March 3, 2024

Odia Express

News For Public

ଅନ୍ୟ ଝିଅକୁ ବିବାହ କରୁଥିଲେ ପ୍ରେମୀକ , ସେଠାରେ ବରଯାତ୍ରୀ ନେଇକରି ପହଞ୍ଚିଗଲା ପ୍ରେମିକା , ଓ କରିଦେଲା ଏତେ ବଡ କାଣ୍ତ…

ସାଜସଜ୍ଜା କରି ବର ସାତ ଫେରା ନେବା ପାଇଁ ଗେଷ୍ଟ ହାଉସ୍ ନେଇକରି ପହଞ୍ଚିଲା , ଏଠାରେ ଝିଅ ପକ୍ଷବାଲା ବରଯାତ୍ରୀଙ୍କୁ ବହୁତ ଭଲ ଭାବେ ସ୍ୱାଗତ କଲେ , ସବୁ ରୀତିନୀତି ପରେ ଜୟମାଳା କାର୍ଯ୍ୟକ୍ରମ ଚାଲୁଥିଲା । କନ୍ୟା ନିଜ ବାନ୍ଧବୀଙ୍କୁ ନେଇକରି ଜୟମାଳା ନେଇକରି ଆଗକୁ ବଢୁଥିଲା ତେବେ ଏକ ଯୁବତୀ ପୋଲିସ୍ ସହ ସେଠାରେ ଆସି ପହଞ୍ଚିଲା,  ଓ ସେ କନ୍ୟାର ହାତରୁ ଜୟମାଳା ଛଡାଇକରି ବରର ଗଳାରେ ପକାଇଦେଲା , ଏହି ସମୟରେ ସବୁ ଲୋକ ଜଣେ ଆଉଜଣଙ୍କୁ ଚକିତ ହୋଇ ଦେଖିବାକୁ ଲାଗିଲେ , ଡିଜେ ବନ୍ଦ ହେବା ସହ ନାଚ ଗୀତ ସବୁ ଏକା ସାଙ୍ଗେ ବନ୍ଦ ହୋଇଗଲା , ଯୁବତୀ ପୁରା ଘଟଣା ସୁଚନା କନ୍ୟାର ବାପାଙ୍କୁ କହିଲେ , ପୋଲିସ ବର ଓ ତାହାର ପରିବାର ଲୋକଙ୍କୁ ଥାନା ନେଇଆସିଲେ , ଯେଉଁଠି ଥାନାରେ ଦୁହେଁ ପକ୍ଷରୁ ପଞ୍ଚାୟତ ହୋଇଥିଲା , ଓ ପରିଶେଷରେ ବିବାହ ଅଟକିଦିଆଗଲା ।

ବିବାହର ଫୁଲ୍ ଡ୍ରାମା ଏହି ମାମଲା କାନପୁର୍ ବରା ଥାନା ଇଲାକାରେ ଅଟେ, ଏଠାରେ ପ୍ରେମ ନାରାୟଣ ବଡ ପୁଅ ବିବାହ ଏଠାରେ ରହୁଥିବା ଏକ କାରୋବାରୀ ଏକ ଝିଅ ସହ କରିଥିଲେ,  ଝିଅ ପକ୍ଷ ଲୋକେ ମୁଖିଆ ଗେଷ୍ଟ ହାଉସ୍ ବିବାହ ସମାରୋହ କାର୍ଯ୍ୟକ୍ରମ ରହିଥିଲା , ବିବାହର ପୁରା ପ୍ରସ୍ତୁତି ହୋଇସାରିଥିଲା<  କନ୍ୟା ବି ସଜେଇ ହୋଇସାରିଥିଲା , ସେମିତି ବର ବି ସାତ ଫେରା ନେବାପାଇଁ ବରଯାତ୍ରୀ ନେଇକରି ଆସିଲା , ଝିଅର ବାପା ଏହି କଥା କହିଥିଲା କି ଯୁବତୀ ବରର ସବୁ ରହସ୍ୟ ଖୋଲିଦେଲା,  ଏହି ସମୟରେ ବରର ବନ୍ଧୁମାନେ ଯୁବତୀକୁ ପିଟିବାକୁ ଚେଷ୍ଟା କରିଥିଲେ,  କିନ୍ତୁ ପୋଲିସ୍ ତାହାକୁ ଅଟକାଇଦେଲେ , ଓ ସମସ୍ତଙ୍କୁ ଥାନା ନେଇଗଲେ ,

