November 26, 2023

Odia Express

News For Public

ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ଅଧିନାୟକ ଧୋନୀ ଆଉଥରେ ହେଇ ପାରନ୍ତି ଭାରତୀୟ ଦଳର ଅଧିନାୟକ – ଦେଖନ୍ତୁ କାହିଁକି..

ସସସ୍ତଙ୍କ ହୃଦୟରେ ନିଜ ପ୍ରଦର୍ଶନରେ ରାଜ୍ କରିଥିବା ମହେନ୍ଦ୍ର ସିଂ ଧୋନୀ ଆଉଥରେ ପୁଣି ଟିମ୍ ଇଣ୍ତିଆର୍ ଅଧିନାୟକ ହେବାକୁ ଯାଊଛନ୍ତି , ଆପଣଙ୍କୁ କହିଦେବୁ କି ଧୋନୀ ଏହି ସମୟରୁ ଖେଳରୁ ବାହାରେ ଅଛନ୍ତି , ଯାହାର କାରଣରୁ ସେ ସନ୍ୟାସ ନେବାର ଖବର ଲୋକଙ୍କ ମଧ୍ୟରେ ଆସୁଛି , ଆପଣଙ୍କୁ କହିଦେବୁ କି ଧୋନୀଙ୍କ ପ୍ରସଂଶକ ଧୋନୀଙ୍କୁ ଆଉଥରେ ଖେଳିବାର ଦେଖିବାକୁ ଚାହୁଁଛନ୍ତି , ଆସନ୍ତୁ ଜାଣିବା ଧୋନୀ ଇଣ୍ତିଆର ଅଧିନାୟକ ହେବାର ପୁରା କଥା । ଆପଣଙ୍କୁ ଏହା ଜାଣିକରି ଖୁସି ହେବ କି ଭାରତର ଶାନ ମହେନ୍ଦ୍ର ସିଂ ଧୋନୀ ଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ଦଶକ ୱାନ୍ ଡେ ଟିମ୍ ଅଧିନାୟକ ବନାଇଦିଆଗଲା , ସେମିତି କୋହଲି ଟେଷ୍ଟ ଟୀମ୍ ରେ ଅଧିନାୟକ ଦିଆଯାଇଥିଲା,

ସିଏ ର ୱାନ୍ ଡେ ଟିମ୍ ତିନୋଟି ଭାରତୀୟଙ୍କୁ ଜାଗା ଦେଇଥିଲା , ମହେନ୍ଦ୍ର ସିଂଙ୍କ ଛଡା ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କୁ ଏହି ଟୀମ୍ ରେ ଜାଗା ଦିଆଯାଇଥିଲା , ରୋହିତ୍ ସିଏ ଟିମ୍ ରେ ହାଶିମ୍ ଅମଲା ସହ ଓପନିଙ୍ଗ୍ କରିଥାନ୍ତି , ଓ କୋହଲି ସବୁଥର ତିନି ନମ୍ବରରେ ଆସିଥାଏ , ଏମ୍ ଏସ୍ ଧୋନୀ ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ , ରୋହିତ୍ ଶର୍ମା, ହାସିମ୍ ଆମଲା , ବିରାଟ କୋହଲି , ଏବି ଡେଭିଲିୟର୍ସ, ଶାକିବ ଅଲ ହସନ , ଜୋଷ ବଟଲର , ରାଶିଦ୍ ଖାନ୍ , ମିସେଲ୍ ଷ୍ଟାକ୍ , ଟ୍ରେଣ୍ତ ବୋଲ୍ଡ  ଲାସିଥ୍ ମାଲିଙ୍ଗା, ଆଦି ଖେଳାଳୀ ଏହି ଟିମ୍ ରେ ସାମିଲ୍ ଅଛି ।

ଏବେ ଆସୁଥିବା କିଛି ଦିନରେ ଦେଶର କ୍ରିକେଟ୍ ପ୍ରେମୀ ପାଇଁ ଭଲ ଉତ୍ସାହିତ କରିଦେବ , ଗୋଟେ ପଟୁ ଯେଉଁଠି ଭାରତୀୟ ଟିମ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ୍ କୁ ଲୁହା ଲାଗିଛି , ଓ ଅନ୍ୟ ପଟେ କ୍ରିକେଟ୍ ପ୍ରେମୀ ନିଜ ସବୁଠାରୁ ପସନ୍ଦର ଅଧିନାୟକ ରୁ ଜଣେ ମହେନ୍ଦ୍ର ସିଂ ଧୋନୀ ଟୀମ୍ ଇଣ୍ତିଆ ଅଧିନାୟକ ଛାଡିଯିବା ପରେ ଆଉଥରେ ଅଧିନାୟକ ନଜର ଆସିବେ ।

Leave a Reply

Your email address will not be published. Required fields are marked *