December 8, 2023

Odia Express

News For Public

ଭଗବାନ ବିଷ୍ଣୁ ଙ୍କ ଆଗରେ ୨୪୦ ଚକ ଲାଗିଥିବା ଟ୍ରକ ମଧ୍ୟ ହାର ମାନିଲା, ଭଗବାନ ଙ୍କ ମୂର୍ତି କୁ ଟିକିଏ ହଲେଇ ପାରିଲା ନାହିଁ ମଧ୍ୟ – ଦେଖନ୍ତୁ କଳିଯୁଗରେ ଶ୍ରୀହରୀଙ୍କ ନୂତନ ଲୀଳା…

1 min read

ବେଙ୍ଗାଲୁରୁର ଏକ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିର ସ୍ଥାପନା ହେବାର ଅଛି। କିନ୍ତୁ ଏହି ମନ୍ଦିରରେ ଯେଉଁ ମୂର୍ତ୍ତି କୁ ସ୍ଥାପନା କରିବାର ଥିଲା, ତାହା ଦୁଇବର୍ଷହେବ ତାମିଲନାଡୁର ତିରୁମନ୍ତମାଳୟ ସହର ରେ ରଖାଯାଇଛି । ଏପରି କଣ କାରଣ ଅଛି ଯେ ଚାହିଁଲେ ମଧ୍ୟ ଏହି ମୂର୍ତ୍ତି କୁ ବେଙ୍ଗାଲୁରୁ ଆଣି ମନ୍ଦିର ନିର୍ମା କାର୍ଯ୍ୟ ଏବେ ଯାଏଁ ପୁରା କରାଯାଇ ପାରୁନାହିଁ । ଆସନ୍ତୁ ଜାଣିବା….

ଏହା ଅଟେ ମୂର୍ତ୍ତିର ବିଶେଷତ୍ଵ – ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତିରେ ତାଙ୍କର 11 ଅବତାରକୁ ଦେଖାଇ ଦିଆଯାଇଛି । ତାସହ ଏହି ମୂର୍ତ୍ତିରେ ଶ୍ରୀହରୀ ଙ୍କର 22ଭୁଜ ରହିଛି । ଶ୍ରୀହରୀ ଙ୍କ ସହିତ ତାଙ୍କର ପ୍ରିୟ ଶେଷନାଗ ଏହି ମୂର୍ତ୍ତିରେ ସପ୍ତଶିରର ଭବ୍ୟ ଆଭାମଣ୍ଡଳ ସହିତ ଉପସ୍ଥିତ ଅଛନ୍ତି । ଏହି ମୂର୍ତ୍ତିର ନିର୍ମାଣ ସରକାର କିମ୍ବା କୌଣସି ସଂସ୍ଥା ଦ୍ଵାରା ନୁହେଁ କରାଯାଇ ନାହିଁ କିନ୍ତୁ ଜଣେ ଅବସରପ୍ରାପ୍ତ ସରକାରୀ ଡାକ୍ତର ଭଗବାନ ବିଷୁଙ୍କର ଏହି ସ୍ୱରୂପକୁ ସ୍ଥାପିତ କରିବାର ନିଜର ସ୍ଵପ୍ନକୁ ପୂରଣ କରିବା ପାଇଁ 5ବର୍ଷ ହେବ ବହୁତ ପ୍ରୟାସ କରୁଛନ୍ତି ।

ଓଜନ ହୋଇଛି ବଡ କାରଣ – ପଥରର ଶିଳା ଉପରେ ନିର୍ମିତ ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତି 64 ଫିଟ ଲମ୍ବା ଅଟେ । ଏହାର ଓଜନ 300ଟନ ଅଟେ । ଏହି କାରଣରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏବେ ପ୍ରଶାସନ ଏହି ମୂର୍ତ୍ତିକୁ 240ବାଲା ଟାୟାର ବାଲା ଟ୍ରେଳରଦ୍ଵାରା ତିରୁବନ୍ନମଲାଇରୁ ବେଙ୍ଗାଲୁରୁ ପଠା ଯାଇଛି । କିନ୍ତୁ ଏହାର ଯାତ୍ରା ଏତେ ସହଜ ହୋଇନାହିଁ ।