ଯୁବତୀ କହିଲେ କି ପ୍ରଶାନ୍ତ ଏକ ପ୍ରାଇଭେଟ୍ ଫ୍ୟାକ୍ଟଟ୍ରିରେ କାମ କରୁଥିଲା,  ସେଠାରେ ଜବ୍ କରୁଥିଲେ , ଦୁଇ ବର୍ଷ ପୁର୍ବରୁ ପ୍ରଶାନ୍ତଙ୍କ ସହ ମୋର ସାକ୍ଷାତ ହେଲା , ଓ ଆମେ ଦୁହେଁ ବନ୍ଧୁ ହୋଇଗଲୁ , ପ୍ରଶାନ୍ତ ଏକ ଦିନ ଫୋନ କରି ନିଜ ହୃଦୟର କଥା କହିଦେଲେ , ମୁଁ ପ୍ରେମର ନିବେଦନ କରିଦେଲି , ଏହାପରେ ମୋତେ ଘର ନେବା ଓ ଛାଡିବାକୁ ଯାଉଥିଲେ । ମୁଁ ଘର ଲୋକଙ୍କୁ ଲୁଚି ବୁଲିବାପାଇଁ ଶିମଲା ଓ ଉଟି ଆସିଯାଇଥିଲି , ପ୍ରଶାନ୍ତ ମୋତେ ବହୁତ ଭଲ ପାଉଥିଲା , ଓ ସେ ମୋତେ ବିବାହ କରିବାକୁ ପ୍ରସ୍ତାବ ରଖିଥିଲା,  ଆମେ ଗୋଟେ ବର୍ଷ ପୂର୍ବରୁ ପରିଜନଙ୍କୁ ବିନା କହି ମନ୍ଦିର ଯାଇକରି ସାତଫେରା ନେଇଯାଇଥିଲୁ  ଏହାପରେ ମୁଁ ପ୍ରଶାନ୍ତ କହିଲି କି ମୋର ପରିଜନଙ୍କ ସହ ମିଶିକରି କଥାହେବେ ପ୍ରଶାନ୍ତ ମୋର ବାପାଙ୍କ ସହ କଥା ହେଲେ ଯାହା ଉପରେ ସେ ରାଜି ହୋଇନଥିଲେ,

ଏହାପରେ ପ୍ରଶାନ୍ତ ମୋ ଠାରୁ ଦୁରେଇ ଗଲେ , ଓ ଚୁପ୍ ଚାପ୍ ବିବାହ କରିଦେଲେ , ସେମିତି ଏହି ମାମଲା ବରର କହିବା କଥା କି ସେହି ଯୁବତୀର ପରିଜନ ବିବାହ ପାଇଁ ଏକ ବର୍ଷ ପୁର୍ବରୁ କଥା ହୋଇଥିଲେ,  କିନ୍ତୁ ତାଙ୍କ ପରିଜନ ମନା କରିଦେଲେ , ଏହାପରେ ମୁଁ ବିବାହ ପାଇଁ ଚେଷ୍ଟା କରିଥିଲି , କିନ୍ତୁ କଥା ହୋଇପାରିଲା ନାହିଁ , ଏହି ସମୟରେ ଘର ଲୋକେ ମୋର ବିବାହ ଠିକ୍ କରିଦେଲେ,  ଝିଅର ବାପା ପ୍ରସ୍ତୁତ ହୋଇନଥିଲେ , ମୁଁ ବି ହଁ କରିଦେଲି ।

Leave a Reply

Your email address will not be published. Required fields are marked *