March 3, 2024

Odia Express

News For Public

୨୬ ଫେବୃୟାରୀ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଗଣେଷଜୀ ଏହି ୬ ଟି ରାଶିର କଷ୍ଟ କରିବେ ଦୂର , ବେପାରରେ ହେବ ଆର୍ଥିକ ଲାଭ

1 min read

୧-ମେଷ ରାଶି : ଆଜି ଆପଣଙ୍କ ସବୁ କଷ୍ଟ ଲାଘବ ହେବ , ଆପଣଙ୍କୁ ଧନର ପ୍ରାପ୍ତି ହେବ , ଓ ଘରେ ସୁଖ ସମୃଦ୍ଧି ହେବ , ବ୍ୟବସାୟିକ ସଂନ୍ଧର୍ଭରୁ ଆପଣଙ୍କୁ ଲାଭ ମିଳିବା ପାଇଁ ସଂମ୍ପତ୍ତିର ଉପଯୋଗ କରିବାର ରଚନାତ୍ମକ କାର୍ଯ୍ୟ କରିବେ , ଆପଣଙ୍କୁ ମହତ୍ତ୍ୱପୁର୍ଣ୍ଣ ଲୋକଙ୍କର ଦ୍ୱାରା ପ୍ରଭାବିତ ଓ ସଂମ୍ପର୍କ ସ୍ଥାପିତ କରିବେ , କେଉଁ ବ୍ୟକ୍ତିଙ୍କ ସାହାଯ୍ୟରେ ଅବସର ମିଳିବ , ଆଜି ସଂଘର୍ଷ ପରେ ସବୁ କାର୍ଯ୍ୟ ପୁରା କରିପାରିବେ , ସ୍ୱାସ୍ଥ୍ୟ ସୁଖ ବାଧା ଆସୁଥିବ ।

୨-ବୃଷ ରାଶି : ଆଜି ଆପଣଙ୍କୁ କ୍ୟାରିୟର ବିକଶିତ କରିବାର ନୁଆ କ୍ଷମତା ବିକଶିତ କରିବାର ଆବଶ୍ୟକତା ପଡିପାରେ , ବାହାନ ଆଘାତ ଲାଗିପାରେ , ଉଦ୍ଧମି ଭଲ କରିବେ , ଆର୍ଥିକ ରୁପରେ ଆପଣ ସୁରକ୍ଷିତ ରହିବେ , ଓ ସଂମ୍ପତ୍ତିରେ ନିବେଶ କରିପାରିବେ , ବେବସାୟିକ ଏବଂ ଆର୍ଥିକ ସଂନ୍ଧର୍ଭରୁ ଯାତ୍ରା ପାଇଁ ନବୀନ ଅବସର ମିଳିବ , ସେୟାର୍ ମାର୍କେଟ୍ ରେ ମ୍ୟୁଚୁଆଲ୍ ଫଣ୍ତ ଇତ୍ୟାଦିର ଲାଭ ହେବ । ନିଜ ଅଭ୍ୟାସକୁ ସୁଧାରିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ପାଇଁ ଦିନ ସାମାନ୍ୟ ରହିବ ।

୩-ମିଥୁନ ରାଶି : ଅଧୁରା କାମ ସମୟରେ ସଫଳତାପୁର୍ବକ ହୋଇଯିବ , ପରିବାର ଓ ବନ୍ଧୁଙ୍କ ଖୁସିର ସମୟ ସ୍ମରଣୀୟ ଅବସର ମନାଇବାପାଇଁ ଏକାଠି ହେବେ , ଆପଣଙ୍କ ଦ୍ୱାରା କରାଯାଇଥିବା ଯୋଜନାରୁ ଲାଭ ମିଳିବ , କେଉଁ କାର୍ଯ୍ୟ କରିବାରେ ଭ୍ରମ ସ୍ଥିତି ଆସିପାରେ , ନ ଚାହୁଁଥିଲେ ବି କାହାକୁ ଉଧାରର ପଇସା ନେବାକୁ ପଡୀପାରେ , ପ୍ରେମ ଓ ଲଭ୍ ପାର୍ଟନର ସହ କେଉଁ ଆଡେ ବୁଲିବାକୁ ପ୍ରାକୃତିକ ଜାଗା ଆନନ୍ଦ ଉଠାଇବେ ।

