March 3, 2024

Odia Express

News For Public

ଲକ୍ଷାଧିକ ଚେଷ୍ଟା କରିବାପରେ ବି ସୁଦୃଢ ହୋଇ ପାରେ ନାହିଁ ଏହି ଦୁଇଟି ରାଶିର ମଧ୍ୟରେ ସଂମ୍ପର୍କ, ହୋଇଥାଏ ସବୁଠାରୁ ଖରାପ କପଲ୍ ….

ଜୀବନରେ କିଛି ସମୟ ଏପରି ହୋଇଥାଏ ଯେବେ ଆପଣଙ୍କ ସାକ୍ଷାତ କେଉଁ ମହିଳା କିମ୍ବା ପୁରୁଷ ସହ ହୋଇଥାଏ , ତେବେ ସେହି ସମୟରେ ଏମିତି ଲାଗିଥାଏ କି ଦୁହେଁ ଦୁହେଁଙ୍କୁ ଭଲ ଭାବରେ ବୁଝିବାକୁ ଲାଗିଛନ୍ତି  ଆପଣଙ୍କୁ ଏମିତି ଲାଗିବାକୁ ଲାଗେ ଜି ସବୁ ଗ୍ରହ ଓ ନକ୍ଷତ୍ର ଆପଣଙ୍କୁ ମିଶାଇବାକୁ ଚେଷ୍ଟା କରିଥାଏ , କାରଣ ଆପଣ ଦୁହେଁଙ୍କ ସଉକ , ରହିବା ସହିବା ଓ ବିଚାର ମିଶିବାକୁ ଲାଗିଥାଏ ।

୧) ମକର ଓ ମେଷ ରାଶି : ଆଗକୁ ଚାଲିକରି ଆପଣଙ୍କ ନକ୍ଷତ୍ର ମିଶିପାରେ ନାହିଂ , ଓ ସଂମ୍ପର୍କରେ ସମସ୍ୟା ଉତ୍ପନ୍ନ ହୋଇଥାଏ , କହିଦେବୁ କି ଏହାର ବହୁତଥର କାରଣ ରାଶିର ନ ମିଶିବା କାରଣରୁ ହୋଇଥାଏ , କିଛି ରାଶିଗୁଡିକର ଜଣେ ଅନ୍ୟ ଜଣଙ୍କୁ ଆକର୍ଷିତ ହୋଇଥାନ୍ତି , ଓ କିଛି ରାଶିଗୁଡିକ ଅନ୍ୟର ବିପରିତ ହୋଇଥାନ୍ତି , ତେବେ ଆଜି ଆମେ ଆପଣଙ୍କୁ କହିବୁ ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକ ବହୁତ ଭଲ ଯୋଡା ହୋଇପାରନ୍ତି ନାହିଁ । ଭଲ ଜୀବନଶୈଳୀ ଓ ଭଲ ଭାବନା ରଖୁଥିବା ମକର ରାଶିର ଲୋକେ ସହ ମେଷ ରାଶିର ଲୋକେ ନିଜ ମନ ଇଚ୍ଛା ଓ ସବୁ ବେଳେ ମହତ୍ତ୍ୱକାଂକ୍ଷାରେ ରୁହନ୍ତି , ଓ ଏହା ସହ ତାଙ୍କର ସାଥି ହୋଇପାରେ ନାହିଁ , ଏମିତି ମାନାଯାଏ କି ମେଷ ରାଶିର ଲୋକ୍ ନିୟନ୍ତ୍ରଣ ରଖିବାକୁ ଚାହଁନ୍ତି  ଓ ଏମିତି ଲୋକ ମକର ରାଶି ଲୋକେ ପସନ୍ଦ କରନ୍ତି ନାହିଁ , ଏଥିପାଇଁ ଏହି ଦୁଇଟି ରାଶିଗୁଡିକ ଲୋକ ଭଲ ଦମ୍ପତି ହୋଇପାରନ୍ତି ନାହିଁ ।

କୁମ୍ଭ ଓ ବୃଷ ରାଶି : ଏମିତିରେ କୁମ୍ଭ ଓ ବୃଷ ରାଶିର ଲୋକେ ତାଳମେଳ ବସିପାରେ ନାହିଁ , ଜ୍ୟୋତିଷ୍ୟ ଅନୁସାରେ କୁମ୍ଭ ରାଶିର ଲୋକେ ଉର୍ଜା ଭରା ଓ ସ୍ୱାଧିନ ବିଶ୍ୱାସିର ହୋଇଥାନ୍ତି , ଯେବେ କି ବୃଷଭ ରାଶିର ଲୋକ ଜିଦ୍ଧି ଓ ଦୃଢ ସ୍ୱଭାବର ହୋଇଥାନ୍ତି , ଏଥିପାଇଁ ଏହି ଦୁହେଁ ରାଶିର ଲୋକେ ଅଧ୍ୟରେ ବାଧକ ହୋଇଥାଏ ।

