March 3, 2024

Odia Express

News For Public

୧୯ ଫେବୃୟାରୀ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୩ ଟୀ ରାଶି ଉପରେ ଭଗବାନ କୃପା କରିବେ

ମେଷ ରାଶି : ଆଜି ଭଲ ଭାବନାତ୍ମକ ଅଭିବ୍ୟକ୍ତିରୁ ସଂବନ୍ଧରୁ ମଧୁରତା ଆସିବ , ଆଜି ନିଜକୁ ଉର୍ଜାବାନ ଆସିବେ , ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆୟୋଜନ କରିବେ । କାର୍ୟସ୍ଥଳରେ ସୁଧାର ଆସିବାର ପରିବର୍ତ୍ତନ ଦେଖାଦେଉଛି , ମାନସିକ ଚିନ୍ତା ଆହୁରି ବଢିଯାଏ  କିଛି ଲୋକଙ୍କର କାରଣରୁ ଆପଣଙ୍କ ମୁଡ୍ ଖରାପ ହୋଇପାରେ । ପଇସାର ଅସୁବିଧା ଦୁର ହୋଇଯିବ ।

ବୃଷ ରାଶି : ଆଜି ଆପଣ ପରିବାର ସହସ୍ୟଙ୍କ ସହ ମିଶିକଇର୍ ଯେଉଁ କାର୍ଯ୍ୟ କରୁଥିଲେ ତାହା ଏବେ ସହଯୋଗୀ ଙ୍କ ଦ୍ୱାରା ପୁରା ହେବ ,ଆର୍ଥିକ ସ୍ଥ୍ତିତି ସୁଧାର ଆସିବ  ଆପଣଙ୍କ ଧ୍ୟାନ ଲକ୍ଷ୍ୟରୁ ଭଟକାଇ ଦିଆଯାଇପାରେ । ଯାତ୍ରାର ଯୋଗ ହେଉଛି , କିନ୍ତୁ ବାଧାର ସାମ୍ନା କରିବାକୁ ଥିଲେ ତାହାର ସାମ୍ନା କରିପାରିବେ , ପାର୍ଟନରଙ୍କ ସହଯୋଗ ମିଳୀବ , ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ , ।

ମିଥୁନ ରାଶି : ଆଜି ଆପଣ ନୁଆ ନୁଆ ଲୋକଙ୍କ ସହ ସଂମ୍ପର୍କ ସ୍ଥାପନା କରିପାରନ୍ତି । ଆପଣଙ୍କ ଅଫିସରେ ଆପଣଙ୍କ ସମସ୍ୟାରୁ ମୁକ୍ତି ପାଈବେ  ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଯାଊଛି , ପାର୍ଟନର ସହ କେଉଁ ଆଡେ ଭୁଲିବାକୁ ଯାଈପାରନ୍ତି , ବ୍ୟସ୍ତତା ଅଧିକା ରହିବ । କାରୋବାରରେ ବୃଦ୍ଧି ହେବାର ଯୋଗ , ଯାତ୍ରାର ଯୋଗ ଅଛି କିନୁତ୍ ଧ୍ୟାନ ରଖନ୍ତୁ ଲକ୍ଷ୍ୟ ସ୍ଥଳ ଭଟକିପାରନ୍ତି , ଖାଦ୍ୟପେୟ ଉପରେ ଧ୍ୟନ ରଖନ୍ତୁ

କର୍କଟ ରାଶି : ଆଜି ଆପଣ ନିଜକୁ ସତେଜତା ଅନୁଭବ କରିବେ , ଆର୍ଥିକ ସ୍ଥିତିକୁ ନେଇକରି ଭୁଲ୍ ଫଇସଲା ନେବା ଭୁଲ୍ ହେବ । ଆଜି ନିଜ ଛୁଆଙ୍କ ସହ ସମୟ ଅତିବାହିତ କରିବେ , ଭାଇ ଭଉଣୀ କେଉଁ ମାମଲାକୁ ନେଇ ଯୁକ୍ତି କରିପାରନ୍ତି , ଯାତ୍ରା ଲାଭଦୟକ ହୋଇପାରେ , ବାହାନ ସାବଧାନତା ସହ ଚଲନ୍ତୁ ।

