March 3, 2024

Odia Express

News For Public

ପୁରୁଷଙ୍କ ଛାତିରେ ଯଦି ବାଳ ଅଛି ତେବେ ହୋଇଥାଏ ଏହି ସଙ୍କେତ – ଜାଣିନିଅନ୍ତୁ ନହେଲେ ଖାଇପାରନ୍ତି ଧୋକା…

ଆଜି ପର୍ଯ୍ୟନ୍ତ ଆପଣମାନେ ହାତରେ ରେଖା କିମ୍ବା ମଥାରେ ରେଖା କିମ୍ବା ଶରୀରରେ ଦେଖାଯାଉଥିବା କଳାଜାଇକୁ ଦେଖିକରି ଭବିଷ୍ୟର ଚରିତ୍ର ବିଷୟରେ ଦେଖିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ପୁରୁଷଙ୍କ ଛାତିରେ ମହଜୁଦ୍ ବାଳକୁ ଦେଖିକରି ବ୍ୟକ୍ତିର ବ୍ୟକ୍ତିତ୍ୱ କିପରି ପତ୍ତା ଲଗାଇପାରିବେ , ସାମୁଦ୍ରିକ ଶାସ୍ତ୍ର ଆଧାରରେ ପୁରୁଷ ଓ ମହିଳାଙ୍କ ବିଭିନ୍ନ ଅଙ୍ଗରେ ସଂରଚନା ଦେଖିକରି ତାଙ୍କର ବ୍ୟକ୍ତିତ୍ୱ ଓ ବ୍ୟବହାର ବିଷୟରେ ପତ୍ତା ଲଗାଯାଇପାରିବ , ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଛାତିରେ ଅଧିକା ବାଳ ହୋଇଥାଏ , କିଛି ଅଲଗା ବ୍ୟକ୍ତିତ୍ୱ ମାନାଯାଏ , ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷଙ୍କର ଛାତିରେ ଅଧିକା ବାଳ ହୋଇଥାଏ , ତେବେ ତାଙ୍କର ଅଲଗା ବ୍ୟକ୍ତିତ୍ୱ ମାନାଯାଏ , ଆଜି ଆମେ ଆପଣଙ୍କୁ ଏମିତି ପୁରୁଷଙ୍କ ବିଷୟରେ କହିବାକୁ ଯାଊଛୁ , ଯାହାଙ୍କର ଛାତିରେ ଅଧିକା ବାଳ ଦେଖିବାକୁ ମିଳିଯାଏ ।

ଆଜିର ମର୍ଡର୍ଣ୍ଣ ଯୁଗରେ ବହୁତ ପୁରୁଷଙ୍କ ଛାତିରେ ବାଳ ରହିବା ପସନ୍ଦ ଲାଗେ ନାହିଁ , ଓ ଏହି ବାଳକୁ ସେ ସେମାନେ ରିମୁଭର୍ ଦ୍ୱାରା ହଟାଇଦିଅନ୍ତି, ସମସ୍ତେ ଏହା ଭାବିଥାନ୍ତି ଏହି ବାଳରୁ କିପରି ଦୁରେଇ ରହିବେ , କିନ୍ତୁ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ପୁରୁଷଙ୍କ ଛାତିରେ ବାଳ ହୋଇଥାଏ ସେମାନେ ଅଲଗା ପୁରୁଷଙ୍କ ମୁକାବଲାରେ ଅଲଗା ହୋଇଥାନ୍ତି , ସାମୁଦ୍ରିକ ଓ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଛାତିରେ ବାଳ ଅଧିକା ହେବା , ଏକ ଗଭୀର ଅର୍ଥ ବୁଝାଇଥାଏ ,  ଆପଣଙ୍କୁ ଏହି ଆଧାରରେ ପୁରୁଷଙ୍କ ଚରିତ୍ର ବିଷୟରେ ପତ୍ତା ଲଗାଇପାରିବେ । ଯେଉଁ ପୁରୁଷଙ୍କ ଛାତିରେ ଅଧିକା ବାଳ ହୋଇଥାଏ , ସେମାନେ ଶାରରୀକ ରୁପେ ମଜବୁତ୍ ଓ ବଳିଷ୍ଠ ହୋଇଥାନ୍ତି , ଓ ଏମିତି ପୁରୁଷ କେବେ କାହାର ଖରାପ ଭାବନା ଚିନ୍ତା କରନ୍ତି ନାହିଁ , ଅର୍ଥାତ୍ ସେମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏହି ଲୋକ କେବେ କାହାକୁ ମିଛ କହନ୍ତି ନାହିଁ , ଓ ସବୁବେଳେ ସତ କହିଥାନ୍ତି