ମୀନ ଓ ମିଥୁନ : ମୀନ ଓ ମିଥୁନ ରାଶିର ଲୋକେ ମଧ୍ୟରେ ଲଢେଇ ହୋଇଥାଏ , ଜ୍ୟୋତିଷ୍ୟ କହିବା କଥା କି ମୀନ ରଶିର ଲୋକେ ମିଥୁନ ରାଶିର ଲୋକଙ୍କୁ ବୁଝିପାରନ୍ତି ନାହିଁ , କାରଣ କୁହାଯାଏ କି ମୀନ ରାଶିର ଲୋକେ ବହୁତ ସହଜ ସ୍ୱଭାବର ହୋଇଥାନ୍ତି ଯେବେ କି ମିଥୁନ ରାଶିର ଲୋକେ ବିଷୟରେ ଏମିତି ଧାରଣ ହୋଇଥାଏ ଯିଏ ବିପରିତ କାର୍ଯ୍ୟ କରିଥାନ୍ତି , ଏଥିପାଇଁ ଏହି ଦୁହେଁ ରାଶିର ଲୋକେ ଏକ ଭଲ ଦମ୍ପତି ହୋଇପାରନ୍ତି ନାହିଁ ।

କର୍କଟ ଓ ମେଷ୍ ରାଶି : କର୍କଟ୍ ରାଶିର ଲୋକେ ବହୁତ ହିଁ ସୌମ୍ୟ ଓ ସିଧା ସ୍ୱଭାବର ହୋଇଥାନ୍ତି , ଯେବେ କି ମେଷ ରାଶିର ଲୋକେ ବହୁତ ତେଜ ଓ ଟିକିଏ କ୍ରୋଧୀ ହୋଇଥାନ୍ତି , ଏମିତିରେ ଲୋକ ଯେବେ ସିଧା ଲୋକଙ୍କର ସହ ଆସିଥାନ୍ତି ଟିକିଏ ଅସୁବିଧା ହୋଇଥାଏ , ଦୁହେଁ ସ୍ୱଭାବରୁ ବିଲକୁଲ୍ ବିପରିତ୍ ହୋଇଥାନ୍ତି,  ଏଥିପାଇଁ ଦୁହେଁ ରାଶିର ଲୋକଙ୍କର ମଧ୍ୟରେ ତାଳମେଳ ବସେ ନାହିଁ ।

ବୃଷ ଓ ସିଂହ ରାଶି ; ବୃଷ ରାଶି ଓ ସିଂହ ରାଶି ଯେବେ ପରସ୍ପର ମିଶନ୍ତି ତେବେ ଦୁହେଁଙ୍କର ମେଳ ଭଲ ହୋଇନଥାଏ , ଏହି ଦୁହେଁ ରାଶିର ଲୋକେ ଜିଦ୍ଦି ସ୍ୱଭାବର ହୋଇଥାନ୍ତି , ସିଂହ ରାଶିର ଲୋକେ ନିଜ ମଧ୍ୟରେ ରହିଯାଆନ୍ତି , ଓ ଯେବେ କି ବୃଷ ରାଶିର ଲୋକେ ଶାନ୍ତ ହୋଇଥାନ୍ତି , ଏହି କାରଣରୁ ଦୁହେଁ ରାଶିର ମଧ୍ୟରେ ଲଢେଇ ଝଗଡା ହୋଇରହିଥାଏ ।

କନ୍ୟା ରାଶି ଓ ମିଥୁନ : କନ୍ୟା ରାଶିର ଲୋକଙ୍କ ବିଷୟରେ ଏହା ଜଣାଯାଏ କି ଏମାନେ ଟିକିଏ ବୋରିଙ୍ଗ୍ ପ୍ରବୃତିର ହୋଇଥାନ୍ତି , ଓ ଦରକାରରୁ ଅଧିକା ପ୍ରାକ୍ଟିକାଲ୍ , ଯେବେ କି ମିଥୁନ ରାଶିର ଲୋକେ ଅଧିକା ଉତ୍ସାହି ଓ ଜିଜ୍ଞାସୁ , କନ୍ୟା ରାଶିର ଲୋକେ ପ୍ରେମ ଦେଖାଇବାରେ ସଙ୍କୋଚ କରିଥାନ୍ତି , ଯେବେ କି ମିଥୁନ ରାଶିର ଲୋକେ ବିନା କୌଣସି ଦ୍ୱିଧାରେ ଦୁନିଆଁର ସାମ୍ନାରେ ନିଜ ପ୍ରେମ ଦେଖାଇଦିଅନ୍ତି , ଏହାର ବିପରିତ କାରଣରୁ ଦୁହେଁ ରାଶିର ମଧ୍ୟରେ କେବେ ସଂମ୍ପର୍କ ବସିପାରେ ନାହିଂ ।

