June 19, 2024

Odia Express

News For Public

୮ ଫେବୃୟାରୀ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ମଙ୍ଗଳ ରାଶିର ପରିବର୍ତ୍ତନରୁ ଏହି ୭ ଟି ରାଶିର ଚମକିବ ଭାଗ୍ୟ , ଖୋଲିବ ପ୍ରଗତି ପାଇଁ ରାସ୍ତା

୧)ମେଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ପରିଜନଙ୍କ ସହ ସମୟ ଆନନ୍ଦଦାୟକ କଟାଇବେ । ନିଜ ଜୀବନସାଥୀଙ୍କ ସହ ପୁରା ସାଥ୍ ପାଇବେ , ପ୍ରେମ ସଂବନ୍ଧ ମଜବୁତ୍ ହେବ , ଆଜି ସଂନ୍ଧ୍ୟାରେ ପରିବାରକୁ ଅଧିକା ସମୟ ଦେବାକୁ ପ୍ରୟାସ କରିବେ , ସେୟାର ବଜାରରେ ନିବେଶ କରୁଥିଲେ ତେବେ ଭଲ ଲାଭ ମିଳିବାର ସଂମ୍ଭାବନା ଅଛି , ବିଜନେସ୍ ରେ ବଡ ଲାଭ ହେବ , ସେଥିରୁ ଭଲ ଲାଭ ପାଇବେ , ଆତ୍ମବିଶ୍ୱାସ ବଢିବ , ଆଇନଗତ ବିବାଦରେ ପଡିପାରନ୍ତି ।

୨)ବୃଷ ରାଶି : ଆଜି ଆପଣ ନିଜ ଶତ୍ରୁଙ୍କ ଠାରୁ ବିଜୟ ହାସିଲ୍ କରିବାରେ ସଫଳ ହେବେ , ଅଫିସରେ ସବୁଠାରୁ ଭଲ ବ୍ୟବହାର ରଖନ୍ତୁ , ଯାହା ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ଆପଣଙ୍କ ସଫଳତା ବୃଦ୍ଧି ହେବ , ସଂମ୍ପର୍କ ସ୍ଥାପନ ହେବ , ଓ କିଛି ପ୍ରଭାବଶାଳୀ ଲୋକଙ୍କର ସାଥି ମିଳିବ , ଘରେ କିଛି ଭୁଲ୍ ବୁଝାମଣା ଯୋଗୁଁ ଚିନ୍ତା ଆସିପାରେ , ଯାହା ଦ୍ୱାରା ଏକାଗ୍ରତା ଭଙ୍ଗ ହେବାର ଆଶଙ୍କା ଅଛି , ଜୀବନସାଥୀଙ୍କର ପୁରା ସହଯୋଗ ମିଳିପାରିବ ।

୩)ମିଥୁନ ରାଶି : ଆଜି ଆପଣ ନିଜ ଅଫିସ୍ ରେ ସବୁ ଜାଗାରେ ସକରାତ୍ମକ ଉର୍ଜାର ଅନୁଭବ କରିବେ , ଯଦି ବ୍ୟାଙ୍କ୍ ରେ ବିତ୍ତିୟ ସଂସ୍ଥାନ ରୁଣ ଖୋଜାରେ ଅଛତି , ତେବେ ନିଜ ପ୍ରୟାସ ଜାରି ରଖନ୍ତୁ , ସଫଳତା ମିଳିବ , ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ , ଘର ପରିବାର ଲୋକଙ୍କ ସହ ସଂବନ୍ଧ ଯଥାବତ ରହିବ , ଆଜି ଦସ୍ତାବିଜ ପଢନ୍ତୁ , ସେମିତି ହସ୍ତାକ୍ଷର କରନ୍ତୁ ନାହିଁ , ଆଜି ଆପଣ ନିଜ ବ୍ୟକ୍ତିତ୍ୱ ଦେଖାଇବାରେ ଚେଷ୍ଟା କରନ୍ତୁ ।

୪)କର୍କଟ ରାଶି : କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ଦବାବ ରହିବ , ମନ୍ଦିରରେ ଦାନ କରିଲେ ଆର୍ଥିକ ସଂଙ୍କଟରୁ ମୁକ୍ତି ମିଳିବ , ସଂମ୍ପତ୍ତିରେ ନିବେଶ କିମ୍ବା ବାହାନ କିଣିପାରିବେ , ଆପଣଙ୍କ କ୍ୟାରିୟର ଆଗକୁ ବଢିବ , କ୍ରୋଧ ଉପରେ କାବୁ ରଖନ୍ତୁ । ବାଣୀରେ ନିୟନ୍ତ୍ରଣ କରିଲେ କାହା ସହ ମତାନ୍ତ ର ହେବ ନାହିଁ , ପ୍ରେମ ପ୍ରସଙ୍ଗ ପରି ମନ ବଳିବ , ସ୍ୱାସ୍ଥ୍ୟର ମାମଲାରେ ସତେଜଅନୁଭବ କରିବେ , କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବୁନୋତିକୁ ଭଲ ଭାବେ ସାମ୍ନା କରିବେ ।

୫)ସିଂହ ରାଶି : ଆଜି କେଉଁ ପୈତୃକ ସଂମ୍ପତ୍ତି ରୁ ଧନ ପ୍ରାପ୍ତି ଯୋଗ ହେଉଛି , ଘର ପରିବାରରେ ଖୁସିର ବାତାବରଣ ରହିବ , ଆପଣଙ୍କ ରଚନାତ୍ମକ କୌଶଳ ଆଜି ଚରମରେ ରହିବ , ଓ ଆପଣ ଏହାର ପ୍ରୟୋଗରେ ସବୁ କାର୍ଯ୍ୟ କରିବେ , ମାତାପିତାଙ୍କ ଆଶିର୍ବାଦ ନେଲେ ଆପଣଙ୍କ ସବୁ କାମ ସହଜରେ ହୋଇଯିବ , ଆଜି ଆପଣଙ୍କ ଜରୁରୀ କାମ ପ୍ଲାନିଙ୍ଗ୍ ମୁତାବିକ ସଫଳ ହେବ , ଧୈର୍ଯ୍ୟ ଓ ସାହାସ ସହ କିଛି ଫଇସଲା ନେଲେ ସାମାନ୍ୟ ହୋଇଯିବ , ଜୀବନ ସାଥୀଙ୍କ ସହ ପ୍ରେମ ମଧୁରତା ଆସିବ ।

୬)କନ୍ୟା ରାଶି : ଆଜି ସବୁ ବିଗଡିଥିବା କାମ ହେବାକୁ ଲାଗିବ , ନିଜ ଜୀବନରେ ଅପାର ସଫଳତା ହାସିଲ୍ କରିବେ , ନିଜ ପ୍ରଦିଧ୍ୱନ୍ଧୀଙ୍କର ବହୁତ ଛାଡି ଆଗକୁ ଯିବେ , ପାରିବାରିକ ଜୀବନ ସାମାନ୍ୟ ରହିବ , ଦ୍ୱିତୀୟଙ୍କ ଅସହମତି ହୋଇପାରେ,  ଏହି ରାଶିର ଛାତ୍ର ମାନେ ଆଜିଦିନ ଭଲ ରହିବ , ବହୁତ ଦିନରୁ ଚାଲି ଆସୁଥିବା ଶିକ୍ଷା ସଂବନ୍ଧି ଅସୁବିଧା ଦୂର ହୋଇଯିବ , କାମର ସିଲସିଲାରେ ଯାତ୍ରାରେ ବାହାରିପାରନ୍ତି ।

୭)ତୁଳା ରାଶି : ଆଜି ଆପଣଙ୍କୁ କିଛି ବିତ୍ତିୟ ସ୍ତରରେ ମଜବୁତ୍ ହେବ , ଲାଭ ହେବ ଓ ପୁରୁଣା ପଇସା ମିଳିପାରେ , ଯାତ୍ରାରୁ ଆପଣଙ୍କୁ ଏକ ନୁଆ ଉଦ୍ଧାମ ପ୍ରଗତି କରିବାରେ ସାହାଯ୍ୟ ମିଳିବ , ନିଜ ଆତ୍ମବିଶ୍ୱାସ ବଢିବ , ନିଜ ଘର ଲୋକଙ୍କର ଆଶାରେ ଖୁସି ହେବେ , ପାଠପଢା କ୍ଷେତ୍ରରେ ଆପଣଙ୍କ ପରିଶ୍ରମ ସଫଳ ହେବ , ଆଇନଗତ ବିବାଦରେ ନ ପଡନ୍ତୁ , ନିଜ ଜୀବନସାଥୀଙ୍କ ଓ ପରିବାର ଲୋକଙ୍କର ସହ ଫୁରସତରେ ସମୟ ଅତିବାହିତ କରିବେ ।

୮)ବିଛା ରାଶି : ଆଜି ପରିବାରରେ ମା ବାପାଙ୍କ ସହାୟତା ଅଧିକା ମିଳିବ , କୋର୍ଟ କଚେରି ମାମଲାରେ ପକ୍ଷ ସମାଧାନ ହେବ ,  ଅଚାନକ କରାଯାଈଥିବା ଯାତ୍ରା ଲାଭଦାୟକ ହେବ , କାମକାର୍ଯ୍ୟ ସମାଧାନ କରିବାରେ ନିଜ ହୋସିଆରି ଓ ପ୍ରଭାବ ବ୍ୟବହାର କରନ୍ତୁ , ଘରେ ଆସିଥିବା ଅତିଥି ଙ୍କୁ ମାହୋଲ୍ ଖୁସନୁମା ରହିବ , ଚାକିରି ପେଶାରେ ଲୋକେ ସହକର୍ମୀଙ୍କର ସହଯୋଗ ପାଇବେ , ପ୍ରେମ ସଂବନ୍ଧରେ ବହୁତ ମଧୁରତା ଆସିବ ।

୯)ଧନୁରାଶି : ଆଜି ପରିଜନଙ୍କ ବିଷୟରେ ଅଶୁଭ ସମାଚାର ପ୍ରାପ୍ତି ହେବ , କେଉଁ କାମ କରୁଥିବା ସମୟରେ ବ୍ୟସ୍ତତା ରୁହନ୍ତୁ ନାହିଁ,  ମିତ୍ର୍ ଓ ଶିଭଚିନ୍ତକ ସମର୍ଥନ କରିବେ , ଛୁଆ ଖୁସି ଆଣିବେ , ଜୀବନସାଥୀଙ୍କ ସାଙ୍ଗରେ ଭାବନାତ୍ମକ ସଂବେଦନଶୀଲତା ସହ ପ୍ରେମରେ ମଧୁରତା ବଢିବ , ଆର୍ଥିକ ସ୍ଥିତି ସାମାନ୍ୟ ରହିବ , ଆଜି ଆପଣଙ୍କ କେଉଁ ନିଜ ବ୍ୟକ୍ତି ଆପଣଙ୍କୁ ଧୋକା ଦେଇପାରେ , ଅଫିସ୍ କାମରେ ବୋଝ ଅଧିକା ହୋଇପାରେ ।

୧୦)ମକର ରାଶି : ଆଜି ଆପଣଙ୍କୁ କେଉଁ ସମାରୋହରେ ସମ୍ମାନିତ କରାଯାଇପାରେ , ଭାଗ୍ୟର ସାଥି ରହିବା କାରଣରୁ ଅଟକିଥିବା ପରିଯୋଜନାରେ ପ୍ରଗତି କରିବେ , ସକରାତ୍ମକ ବିକାଶ ହିଁ ହେବ , କେଉଂମ୍ କାମକୁ ସନ୍ତୁଳନ ରଖିବାପାଇଁ ପୁରା ହୋଈଯୀବ , ନିଜ ପ୍ରିୟଙ୍କ ଭୁଲ୍ ଖୋଜିବାରେ ସମୟ ବର୍ବାଦ କରନ୍ତୁ ନାହିଁ,ମ୍  ଘରେ ଅଚାନକ କେହି ଅତିଥି ଆସିବେ , ଚାକିରି ପେଶା ଲୋକଙ୍କୁ ଲାଭର ସ୍ଥିତି ରହିବ , କାର୍ଯ୍ୟକ୍ଷେତ୍ରରେ କେଉଁ ପ୍ରକାରର ଚିନ୍ତା ସାମ୍ନା କରିବାକୁ ପଡିପାରେ ,

୧୧)କୁମ୍ଭ ରାଶି : ଆଯି ଯାହା ବି କାମ ହାତକୁ ନେବେ , ତାହାକୁ ନିପଟାଇବାକୁ ସମୟ ଲାଗିବ , ଦିନର ଉତରାର୍ଦ୍ଧରେ ଜିନିଷଗୁଡିକ ସୁଧାର ହେବ,  ଓ ପ୍ରଭାବ ବି ବଢିବ , କିଛି ପ୍ରଭାବଶାଳୀ ସଂମ୍ପର୍କ ସ୍ଥାପନ ହେବେ , ପୁରୁଣା ପରିଚିତ ଲୋକଙ୍କ ସଂମ୍ପର୍କ ହୋଇପାରେ , ଅଫିସ୍ ରେ କେଉଁ କାମ ପାଇଁ ଛୋଟ ମୋଟ ଯାତ୍ରା କରିପାରନ୍ତି , ଚାକିରି ପାଇଁ ପ୍ରୟାସରତ ଲୋକଙ୍କର ଆଜି ସଫଳତା ମିଳିପାରିବ , କାରୋବାରରେ ପ୍ରଗତି ପାଇଁ ରାସ୍ତା ଖୋଲିବେ ।

୧୨)ମୀନ ରାଶି : ଆଜି ଜୀବନସାଥୀଙ୍କ ସହ ମନମୁତାବ ହେବାରୁ ଚିନ୍ତିତ ରହିବେ , ଆପଣଙ୍କ ନେଟୱର୍କ ବଢିବ , ଓ ଛବି ନିଖାର ରହିବ , ନିଜ ବରିଷ୍ଠ ଓ ସହକର୍ମୀଙ୍କର ସହ ମଜବୁତ୍ ସଂବନ୍ଧ ସ୍ଥାପିତ କରିପାରିବେ , ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ , ଶୈକ୍ଷଣିକ ମୋର୍ଚ୍ଚା ଉପରେ ସଫଳତା ମିଳିପାରିବ , ଦୈନିକ କାର୍ଯ୍ୟରେ ଆପଣଙ୍କୁ ପୁର୍ଣ୍ଣ ରୁପରେ ସଫଳତା ମିଳିପାରିବ , ଚାକିରି ପାଇଁ ପ୍ରୟାସରତ ଲୋକଙ୍କୁ ସଫଳତା ମିଳିପାରିବ ।

Leave a Reply

Your email address will not be published. Required fields are marked *