିୟମ୍ ଥାଏ , ଯାହା ଆପଣଙ୍କ ଶରୀର ପାଇଁ ବହୁତ ମହତ୍ତ୍ୱପୁର୍ଣ୍ଣ ଅଟେ,  ଯଦି ଆପଣ ଡାଲିର ପାଣି ପିଇବେ ତେବେ ଏଥିରେ ଅନେକ ଫାଈଦା ହେବ । ହଁ ଆଜ୍ଞା ଏହା ଶରୀରର ଦୁର୍ବଳତାକୁ ଦିନ କରିଥାଏ , ଏହାକୁ ଆପଣ ଗରମ ପାଣିସହ ସେବନ କରିବାର ଅଛି ଜାହା ଦ୍ୱାରା ଶରୀରରେ ବହୁତ ପୋଷକ ତତ୍ତ୍ୱ ମିଳିବ , ଆପଣଙ୍କୁ ଥକାପଣ ଓ ଦୁବ୍ରଳତା ଦୁର ହୋଇଯିବ , ସବୁଠାରୁ ଖାସ୍ କଥା ଏହା କି ଏଥିରେ ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ , ଗରମ ଦିନରେ ଏହା ଅଧିକା ଲାଭକାରୀ ହୋଇଥାଏ ।

Leave a Reply

Your email address will not be published.