ସିଂହ ରାଶି  : ଆଜି ନୁଆ ଜବ୍ କିମ୍ବା ବିଜନେସ୍ କରିପାରନ୍ତି , ପ୍ରେମ ସଂବନ୍ଧ ପାଇଁ ଦିନ ଭଲ ଅଛି , ପରିବାରକୁ ନେଇ ଭାବୁକ ହୋଇପାରନ୍ତି , ଆଜି ସଫଳତାକୁ ଦେଖି ନୁଆ ସଫଳତାର ରାସ୍ତା ତିଆରି କରିବେ , ପାର୍ଟି ଓ ପିକନିକ୍ ରେ ଆନନ୍ଦ ପ୍ରାପ୍ତ ହେବ , ବୌଦ୍ଧିକ କାର୍ଯ୍ୟ ସଫଳ ହେବ , ସଂଙ୍ଗୀତ ଇତ୍ୟାଦି ରୁଚି ବଢିବ ।

ତୁଳା ରାଶି : ପରିବାର୍ ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହା ଭଲ ସମୟ ଅଛି  ବିତ୍ତିୟ ସ୍ଥିତିରେ ସୁଧାର ଆସିବ , କିନ୍ତୁ ଅନ୍ୟାବଶ୍ୟକ ଖର୍ଚ୍ଚର କାରଣରୁ ମନ ଖରାପ ହୋଇପାରେ,  ପରିବାରର ସାହାଯ୍ୟରୁ ଆର୍ଥିକ ଅସୁବିଧା ଦୁର ହୋଇଯିବ , ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି ବଡ ଲାଭ ଦେଇପାରେ  ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

କନ୍ୟା ରାଶି : ଆଜି ଲାହ କମାଇବାରେ ଅବସର ପାଇବେ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କର ନଜର ରଖିବା ଉଚିତ୍ ହେବ ଯେଉଁ ମନୋରଞ୍ଜକ ହେବ ତାହା ଆନନ୍ଦ ପ୍ରଦାନ କରିବ , ଏକ ଶାନ୍ତ ମନରେ ଆପଣଙ୍କ  ଅଧିକାଂଶ କାର୍ଯ୍ୟ ପୁରା କରିବାରେ ସାହାଯ୍ୟ ମିଳିପାରେ , ପରିଶ୍ରମରୁ ଅଧିକା ଲାଭ କମ୍ ହେବ । କଟୁ ଲୋକଙ୍କର ହାନି ହୋଇପାରେ ,

ତୁଳା ରାଶି : ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହି ସମୟ ଭଲ ଅଛି , ବିର୍ତ୍ତିୟ ସ୍ଥିତିରେ ସୁଧାର ଆସିବ , ଅନାବଶ୍ୟକ ଖର୍ଚ୍ଚରୁ ଦୁରେଇ ରୁହନ୍ତୁ , ପରିବାରର ସାହାଯ୍ୟରୁ ଆପଣଙ୍କ ଆର୍ଥିକ  ଅବସ୍ଥା ଖରାପ ହୋଇପାରେ,  ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି କାର୍ଯ୍ୟ ବଡ ଲାଭ ଦେଇପାରେ , ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

୯)ବିଛା ରାଶି : ବିଦ୍ୟାର୍ଥି ବର୍ଗ ପରିକ୍ଷା ଓ ସାକ୍ଷାତକାର ପରୀକ୍ଷାରେ ଆଦି ସଫଳତା ପାଇବେ , ବେପାରିକ ଓ ବ୍ୟବସାୟିକ ସଂନ୍ଧର୍ଭରୁ ପରିଶ୍ରମ ଓ ପ୍ରଭାବଶାଳି ବ୍ୟକ୍ତିଙ୍କର ସହାୟତାରେ ନିଜ ସ୍ଥିତିକୁ ସୁଧାର ଆଣିବେ , ନିଦ୍ଧାରିତ କାମରେ ସଫଳତା ପାଇବେ , କାମ ଧନ୍ଦାରେ ନିଜ ମାମଲାରେ ଅଧିକା କ୍ରୋଧି ହୋଇପାରନ୍ତି , ପ୍ରତିସ୍ପଦୀ ଉପରେ ବିଜୟ ହାସିଲ୍ କରିବେ , ଚାକିରିରେ ଉଚ୍ଚଅଧିକାରୀନକ୍ ଦ୍ୱାରା ପ୍ରସନ୍ନତା ପାଇବେ ,