୪-କର୍କଟ ରାଶି ; ଅଦାଲତର କାର୍ଯ୍ୟନୁଷ୍ଠାନରେ ଆଜି ସଂମ୍ଭାଳିକରି ରହିବାକୁ ହେବ , ଖର୍ଚ୍ଚର ମାତ୍ରା ଅଧିକା ରହିବ , ସ୍ୱଭାବରେ ଉଗ୍ରତା ରହିପାରେ , ବାଣି ଓ ବ୍ୟବହାର୍ ସଂମ୍ଭାଳିକରି କାର୍ଯ୍ୟକରିଲେ ଗଣେଷଜୀ ଉପଦେଶ ଦେଇପାରନ୍ତି , ତାନା ମାରିବା ଅଭ୍ୟାସର କାରଣରୁ କ୍ରୟ ଆଡକୁ ଆକର୍ଷିତ ହୋଇପାରନ୍ତି , ବିଦେଶ ଯାତ୍ରା ବି ଅମଳ ଆସିପାରେ , ମାନସିକ ଥକାପଣ ବାହାର ବାହାରିବାପାଇଁ ଚିନ୍ତା ଅନୁଭବ କରିପାରନ୍ତି ।

୫-ସିଂହ ରାଶି : ଆଜି ଆପଣଙ୍କ ସ୍ୱପ୍ନ ଅଧ୍ୟୟନର କ୍ଷେତ୍ରରେ ଉତ୍ସାହିତ ହେବେ , ଯାହାଦ୍ୱାରା ଆପଣଙ୍କୁ ସଫଳତ ବିଲକୁଲ୍ ପାଖରେ ଅଛି , କାଗଜି କାମରେ ଫାଇଦା ହେବାର ସଂମ୍ଭାବନା ଅଛି , ବିଜନେସ୍ କରୁଥିବା ବଡ ନିବେଶ କରନ୍ତୁ ନାହିଁ , ସେୟାର୍ ଆଦିରେ ଧନ ନିବେଶ କରିବାର ଦ୍ୱାରା ଲାଭବାନ ରହିବେ , ଉତ୍ତମ ବେଶଭୁଷା ଓ ବାହାନ ଆଦି ପ୍ରାପ୍ତିର ଯୋଗ ଅଛି  ଭୁମି ଭବନ ଆଦି ସଂବନ୍ଧିତ କାର୍ଯ୍ୟରେ ବଡ ଲାଭ ପାଇବେ , ପରିବାର ସଦସ୍ୟଙ୍କ ସହ ଯାତ୍ରାର ଆନନ୍ଦ ଉଠାଇବେ ,

୬-କନ୍ୟା ରାଶି : ଆଜି ଆଇନଗତ ଅସୁବିଧାରୁ ଦୂରେଇ ରହିଅରି ଲାଭର ସ୍ଥିତି ରହିବ , କାହାର ଭଲ ନିଜ ହାନି ହେବାରେ ଆପଣ କରିପାରିବେ , ପରିଜନଙ୍କ ସହ ମତଭେଦ ନ ହେଉ ଧ୍ୟାନ ରଖନ୍ତୁ , କାର୍ଯ୍ୟରେ ଉପକ୍ଷିତ ସଫଳତା ନମିଳିବାରୁ ନିରାଶା ହୋଇପାରେ , କାର୍ଯ୍ୟଭାର ବଢିପାରେ , ସାଂସରିକ ବିଷୟରେ ଉଦାସିନ ରହିବେ , ବ୍ୟକ୍ତିଗତ ସଂବନ୍ଧରେ ଖୁସି ଓ ଆନନ୍ଦ ପ୍ରାପ୍ତି ହେବ , ଜାଗା ବାଡି ବିଜନେସ୍ ସଂବନ୍ଧିତ କରୁଥିବା ଲୋକଙ୍କୁ ଫାଈଦା ହେବାର ଯୋଗ ଅଛି ।

୭-ତୁଳା ରାଶି : ଆଜି ଆପଣ ନିଜ ଯୋଗ୍ୟତା ଅନୁସାରେ ଲୋକଙ୍କ ସହ ଯୋଡି ହେବେ , ମିତ୍ର ଓ ସ୍ୱଜନଙ୍କ ସହ ସାକ୍ଷାତ ହୋଇପାରେ , କେଉଁ ମହତ୍ତ୍ୱପୁର୍ଣ୍ଣ କାମ ସଫଳତା ମିଳିବ , ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧି ଯୋଗ ଅଛି , ଆଜି ଆପଣଙ୍କ ଶୈଳୀ କାମକରିବାର ଢଙ୍ଗ ଲୋକଙ୍କୁ ପ୍ରଭାବିତ କରିବ,  ବାହାନ ଓ ମେସିନାରୀ ଇତ୍ୟାଦିର ପ୍ରୟୋଗରେ ସାବଧନତା ରଖନ୍ତୁ , କେଉଁ ବିବାଦରେ ପଡନ୍ତୁ ନାହିଁ , ଭୌତିକ ସୁଖ ମିଳିପାରେ , ନିଜ କଥାକୁ ସଫା ତରିକାରେ ରଖନ୍ତୁ , ପଇସାର ମାମଲାରେ ଫାଲତୁ ଚିନ୍ତା କରନ୍ତୁ ନାହିଁ ।

୮-ବିଛା ରାଶି : କାର୍ଯ୍ୟକ୍ଷେତ୍ରରେ କରାଯାଈଥିବା ପ୍ରୟାସ ସଫଳ ହେବେ , ପ୍ରମୋଶନ ମିଳିବାର ସଂମ୍ଭାବନା ଅଛି , ପାରିବାରିକ ସଦସ୍ୟଙ୍କ ସହ ଖୁସିରେ ରହିବେ , ଆନନ୍ଦଦାୟକ ପର୍ଯ୍ୟଟନ ହେବ , ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ , ଛୋଟ ଯାତ୍ରାରେ ବ୍ୟସ୍ତତା ଯୋଗୁଁ ଥକାପଣକୁ ଦୁରେଇ ଆରାମ କରିବାର ସୁଖ ପାଇବେ ,ସୁସ୍ଥ୍ୟ ରହିବାକୁ ନିୟମିତ ବ୍ୟାୟାମ କରତୁ , ଅଲଗା କାହାର ପ୍ରେମ ସଂବନ୍ଧରେ ରାୟ ପେଶ କରନ୍ତୁ ନାହିଁ ,

୯-ଧନୁ ରାଶି : ଆଜି ପରିଶ୍ରମରୁ ଅଧିକା ଲାଭ ମିଳିବ , ଯଦି କେଉଁ ଆଡେ ପଇସାକୁ ନିବେଶ କରିବାକୁ ଚାହୁଁଛନ୍ତି ତେବେ କିଛି ସମୟ ଅପେକ୍ଷା କରନ୍ତୁ , ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟକ ହୋଇପାରେ  ନିଜ ସଂବନ୍ଧି ଙ୍କ ସହ ସାକ୍ଷାତ ହେବ , ଓ ସୁଖ ପ୍ରାପ୍ତି ହେବ , ଧର୍ମ କର୍ମ ରେ ରୁଚି ବଢିବ , କେଉଁ ଧାର୍ମିକ ସ୍ଥଳରେ ଯାତ୍ରା କରିବାର ଯୋଗ ହେଉଛି , ଶାରରିକ କଷ୍ଟ ହେବାର ଆଶଙ୍କା ଅଛି , ଶତ୍ରୁ ପରାସ୍ତ ହେବେ , କାମ କାର୍ଯ୍ୟରେ ମନ ଲାଗିବ ।

୧୦-ମକର ରାଶି : ପରିବାରରେ କେଉଁ ବୟସ୍କ ବ୍ୟକ୍ତିଙ୍କ ସହ ସମୟ ଅତିବାହିତ କରିପାରନ୍ତି , ଆପଣଙ୍କ ପୁରୁଣା ପ୍ରେମ ଆପଣଙ୍କୁ ମିଳିପାରେ , ପାରିବାରିକ ସଦସ୍ୟଙ୍କ ସହ ବାଣୀରେ ନିୟନ୍ତ୍ରଣ ରଖନ୍ତୁ , ଏହି ସଂଘର୍ଷ ପକାଈପାରନ୍ତି , ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ , ସ୍ତ୍ରୀ ମିତ୍ରଙ୍କର ପଛରେ ଧନ ଖର୍ଚ୍ଚ ହୋଇପାରେ , ଭାଗିଦାରୀରେ ଭୁଲ୍ ବୁଝାମଣା ବାଦବିବାଦ ହୋଇପାରେ , ଆୟରେ ଯଥାବତ ରହିବ , ପରିବାରରେ ପ୍ରସନ୍ନତାର୍ ବାତାବରଣ ରହିବ , ମାନ ପ୍ରତିଷ୍ଠାରୁ ଲାଭ ମିଳିବ ।

୧୧-କୁମ୍ଭ ରାଶି : ଆଜି କାମ କାର୍ଯ୍ୟରେ ଅଧିକା ମନ ଲାଗିବ କିନ୍ତୁ ଫାଇଦା ମିଳିପାରିବ ନାହିଁ , ଆପଣଙ୍କୁ ନିଜ ଆଚରଣ ଓ ବାଣିରେ ନିୟନ୍ତ୍ରଣ ରଖିବାକୁ ହେବ , ସମୟ ମିଶାଳିଆ ରହିବ , ବିଗଡିଯାଈଥିବା କାମ ହେବାକୁ ଲାଗିବ , ଧର୍ମ କର୍ମରେ ରୁଚି ବଢିବ , ମିତ୍ରଙ୍କ ସହ ଆପଣ ଖୁସିରେ ସମୟ ଅତିବାହିତ କରିବେ , ବ୍ୟବସାୟୀ ଲୋକଙ୍କୁ ଫାଈଦା ସହ କ୍ଷତି ହୋଇପାରେ , ଭାଇ ଭଉଣୀ ଙ୍କ କିଛି ମତଭେଦ ହୋଇପାରେ  ଯାହା ଦ୍ୱାରା ପାରିବାରିକ ଚିନ୍ତାଗ୍ରସ୍ତ ହୋଇପାରେ, ବିବାହର ପ୍ରସ୍ତାବ ମିଳିପାରେ ।

୧୨-ମୀନ ରାଶି : ଆଜି ସଂନ୍ଧିଗ୍ଧ ଆର୍ଥିକ ଲେଣଦେଣରେ ଫସିବାରୁ ସାବଧାନ ରୁହନ୍ତୁ , ନୁଆ କାର୍ଯ୍ୟ କରିବାରେ ପ୍ରେରଣା ମିଳିବ , ଓ ଆପଣ ପ୍ରାରମ୍ଭ କରିପାରିବେ , ବେପାରରେ ଆର୍ଥିକ ଲାଭ ହୋଇପାରେ , ଭଲ ବାର୍ତ୍ତା ପରିଣାମରେ ଆପଣ କାହା ସଂମ୍ପତ୍ତି ମୋଳଝୋଲର ଫାଈଦାଉଠାଈପାରନ୍ତି , ନୁଆ ସଂମ୍ପର୍କ ହେବ , ଆପଣଙ୍କ ସାମାଜିକ ସ୍ଥିତି ବ୍ୟବସାୟିକ ସମାରୋହରେ ସାମିଲ୍ ହେବେ , କେଉଁ ପ୍ରକାରର ଚିନ୍ତା କରନ୍ତୁ ନାହିଁ , ବିବାଦ ହୋଇପାରେ , ଦାମିକା ବସ୍ତୁ ସଂମ୍ଭାଳିକରି ରଖନ୍ତୁ ।

Leave a Reply

Your email address will not be published. Required fields are marked *