ଏବେ ଲାଗିବ ଏତେ ଦିନ – 240ଟାୟାର ବାଲା ଟ୍ରେଳର ଉପରେ ସବାର ହୋଇ ମଧ୍ୟ ଏହି ମୂର୍ତ୍ତି ବେଙ୍ଗାଲୁରୁ ପହଞ୍ଚିବା ପାଇଁ ପ୍ରାୟ 50ଦିନ ନେବ । ଏହା କହିବା ଅଟେ ଯେ ତିରୁବନ୍ନମଲାଇ ର କଲେକ୍ଟର କେ।ଏସ କନ୍ଦସ୍ଵାମୀ ଙ୍କୁ ସରକାରଙ୍କ ତରଫରୁ ଏହି କାର୍ଯ୍ୟ ପୁରା କରିବା ପାଇଁ ନୋଡାଲ ଅଧିକାରୀ ଙ୍କର ଦାୟିତ୍ଵ ଦିଆଯାଇଛି ।

ତିନି ଦିନ ରେ କିଛି ମିଟର ଯାଇଛି – ମୁମ୍ବାଇସ୍ଥିତ ଫାର୍ମ ଲଗିଷ୍ଟିକ ରେଶମା ସିଂହ ଫାର୍ମ ଗ୍ରୁପର 30 ସଦସ୍ୟଙ୍କର ଏକ କ୍ରୁ ଏହି ମୂର୍ତ୍ତିକୁ ସିଫ୍ଟ କରିବାର କାର୍ଯ୍ୟ କରୁଛି । ଯେଉଁଠାରେ ଏହି ମୂର୍ତ୍ତିର ନିର୍ମାଣ ହୋଇଛି। ସେହି କ୍ଷେତ୍ରରେ ମାଟି ହିଁ ମାଟି ରହିଛି , ଯେଉଁ କାରଣରୁ ଏତେ ଓଜନ ସହିତ ଆଗକୁ ଯିବାକୁ ଅସୁବିଧା ଆସୁଛି ଓ ନିକଟରେ ହୋଇଥିବା ବର୍ଷା ଏହି କାମକୁ କ୍ରୁ ନିମନ୍ତେ ଅଧିକ କଠିନ କରିଦେଇଛି । ପ୍ରାରମ୍ଭିକ ତିନିଦିନ ରେ ଏହି ମୂର୍ତ୍ତି କିଛି ମିଟରର ଯାତ୍ରା କରିପାରିଛି ।

ବହୁତ କଷ୍ଟ ଏହି ଯାତ୍ରା – ଏହି ମୂର୍ତ୍ତିକୁ ମୁଖ୍ୟ ମାର୍ଗ ପର୍ଯ୍ୟନ୍ତ ଆଣିବାକୁ 500ମିଟର ଲମ୍ବା କାଦୁଅ ପୂର୍ଣ୍ଣ ରାସ୍ତା ପାର କରିବାକୁ ହେବ । ତାପରେ ଥେଲ୍ଲର-ଦେସୁର ରୋଡ ପର୍ଯ୍ୟନ୍ତ ପହଞ୍ଚିବା ପରେ ଆଗକୁ ଯିବାକୁ ଅସୁବିଧା ଆସିବ ନାହିଁ । ରୋଡ ଉପରେ ପହଞ୍ଚିବା ପରେ ଶୀଘ୍ର ଜାତୀୟ ରାଜପଥ 77 ଉପରେ ଏହି ଟ୍ରେଳର ଆସିଯିବ ଓ ଏଠାରୁ ବେଙ୍ଗାଲୁରୁର ଯାତ୍ରା କରିବ ।ଭକ୍ତି ରେ ନିଶ୍ଚୟ ଲେଖିବେ ଜୟ ଭଗବାନ ବିଷ୍ଣୁଙ୍କର

Leave a Reply

Your email address will not be published. Required fields are marked *