ଧନୁ ରାଶି : ସାମାଜିକ ରୁପରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ହେବ , ନିଜ ଛୁଆଙ୍କର ପ୍ରଗତି ରୁ ଆପଣ ଖୁସି ହେବେ । ବ୍ୟବସାୟ କରୁଥିବା ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗ ଅଛି  ,ଚାକିରି ପେଶା ଲୋକ ମାନେ ନିଜ ଉଚ୍ଚ ଅଧିକାରୀଙ୍କ ଠାରୁ କୃପା ଦୃଷ୍ଟି ପାରିବେ , ପରିବାର ସହ କେଉଁ ଆଡେ ବୁଲିବାର ପ୍ଲାନିଙ୍ଗ୍ କରିପାରନ୍ତି , ବ୍ୟାଙ୍କିଙ୍ଗ୍ ଫିଲଡ୍ ରେ କାର୍ଯ୍ୟ କରିବା ବାଲା ଜାତକ ସଫଳ ହେବେ ।

ମକର ରାଶି : ଆଜି ନୁଆ କାମ କରିବାରେ ପ୍ରେରିତ ହେବେ , ଶୁଭ ସମୟ ଆରମ୍ଭ ହୋଇସାରିଛି , ଆଘାତ କିମ୍ବା ଦୁର୍ଘଟଣାରୁ ଶାରରୀକ ହାନି ହୋଇପାରେ ବାଣିରେ ନିୟନ୍ତ୍ରଣ ରଖନ୍ତୁ , ଶତ୍ରୁକର ବିପକ୍ଷୟରେ ଗୁପ୍ତରୁପରେ କାମ କରି ପାଅନ୍ତି , ଯାହା ଚିନ୍ତାର ବିଷୟ ହୋଇପାରେ , ସବୁ ବିଚାର ପୁର୍ବକ ବାଣୀ କୁହନ୍ତି , ଗାଡି ଚଲାଉଥିବ୍ ବେଳେ ସାବଧାନତାରଖତ୍ନୁ , ବହୁତ ଦିନରୁ ଅଟକିଥିବା କାମ ପ୍ରୁରା ହେବ ।  ବୈବାହିକ ଜୀବନ ଆନନ୍ଦଦାୟକ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ଆପଣଙ୍କ ମାଲିକ ଓ ଉଚ୍ଚ ଅଫିସରଙ୍କୁ ପ୍ରଭାବିତ କରିବ , ପୁଜା ପାଠରେ ମନ ଲାଗିବ , ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ , ପାର୍ଟନରଙ୍କ ସହ ମତଭେଦରୁ ଦୁରେଇ ରୁହନ୍ତୁ , ଆପଣଙ୍କ ବରିଷ୍ଠ ବ୍ୟବହାର ପ୍ରତି ନରମ ରହିବେ , ପାରିବାରିକ ଜୀବନରେ ସୁଖି ଓ ଶାନ୍ତି ପୁର୍ଣ୍ଣ ରହିବ , ଆଇ ଟି ମିଡିଆ ଫିଲଡ୍ ରେ ସଫଳ ରହିବେ , ଆଜି ଲଭ୍ ଲାଇଫ୍ ପ୍ରଭାବିତ ହେବେ ।

ମୀନ ରାଶି : ଆଜି ଆପଣଙ୍କ ପାଖରେ ନୁଆ ଅବସର ପାଇବେ , ଓ ତାହାର ଉପଯୋଗ କରି ଲାଭ ପ୍ରାପ୍ତି କରିପାରିବେ , କ୍ୟାରିୟର ପାଇଁ ଆଜିର ଦିନ ପଥର୍ ପ୍ରମାଣିତ ହେବ , ଉଚ୍ଚଅଧିକାରୀଙ୍କ ପ୍ରାପ୍ତି ସହଯୋଗ ଆପଣଙ୍କୁ ପ୍ରୋତ୍ସାହନ କରିବ , ଯଦି ଆପଣଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ , ରାଜନୈତିକ କ୍ଷେତ୍ରରେ ସଫଳ ହେବେ , ଆଜି ଧନର ଆଗମନ ହେବ , ଭାବନାତ୍ମକ ହିସାବରେ ଦୁର୍ବଳତା ଅନୁଭବ କରିପାରନ୍ତି , ବଡ ବୟସ୍କ ଲୋକଙ୍କର୍ ଆଶିର୍ବାଦ ନିଅନ୍ତୁ  ।

 

Leave a Reply

Your email address will not be published. Required fields are marked *