ଯେଉଁ ପୁରୁଷଙ୍କ ଛାତିରେ ଅଧିକା ବାଳ ଥାଏ , ସେମାନେ ଅଲଗା ପୁରୁଷଙ୍କ ମୁକାବଲାରେ ଅଧିକା ଚାଲାକ୍ ହୋଇଥାନ୍ତି , ଓ ଏହି ଲୋକଙ୍କର ଜନ୍ମ ପଇସା କମାଇବା ପାଇଁ ହୋଇଥାଏ , ଏମାନେ ନିଜ ଦିମାଗ ଲଗାଇକରି ବହୁତ ସାରା ପଇସା କମାଇଦିଅନ୍ତି । ଅଧିକାଂଶ ଏମିତି ଲୋକ ପୁରା ଭାବେ ସୁସ୍ଥ୍ୟ ହୋଇଥାନ୍ତି , ଏହି ଲୋକଙ୍କର୍ ଦିମାଗ ବହୁତ ତେଜ୍ ହୋଇଥାଏ , ଅଧିକା ତେଜିରେ କାମ କରିବାରେ ସକ୍ଷମ ହୋଇଥାନ୍ତି , ଏହି ଲୋକଙ୍କୁ ଚାକିରି କରିବା ବଜାୟରେ ନିଜର ବ୍ୟବସାୟ କରିବାରେ ପସନ୍ଦ ହୋଇଥାଏ , ଏହି ଲୋକ କାହାକୁ ବି ନିଚ୍ଚ ଦେଖାଇବା ପସନ୍ଦ କରନ୍ତି ନାହିଁ , ଏମିତି ଲୋକଙ୍କୁ ସାଥିରେ ନେଇକରି ଚାଲିବା ଲୋକ ହୋଇଥାନ୍ତି , ଏମାନେ କାହାବିଷୟରେ ଭୁଲ୍ ଭାବନ୍ତି ନାହିଁ , ସମସ୍ତଙ୍କ ଭଲ କଥା ଚିନ୍ତା କରନ୍ତି , ଯଦି କାହାର ଖରାପ ଚାହିଁଲେ ବି ତାଙ୍କର ମନ ତାଙ୍କୁ ତାହା କରିବାରେ ଅଟକାଇଦିଏ , ଏହି ଲୋକ ସବୁବେଳେ ସତ କହିବାରେ ପସନ୍ଦ କରନ୍ତି ।

ଏହା ବି କୁହାଯାଏ କି ଛାତିରେ ବାଳ ହେବା ଦ୍ୱାରା ପୁରୁଷ ବହୁତ ପରିଶ୍ରମ ସ୍ୱଭାବର ହୋଇଥାନ୍ତି , ଓ ପରିଶ୍ରମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ , ଓ ଏହି ଗୁଣ ତାଙ୍କୁ ଅନ୍ୟ ଲୋକଙ୍କୁ ଶ୍ରେଷ୍ଠ କରିଥାଏ , ଲୋକଙ୍କର ଭଲ ସ୍ୱଭାବ କାରଣରୁ ଲୋକେ ଏମାନଙ୍କ ବହୁତ ଇଜ୍ଜତ କରନ୍ତି , ଓ ଏମାନଙ୍କ ପାଖରେ କେବେ ପଇସା ଅଭାବ ଦେଖାଯାଏ ନାହିଁ , ଏମାନଙ୍କ ଏହି ସବୁ ଗୁଣ କାରଣରୁ ଏମାନେ ଅଖି ବନ୍ଦ କରି ତାଙ୍କ ଉପରେ ବିଶ୍ୱାସ କରାଯାଈପାରେ , ଓ ଆଶା କରିପାରିବା କି କାହା ସହ୍ ଭୁଲ୍ ଏମାନେ କରିପାରିବେ ନାହିଁ , ଓ ଏମିତି ପୁରୁଷଙ୍କ ଜୀବନରେ ଭଲ ପାର୍ଟନର ହୁଅନ୍ତି , ଓ ସେମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି , ଏହା ଛଡା କୁହାଯାଏ କି ଯେଉଁ ପୁରୁଷଙ୍କ ଛାତିରେ ବାଲ ନଥାଏ , ସେମାନଙ୍କ ଉପରେ ଭରସା କରିପାରିବା ଉଚିତ୍ ନୁହେଁ ସାମୁଦ୍ରିକ ଶାସ୍ତ ଅନୁସାରେ ଏହି କଥା ବିଲକୁଲ୍ ଠିକ୍ ଅଟେ, ଏମାନେ ଅନ୍ୟଙ୍କ କଥାକୁ ଜାଣିପାରନ୍ତି , କିନ୍ତୁ ନିଜ ମନର କଥା ସର୍ବଦା ଗୁପ୍ତ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *