June 20, 2024

Odia Express

Here, There and Everywhere

ଗୋଟେ ଲେମ୍ବୁକୁ ଚାରି ଖଣ୍ତ କରି ଚୁପ୍ ଚାପ୍ ଏଠାରେ ପକାଇଦିଅନ୍ତୁ , ଆସିବ ଏପରି ପଇସା କି ସମ୍ଭାଳି ପାରିବେ ନାହିଁ ଆପଣ…

ଏହି ଦୁନିଆଁରେ ସବୁ ମନୁଷ୍ୟର ସବୁଠାରୁ ଅଧିକା ଆବଶ୍ୟକତ ପଇସାର ହୋଇଥାଏ , କାରଣ ଏହି ସଂସାରରେ ପଇସା ବିନା କେହି ବି ଆପଣଙ୍କୁ ଚିହ୍ନିପାରିବେ ନାହିଁ  ପଇସା ପାଇଁ ସମସ୍ତେ ନିଜ କ୍ଷମତ ବାହାର କାର୍ଯ୍ୟ କରିବାପାଇଁ ଚେଷ୍ଟା କରିଥାଏ , କିନ୍ତୁ କେବେ କେବେ ଏପରି ହୋଇଥାଏ କି କଠିନ ପରିଶ୍ରମ କରିବା ପରେ ବି କିଛି ବି ବିଶେଷ ଲାଭ ହୋଇପାରେ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ , ଯାହା ପ୍ରୟୋଗ୍ କଲେ ବହୁତ ଧନ ଲାଭ ହେବ , ଏହାର ପ୍ରୟୋଗରେ ଆପଣଙ୍କ ଆର୍ଥିକ ଅସୁବିଧା ଶେଷ ହୋଇଯିବ , ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ସବୁଚିନ୍ତା ଅବସାଦ ଦୁର ହୋଇଯିବ ।

ଯେପରି କି ଆମେ ସମସ୍ତେ ଜାଣିଛେ କି ପ୍ରାଚୀନ୍ କାଳରୁ ଧନର ମହତ୍ତ୍ୱ ବହୁତ ଅଧିକା ମାନାଯାଇଛି , ଧନ ସଂବନ୍ଧି ସୁବିଧାକୁ ପ୍ରାପ୍ତି କରିବାପଇଁ ବ୍ୟକ୍ତି କଡା ପରିଶ୍ରମ କରିଥାଏ , ଓ ତାହା ସହ ଧନର ଦେବୀ ମହାଲକ୍ଷ୍ମୀଙ୍କର କୃପା ଆବଶ୍ୟକତା ହୋଇଥାଏ , ସୁଚନା ପାଇଁ କହିଦେବୁ କି ଶାସ୍ତ୍ରରଅନୁସାରେ କେଉଁ ବ୍ୟକ୍ତି ଯେତେ ବି ଧନ କମାଇନେଉ ତାହାର ଭାଗ୍ୟ କିପରି ହେବ , ଏହି ପ୍ରଶ୍ନର ଉତ୍ତର ବ୍ୟକ୍ତିର ପୂର୍ବ ଜନ୍ମ ସହ ଯୋଡି ହୋଇଛି  ଯେପରି କର୍ମ ଗତ ଜନ୍ମରେ ହୋଇଥାଏ ।

ଠିକ୍ ସେମିତି ପ୍ରାରୁଦ୍ଧ କିମ୍ବା ଭାଗ୍ୟ ହୋଇଥାଏ , ବହୁତଥର ବ୍ୟକ୍ତି ପଇସାର ଅସୁବିଧା କାରଣ ପାଇଁ ଅତ୍ୟାଧିକ ଚିନ୍ତା କରିବସେ , ଆଜି ଆମେ ଅପଣଙ୍କୁ ଏମିତି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ପଇସାର ଚିନ୍ତ ଦୁର ହୋଇଯିବ , ଏହି ଉପାୟ ଆଇଂ ଲେମ୍ବୁର ଆବଶ୍ୟକତା ପଡିପାରେ , ଜଣାଯାଏ କି ଲେମ୍ବୁରେ ଚମତ୍କାରୀ ଶକ୍ତି ମିଳିଥାଏ,  ଯେପରି କେଉଁ ଅନ୍ୟ ବସ୍ତୁରେ ମିଳିନଥାଏ , ଏହାର୍ ପ୍ରୟୋଗରେ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର ଅପାରକୃପା ବୃଷ୍ଟି ହେବ , ଓ ଆପଣଙ୍କୁ ଏତେ ପଇସା ମିଳିବ କି ଆପଣ ସଂମ୍ଭାଳି ପାରିବେ ନାହିଁ  ।

Leave a Reply

Your email address will not be published. Required fields are marked *