March 29, 2024

Odia Express

News For Public

ଏହି ବ୍ୟକ୍ତି ଜଣଙ୍କ ଅମିତାଭ ବଚ୍ଚନଙ୍କୁ ବନାଇଲେ ବଲିଉଡ୍ ର ସେହନଶାହ୍ , ୪୭ ବର୍ଷ ହେଲା ଅଛନ୍ତି ତାଙ୍କ ସାଥିରେ – ଦେଖନ୍ତୁ କିଏ ସେ…

କଳାକାରଙ୍କ ସହ ବହୁତ ଲୋକ ଛାଇଙ୍କ ପରି ରହିଥାନ୍ତି । ଏହି ଲୋକଙ୍କର ମଧ୍ୟରେ ଅଙ୍ଗରକ୍ଷୀ, ମେକଅପ୍ ଆର୍ଟିଷ୍ଟ, ଓ ଡ୍ରାଇଭର୍ ସାମିଲ୍ ଥାନ୍ତି , ଲମ୍ବା ସମୟ ଯାଏଁ କାମ କରିବାପରେ ଏହି ଲୋକମାନେ କଳାକାରଙ୍କ ସହ ସଂମ୍ପର୍କ ମଜବୁତ୍ କରିବସନ୍ତି , ଏହାସହ କଳାକାରମାନେ ସେମାନଙ୍କୁ ନିଜ ପରିବାରର ସଦସ୍ୟ ବି ମାନିନିଅନ୍ତି , ଏବେ କିଛି ଦିନ ହେବ ଅମିତାଭ ବଚ୍ଚନ ମେକଅପ୍ ମ୍ୟାନ୍ ଦୀପକ ସାୱନ୍ତ ଙ୍କ କାମ କରୁଥିବାର ୪୭ ବର୍ଷ ପୁରା କରିଛନ୍ତି , ଏହି ଖାସ୍ ମଉକାରେ ବିଗ୍ ବି ଏକ ଫଟୋ ସେୟାର୍ କରିଛନ୍ତି , ଓ ନିଜ ହୃଦୟର କଥା କହିଛନ୍ତି ।

ଏହି ଫଟୋରେ ଦୀପକ ସାୱନ୍ତଙ୍କ ପରିବାର ସହ ବିଗ୍ ବି ନଜର ଆସିଛନ୍ତି । ଅମିତାଭ ବଚ୍ଚନ ଟ୍ୱିଟର୍ ରେ ଲେଖିଛନ୍ତି କି ଦୀପକ ୪୭ ବର୍ଷରୁ ମୋର ମେକଅପ୍ ମ୍ୟାନ୍ ଅଛନ୍ତି , ସେ ନିଜ ଆୟରୁ ମରାଠି ଓ ଭୋଜପୁରି ଫିଲ୍ମ ତିଆରି କରିଥିଲେ , ସ୍ତ୍ରୀ ପାଇଁ ସେ ଏକ ଛୋଟ ପାର୍ଲର୍ ଖୋଲିଛନ୍ତି , ଆଜି ପାର୍ଲର୍ କୁ ୪୦ ବର୍ଷ ହୋଇସାରିଛି । ଅମିତାଭ ଲେଖିଲେ କି ଥ୍ରୀ ଷ୍ଟୋରୀ ବିଲଡିଙ୍ଗ୍ ରେ ୪୦ ରୁ ଅଧିକା କର୍ମଚାରୀ ଅଛନ୍ତି । ମୋର ମେକଅପ୍ ୱାର୍କରୁ ସେ କେବେ ଛୁଟିନେଇନାହାନ୍ତି , ଦିପକ ସାୱନ୍ତ ବିଗ ବି ଙ୍କ ସହ ୪୭ ବର୍ଷ ହେଲା ଅଛନ୍ତି । ଏହି ଦୁହେଁ କାମର୍ ଆରମ୍ଭ ୧୯୭୩ ମସିହାରୁ କରିଥିଲେ , ଦିପକ ବିଗ ବି ଙ୍କ ମେକ ଅପ୍ ଓ ହେୟାର୍ ଷ୍ଟାଇଲିଷ୍ଟ ଅଟନ୍ତି ,

ଏହି ଦୁହେଁଙ୍କର ବଣ୍ତିଙ୍ଗ୍ ଆପଣ ଏହି କଥାରୁ ଲଗାଇପାରିବେ କି ଦିପକଙ୍କ ଫିଲ୍ମରେ ଅମିତାଭ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ସତ୍ତ୍ୱେ ବି କାମ କରିଥିଲେ । ବିଗ୍ ବି ଙ୍କ ପାଖରେ ଏବେ ସେମିତି ବହୁତ ଫିଲ୍ମର ଅଫର୍ ଅଛି , ଯେଉଁଥିରେ ଝୁଣ୍ତ, ଚେହେରା, ଓ ଗୁଲାବୋ ସିତାବୋ, ଅଛି , ସେମିତି ଗୁଲାବୋ ସିତାବୋ ର ଲୁକ୍ କୁ ବହୁତ ପସନ୍ଦ କରାଯାଉଛି , ସାମାନାରେ ଆସିଥିବା ଫଟୋରେ ଜଣେ ବୟସ୍କ ବ୍ୟକ୍ତି ଦେଖାଯାଉଛନ୍ତି , ଫଟୋରେ ତାଙ୍କ ମେକ୍ ଅପ୍ ଏତେ ଜବରଦସ୍ତ ଅଛି କି ଚିହ୍ନିବା ବି ମୁସକିଲ୍ ହୋଇଛି ।

ପ୍ରଥମେ ଅମିତାଭ ଙ୍କ ଚେହେରା ଓ ଗୁଲାବୋ ସିତାବୋ ରିଲିଜ୍ ଡେଟ୍ କୁ ନେଇକରି କିଛି ବିବାଦ ହୋଇଥିଲା,  ଏବେ ଗୁଲାବୋ ସିତାବୋର ନିର୍ମାତାଙ୍କ ଅନୁରୋଧରେ ଚେହେରା ରିଲିଜ୍ ଡେଟ୍ ଆଗକୁ ବଢାଇଦେଇଛନ୍ତି , ପ୍ରଥମେ ଏହି ଫିଲ୍ମ ୨୪ ଅପ୍ରେଲ୍ ରେ ଆସିବାର ଥିଲା , କିନ୍ତୁ ଏହି ଫିଲ୍ମ ୧୭ ଜୁଲାଇ କୁ ରିଲିଜ୍ ହେବ , ସେମିତି ଗୁଲାବୋ ସିତାବୋ ତୟ ତାରିଖ ୧୭ ଅପ୍ରେଲ୍ କୁ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *