February 26, 2024

Odia Express

News For Public

କ୍ରିକେଟିୟରଙ୍କୁ ବିବାହ ଖବରକୁ ନେଇ ପରିଶେଷରେ ଅନୁଷ୍କା ସେଟ୍ଟି ନିଜର ନିରବତା ଭାଙ୍ଗିଲେ , କହିଲେ ଏହି ସତ କଥା – କହିଲେ ମୁଁ କେବଳ…

ବଲିଉଡ୍ ଓ କ୍ରିକେଟ୍ ର ସଂମ୍ପର୍କ ବହୁତ ନିବିଡ ଅଛି , ବର୍ଷରୁ ଭାରତୀୟ କ୍ରିକେଟ୍ ଟିମ୍ ର ଖେଳାଳୀ ଫିଲ୍ମ ଅଭିନେତ୍ରୀଙ୍କସହ ଡେଟିଙ୍ଗ୍ ଓ ଆଫେୟାର୍ ଖବର ଆସୁଛି , କେବେ ଏହା ସଂମ୍ପର୍କକୁ ନେଇ କେବେ ବିବାହ ଯାତ୍ରା ତୟ କରି ବହୁତ ଥର ଏହା ମିଥ୍ୟା ପ୍ରଚାରରେ ସିମିତ ହୋଇଯାଏ , ଏବେ ଏହି କ୍ରମର୍ ବାହୁବଳୀ ଫେମ୍ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍ କୁ ଡେଟ୍ ଓ ବିବାହ ଖବର ଏକ ମିଥ୍ୟା ପ୍ରଚାର କହି ମନାକରିଦେଇଛନ୍ତି ।ଗତ କିଛି ଦିନରୁ ଖବର ଚର୍ଚ୍ଚାରେ ଥିଲା କି ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟି କେଉଁ ବଡ ଫିଲ୍ମ କଲାକାରଙ୍କ ସହ ନୁହେଁ ବରଂ ଜଣେ କ୍ରିକେଟିୟରଙ୍କ ସହ ବିବାହ କରିଛନ୍ତି , ଏବେ ଏହି ଖବରକୁ ମିଥ୍ୟା କହି ଅନୁଷ୍କା କହିଲେ କି ଥରେ ତ ଲୋକେ କହିଲେ କି ମୋତେ ପ୍ରେମ ହୋଇଯାଇଛି , ଓ ମୋର ନିରବତା ବାହାଘର ଯାଏଁ ଚାଲି ଆସିଲା , ଏବେ କ୍ରିକେଟିୟର ସହ ମୋର ନାଁ ଯୋଡିଦେଲେ , ସେ ଏହାକୁ ଏକ ଉଡନ୍ତା

ମିଥ୍ୟା ଖବର କହି ବିବାହ ଏକ ମିଥ୍ୟା ପ୍ରଚାର ବୋଲି କହିଥିଲେ,  କହିଦେବୁ କି ମିଥ୍ୟା କଥା ଯେଉଁ ଖେଳାଳୀଙ୍କ ବିଷୟରେ ହେଉଛି ,  ତାଙ୍କର ପରିଚୟ ସାମ୍ନାକୁ ଆସିନାହିଁ , କିନ୍ତୁ ମିଡିଆ ରିପୋର୍ଟ ଥିଲା କି ସେ ଏକ ଖେଳାଳୀ ସହ ଡେଟିଙ୍ଗ୍ କରୁଥିଲେ,  ଓ କ୍ରିକେଟିୟର ସହ ନୁହେଁ ବରଂ ସେ ଉତ୍ତର ଭାରତର ଅଟନ୍ତି , ଖବର ଏହା ବି ଥିଲା କି ପ୍ଲେୟାର୍ ସାଉଥ୍ ରଣଜୀ ଟୀମ୍ ପାଇଁ ଖେଳନ୍ତି । ଅନୁଷ୍କା କହିଲେ କି ମୋର ବିବାହ ଓ ପ୍ରେମ ବିଷୟରେ ବହୁତ ମିଥ୍ୟା ଖବର ଉଡୁଛି ,

ଖବରରେ ତାଙ୍କର ବହୁତଥର ବାହାଘର ହୋଇସାରିଛି ବୋଲି କୁହାଯାଏ , ସେ କହିଲେ କି ନିଜ ବିବାହର ଫଇସଲା ଏହା ସେ ନିଜ ପରିଜନଙ୍କୁ ଛାଡି ଆସିଛନ୍ତି , ସେ ଏହି ବିଷୟରେ ଫଇସଲା ନେବେ । କହିଦେବୁ କି ଗତ ଦିନରେ କ୍ରିକେଟିୟର ଟିମ୍ ମନିଷ ପାଣ୍ତେ ସାଉଥ୍ ଅଭିନେତ୍ରୀ ଅଶ୍ରିତା ସେଟ୍ଟିଙ୍କ ସହ ଯୋଡା ଯାଇଥିଲା,  ସେମିତି ଅଲରାଉଣ୍ତର ଖେଳାଳୀ ହାର୍ଦ୍ଧିକ ପାଣ୍ତିଆ ବି ନତାଶା ଷ୍ଟେନ୍ କୋବିକ୍ ଙ୍କ ସହ ନିର୍ବନ୍ଧ କରିଛନ୍ତି ।

ବଲିଉଡ୍ ର ସବୁ ସୁପରହିଟ୍ ଫିଲ୍ମରେ ଭାଗ ନେଇଥିବା ୩୮ ବର୍ଷୀୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟି ନିଜ ଅପକମିଙ୍ଗ୍ ଫିଲ୍ମ ନିଶବ୍ଧଧମ୍ ଏକ ସାଇଲେଣ୍ଟ ଥ୍ରୀଲର୍ ରେ ନଜର ଆସିବେ , ଫିଲ୍ମରେ ଅନୁଷ୍କା ମ୍ୟୁଟ୍ ଆର୍ଟିଷ୍ଟର ଅଭିନୟ କରିବେ , ସେମିତି ଏହା ୨ ଅପ୍ରେଲ୍ କୁ ରିଲିଜ୍ ହେବ , ପ୍ରମୋଶନରେ ସେ ବହୁତ ଲାଗିପଡିଛନ୍ତି , ଏହି ଫିଲ୍ମ ରେ ଆର୍ ମାଧବନ୍ ଶାଲିନି ପାଣ୍ତେ ପରି ବଡ କଳାକାର ନଜର ଆସିବେ ।

Leave a Reply

Your email address will not be published. Required fields are marked *