November 25, 2023

Odia Express

News For Public

ବିରାଟ କୋହଲି ଲଗାତାର ରିଷଭ ପନ୍ଥଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରୁ ବାଦ୍ କରୁଥିଲେ, ଏବେ ଅଜିଜ୍ଞ ରାହାଣେ ଦେଲେ ପନ୍ଥଙ୍କୁ ଏପରି ଉପଦେଶ…

ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଅଧିକାରୀ କୁହାଯାଉଥିବା ରିଷଭ ପନ୍ଥଙ୍କୁ ଏବେ ନିଜ ଜାଗାରେ କେଉଁ ବି ଫର୍ମାଟରେ ପ୍ଲେଇଙ୍ଗ୍ ଇଲେଭେନରେ ଜାଗା ମିଳିପାରୁନାହିଁ , କିନ୍ତୁ ପନ୍ଥ ନୁହେଁ ଯାହାର କାରଣରୁ ତାଙ୍କର ଆତ୍ମବିଶ୍ୱାସ ବିଷୟରେ ଏବେ ବହୁତ ଚର୍ଚ୍ଚା ଚାଲୁଛି , ଟେଷ୍ଟ ସିରିଜ୍ ଆରମ୍ଭର ପୁର୍ବରୁ ନିଜେ ଭାରତର ଅନୁଭବି ବ୍ୟାଟ୍ସମ୍ୟାନ୍ ଅଜିଜ୍ଞ ରାହାଣେ ରିଷଭ ପନ୍ଥଙ୍କୁ ନେଇକରି ଏକ ବଡ ବୟାନ୍ ଦେଇଥିଲେ । ଆଘାତ ହେବାପରେ ରିଷଭ ପନ୍ଥ ଟିମ୍ ରେ ସେମିତି ଫେରିଆସିଛନ୍ତି କିନ୍ତୁ ତାଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଜାଗା ମିଳିପାରିନାହିଁ , ନ୍ୟୁଜିଲାଣ୍ତ ବିପକ୍ଷରେ ସିମିତ ଓଭରର ଫର୍ମାଟରେ ପନ୍ଥ ଏକମାତ୍ର ଖେଳାଳୀ ଅଛନ୍ତି , ଯାହାଙ୍କୁ ଖେଳିବାର ମଉକା ମିଳିଛି ଯାହାର କାରଣରୁ ଏବେ ତାଙ୍କ ଉପରେ ଅଧିକା ଚର୍ଚ୍ଚା ଚାଲିଛି

ଯାହା ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଅଜିଜ୍ଞ ରାହାଣେ ପ୍ରେସ୍ କନଫରରେନ୍ସରେ କହିଲେ କି ମୋତେ ଲାଗୁଛି କି ଏହା ମହତ୍ତ୍ୱପୁର୍ଣ୍ଣ ଅଟେ ,ଯାହା ହେଉଛି , ତାହାକୁ ମାନିନେବା ଉଚିତ୍ , ତାହା ସହ ସକରାତ୍ମକ ରହିବା ଉଚିତ୍ , ଅଧିକାରୁ ଅଧିଆ ଜିନିଷ ସିଖିବାର ପ୍ରୟାସ୍ କରିବା ଉଚିତ୍ , ଏହା ଯେ କୌଣସି ଖେଳାଳୀ ପାଇଁ ଜରୁରୀ ଅଟେ , ସେ ସିନିୟର୍ ହେଉ କିମ୍ବା ଜୁନିୟର୍ , ଆପଣ ତାହା ଉପରେ ଧ୍ୟାନ ଲଗାନ୍ତୁ ,ଯିଏ ଆପଣଙ୍କ ହାତରେ ଅଛି , ତାହା ବିଷୟରେ ଭାବନ୍ତୁ ଯେବେ ବି ଆପଣଙ୍କୁ ଖେଳିବାର ମଉକା ମିଳୁ , ତାହାର ଫାଈଦା ଉଠାନ୍ତୁ , ଆପଣଙ୍କୁ ରୋଲ୍ ଜଣାଥିବା ଦରକାର ।

ସେ କହିଲେ କି ପନ୍ଥ ୱିକେଟ୍ କିପର ହେବାର କାରଣରୁ ନମ୍ବର ୬ କିମ୍ବା ୭ ରେ ବ୍ୟାଟିଙ୍ଗ୍ କରନ୍ତି , ଆପଣଙ୍କୁ ଖେଳର ବିଷୟରେ ଭାବିବା ଦରକାର ଯେବେ ମଉକା ମିଳେ ତେବେ ତାହାର ଫାଈଦା ଉଠାନ୍ତୁ , ଦେଖନ୍ତୁ କିଏ ବି ବାହାରେ ବସିବା ଉଚିତ୍ ନୁହେଁ , କିନ୍ତୁ ଟୀମ୍ ର ପରିସ୍ଥିତି ହିସାବରେ ବାଛିବା ଦରକାର,  କେଉଁ ଖେଲାଳୀ ଏହି ସିରିଜ୍ ପାଇଁ ଉପଯୋଗୀ ଅଟେ,  ଆପଣ ତାକୁ ମାନିବା କଥା କି ଯିଏ ଅଧିକା ଜରୁରୀ ଅଟେ , ବହୁତ ପରିଶ୍ରମ କର ଓ ନିଜକୁ ସୁଧାରିବାକୁ ପ୍ରୟାସ କର । ଟି ଟ୍ୱେଣ୍ଟି ଏକ ଦିବସିୟରେ ଶାନଦାର୍ ହେବାପରେ ଏବେ ଟେଷ୍ଟ ସିରିଜ୍ ର୍ ଅଛି  ଯାହାପାଈଁ ଦୁଇଟି ଟିମ୍ ନିଜ ପ୍ରସ୍ତୁତି କରିସାରିଛନ୍ତି ,

ଭାରତୀୟ ଟୀମ୍ ରେ ଅଜିଜ୍ଞ ରାହାଣେ , ଚେତେଶ୍ୱର ପୁଜାରା , ଓ ରବିଚନ୍ଦ୍ରନ ଅଶ୍ୱିନ , ଯୋଡି ହୋଇଛନ୍ତି , ଯେବେ କି ନ୍ୟୁଜିଲାଣ୍ତ ଟୀମ୍ ରେ ଟ୍ରେନ୍ ବୋଲଡ୍ , ଓ ମ୍ୟାଟ୍ ହେନେରି ଯୋଡି ହୋଇଛନ୍ତି , ଯାହାର କାରଣାରୁ ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟନ୍ ସିପ୍ ଦେଖିକରି ଦୁହେଁ ଟିମ୍ ପାଇଁ ସିରିଜ୍ ମହତ୍ତ୍ୱ ଅଧିକା ବଢିଯାଇଛି , ଯାହା ବିଷୟରେ ନିଜେ ଅଧିନାୟକ ବିରାଟ କୋହଲି କହିଛନ୍ତି ।

Leave a Reply

Your email address will not be published. Required fields are marked *