March 3, 2024

Odia Express

News For Public

ଚାହୁଁଛନ୍ତି ବଢୁଥିବା ବୟସରେ ରହୁ ଯୌବନ , ତେବେ ସକାଳୁ ଖାଲି ପେଟରେ ଖାଈବାକୁ ଲାଗନ୍ତୁ ଖାଲି ଏପରି ଏକ ଜିନିଷ…

ଅଁଳା କୁ ସବୁ ରୋଗର ମେଡିସିନ୍ କୁହାଯାଏ , ଅଁଳାକୁ ନିୟମିତ ସେବନ କରିଲେ ହୃଦରୋଗ , ଡାଇବେଟିଜ୍ , ପାଇଲ୍ସ, ଅଲସର୍ , ବ୍ରାଙ୍କୋଇଟିସ୍ ପରି ଓ ଫୁସ୍ ଫିସ୍ ଜନିତ ରୋଗରୁ ମୁକ୍ତି ଦେଇଥାଏ , ଅଁଳାର ସେବନରେ ବୁଢାପା ଦୁର କରିଥାଏ , ଯୌବନ ରଖିବାକୁ ହେଲେ ଏହା କାରିଗର ହୋଇଥାଏ , ପାଚନ ତନ୍ତ୍ର ସୃଦୃଢ କରିଥାଏ , ଆଖିରେ ରଶ୍ମୀ , ସ୍ମରଣଶକ୍ତି ବଢାଇଥଏ , ତ୍ୱଚା ଓ ବାଳକୁ ପୋଷଣ କରିଥାଏ । ଆଜି ଆମେ ଆପଣଙ୍କୁ ଅଁଳାର ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହାକୁ ସବୁଦିନ ସେବନ କରିଲେ ଫାଇଦା ପାଇବେ , ଅଁଳାରେ ଭିଟାମିନ୍ ସି ଅଛି , ଯାହା ଆମ ଶରୀରକୁ ରୋଧ ପ୍ରତିରୋଧକ କ୍ଷମତାରେ ଲଢିବାକୁ ସାହାଯ୍ୟ କରେ,

ସବୁ ଦିନ ଖାଲି ପେଟରେ ଅଁଳାର ମୁରବା କରି ଖାଇଲେ ଓ କ୍ଷୀର ପିଇଲେ ଶରୀର ସତେଜ ରହେ , ଏହାକୁ ଖାଇଲେ ପେଟ ସଫା ହୋଇଯାଏ , ଏହାକୁ ସେବନ କରିଲେ ଏସିଡିଟି ଆଦି ଚିନ୍ତା ରୁହେ ନାହିଁ , ତାହା ସହ ଅଁଳାର ଚୁର୍ଣ୍ଣ ସବୁଦିନ ସେବନ କଲେ ତ୍ୱଚା ଜବାନ୍ ରହିଥାଏ , ଓ ବାଳକୁ ଲମ୍ବା ଓ ଘନ କଳା କରିଥାଏ ।

ଅଁଳା ରିଠା, ଶିକାକାଇ, ର କାଢା କରି ମୁଣ୍ତ ଧୋଇଲେ ବାଳ କୋମଳ , ଓ ଘନ ଲମ୍ବା ହୋଇଥାଏ , ସୁଖିଲା ଅଁଳା ୩୦ ଗ୍ରାମ , ବାହାଡା ୧୦ ଗ୍ରାମ ଓ ଆମ୍ବର ଟାକୁଆ ୫୦ ଗ୍ରାମ ଓ ଲୁହ ଚୁର୍ଣ୍ଣ ୧୦ ଗ୍ରାମ ବରାବର ମାତ୍ରାରେ କଢେଇରେ ବତୁରାଇ ରଖନ୍ତୁ , ବାଲରେ ଏହାର ନିୟମିତ ଲେପ କରିଲେ ଛୋଟ ବୟସରେ ଧଳା ହୋଇଥିବା ବାଳ କିଛି ଦିନରେ କଳା ହୋଇଯାଏ  ।

Leave a Reply

Your email address will not be published. Required fields are marked *