ତୁଳା ରାଶି ଓ କର୍କଟ ରାଶି ; ଏମିତିରେ ତୁଳା ରାଶିର କଥା କହିଲେ ଏମାନେ ନିର୍ଣ୍ଣୟ୍ ନେବାରେ ଅସମଞ୍ଜସ୍ୟ ସ୍ଥିତିରେ ର୍ହନ୍ତି , ଯେବେ କି କର୍କଟ ରାଶିର ଲୋକେ ବହୁତ ସ୍ଥିର ଓ ସଂବେଦନଶୀଲ ରୁହନ୍ତି , କର୍କଟ ରାସି ଓ ତୁଳା ରାଶିଙ୍କ ମଧ୍ୟରେ ଆସିଥାଏ , କର୍କଟ ରାଶିର  ଅଧିକା ଧ୍ୟାନ ତୁଳା ରାଶି ବାଲାଙ୍କର ବ୍ୟବହାର କରିବାକୁ ପଡିଥାଏ , ଓ ଧୈର୍ଯ୍ୟ ଯେବେ ଭାଙ୍ଗିଯାଏ ତେବେ ସଂମ୍ପର୍କ ବହୁତ ଖରାପ ହୋଇଯାଏ ।

ଧନୁ ଓ ମୀନ ରାଶି ; ଧନୁ ଓ ମୀନ ରାଶିର ଲୋକଙ୍କ ମଧ୍ୟରେ କେବେ ସଂମ୍ପର୍କ ହୁଏ ନାହିଁ । ମୀନ ରାଶିର ଲୋକମାନେ ଟିକିଏ ଭାବୁକ ହୋଇଥାନ୍ତି , ଓ ଏମାନଙ୍କୁ ବୁଝାଇବା ଧନୁ ରାଶିର ଲୋକଙ୍କ ପାଇଁ ବହୁତ ହିଁ ମୁସକିଲ୍ ହୋଈଯାଏ ।

ସିଂହ ଓ ବିଛା ରାଶି : ସିଂହ ଓ ବିଛା ରାଶିର ଜ୍ୟୋତିଷ୍ୟର କହିବା କଥା କି ଏହି ଲୋକ ଭଲ କପଲ୍ ହୋଇପାରନ୍ତି ନାହିଁ  ଏମାନଙ୍କ ମଧ୍ୟରେ ବହୁତ ତର୍କ ହୋଇଥାଏ , ଯେବେ କି ଏମାନେ ସବୁବେଳେ ଲଢେଇ ଝଗଡା କରିବସନ୍ତି ,

କନ୍ୟା ଓ ଧନୁ : ଏହି ଦୁହେଁ ରାଶିର ବିଷୟରେ ଏହା କୁହାଯାଏ କି ଧନୁ ରାଶିର ଲୋକେ କନ୍ୟା ରାଶିର ସଂମ୍ପର୍କରେ ଆସିଲେ ନିଜକୁ ପ୍ରେସରରେ ଥିବା ଭଳି ଅନୁଭବ କରନ୍ତି , ଏହାର ସଂମ୍ପର୍କ ଅଧିକା ଦିନ ରହିପାରେ ନାହିଁ ,

ତୁଳା ଓ ମକର ରାଶି : ଦୁହେଁ ରାଶିର ଲୋକେ ନିଜ ମଧ୍ୟରେ ଆପସିକ ମିଳାମିଶା ନହେବା କାରଣାରୁ ମାନାଯାଏ କି ତୁଳା ରାଶିର ଲୋକେ ଖୋଲା ବିଚାରର ହୋଇଥାନ୍ତି , ତେବେ ମକର ରାଶିର ଲୋକେ ଭଲ ବ୍ୟବହାର ର ହୋଇଥାନ୍ତି , କିନ୍ତୁ ମକର ରାଶିର ଲୋକେ କେବେ ବହୁତ ଅଧିକା ଶକ୍ତ ପ୍ରବୃତିର ହୋଈଯାଆନ୍ତି ।

ବିଛା ଓ କୁମ୍ଭ ରାଶି : ଏହି ଦୁହେଁ ସ୍ୱଭାବରୁ ବିଲକୁଲ୍ ବିପରିତ ହୋଇଥାନ୍ତି , ପ୍ରେମ ଓ ଇମାନଦାରୀର ଅଭାବ ହେବା କାରଣାରୁ ଦୁହେଁଙ୍କ ସଂମ୍ପର୍କ ଅଧିକା ଦିନ ଯାଏଁ ତିଷ୍ଟି ରହିପାରେ ନାହିଁ ।

Leave a Reply

Your email address will not be published. Required fields are marked *