November 25, 2023

Odia Express

News For Public

ଜଶପ୍ରୀତ ବୁମରାହ୍ କହିଲେ ଡେବ୍ୟୁ ମ୍ୟାଚ୍ ର ପୁର୍ବରୁ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପାଖକୁ ଆସିକି କହିଥିଲେ ଏହି କଥା – ଆଉ ତାପରେ..

ଆଜି ଭାରତୀୟ ଯେବେ ନମ୍ବର ଏକ ବୋଲର୍ କଥା ଆସେ ତେବେ ପ୍ରଥମେ ଜଶପ୍ରୀତ ବୁମରାହଙ୍କ ନାଁ ପ୍ରଥମେ ଆସିଥାଏ , ଏହି ଖେଳାଳୀ ଭାରତୀୟ ଟିମ୍ ରେ ଆସିବାପରେ ନିଜକୁ ଆହୁରି ଭଲ କଲେ , ଯାହା ବିଷୟରେ କଥା ହୋଇ ଏକ ଇଣ୍ଟରଭ୍ୟୁରେ ଜଶପ୍ରୀତ ବୁମରାହ ନିଜ ଭାରତୀୟ ଟିମ୍ ପାଇଁ ପଦାର୍ପଣ କାହାଣୀ କହିଥିଲେ ।ଏକ ଦିବସିୟ ଫର୍ମାଟରେ ବିଶ୍ୱରେ ନମ୍ବର ୨ ବୋଲର୍ ଜଶପ୍ରୀତ ବୁମରାହଙ୍କ କ୍ୟାରିୟର ଏବେ ବହୁତ ଶାନଦାର୍ ଅଛି , ଏହି ଖେଳାଳୀଙ୍କୁ ଭଲ ପ୍ରମାଣିତ କରିଛନ୍ତି , ଭାରତୀୟ ଟିମ୍ ପାଇଁ ବୁମରାହ୍  ନିଜ ପଦାର୍ପଣ ୨୦୧୬ ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ,

ସେ ସେହି ଏକଦିବସୀୟ ମ୍ୟାଚରେ କହିଥିଲେ କି ଏବେ କ୍ରିକବଜ୍ ଶୋ ସ୍ପାଇସି ପିଚ୍ ରେ ଦେଇଥିବା ଇଣ୍ଟରଭ୍ୟୁରେ ଜଶପ୍ରୀତ୍ ବୁମରାହ କହିଲେ କି ମୋତେ ଯେଉଁ ଦିନ ଅଷ୍ଟ୍ରେଲିଆ ପହଞ୍ଚିବାର ଥିଲା ସେହି ଦିନ ବର୍ଷା ହେବା କାରଣରୁ ଅଭ୍ୟାସ ହୋଇପାରିଲା ନାହିଁ , ମୋତେ ଲାଗିଲା କି ଏବେ ଖେଳିବାର ମଉକା ଆଉ ମିଳିବ ନାହିଁ , କାରଣ କିଏ ହେଲେ ବି ମୋର ଖେଳ ପ୍ରଦର୍ଶନ ଦେଖିନଥିଲେ  ଯାହାର କାରଣରୁ ଏବେ ମୁଁ କଣ କରିପାରିବି , ଓ ବହୁତ ଫ୍ରୀ ହୋଇଯାଇଥିଲି  । କିନ୍ତୁ ତାପର ଦିନ ଟିମ୍ ମିଟିଙ୍ଗ୍ ରେ ମୋର ପାଖରେ ଟିମ୍ ଡାଇରେକ୍ଟର ରବି ଶାସ୍ତ୍ରୀ ଆସିଲେ ଓ ପଚାରିଲେ କି ଖେଳିବାକୁ ପ୍ରସ୍ତୁତ ଅଛ କି , ମୁଁ କହିଲି କଣ ପାଇଁ ପଚାରୁଛନ୍ତି , ସେ କହିଲେ କି ତୁମେ ଆଜି ଖେଳୁଛ , ସେହି ସମୟରେ ଡର ଥିଲା କି ଅଧିକା ଚିନ୍ତାରେ ବି ଆସିଯାଇଥିଲି ।

ତାପରେ ମୁଁ ନିଜକୁ କହିଲି କି କିଛି କଥା ନୁହେଁ ଘରୋଇ ମ୍ୟାଚ୍ ଯେପରି ଅଟେ, ତାପରେ ଲଗାତାର ଭାବିଲି କି କେଉଁ ସିନିୟର୍ ଖେଳାଳୀ ମୋର ପାଖକୁ ଆସିବ ଓ କିଛି କହିବ , କିନ୍ତୁ କିଛି ସେପରି ହେଲା ନାହିଁ , ଆମେ ଗ୍ରାଉଣ୍ତରେ ପହଞ୍ଚିଲୁ , ଓ ଟସ୍ ବି ପଡିସାରିଥିଲା , କିନ୍ତୁ କେହି ମୋତେ କହିବାକୁ ଆସିଲେ ନାହିଁ । ମ୍ୟାଚ୍ ପୁର୍ବରୁ କେଉଁ ସିନିୟର୍ ମୋତେ ଆଡଭାଇଜ୍ ଦେଲେ ନାହିଁ , ବୋଲିଙ୍ଗ୍ କରିବାର ଠିକ୍ ପୁର୍ବରୁ ମହେନ୍ଦ୍ର ସିଂ ଧୋନୀ ଛୋଟ ଉପଦେଶ ଦେଲେ , ଯାହା ବିଷୟରେ କହିଲେ କି ଯେବେ ମୁଁ ବୋଲିଙ୍ଗ୍ କରିବାକୁ ଯାଉଥିଲି ତେବେ ସେହି ସମୟରେ ଏମ୍ ଏସ୍ ଧୋନୀ ମୋତେ କହିଲେ କି ନିଜ ପରି ଖେଳ ଓ ମଜାରେ ଖେଳ , ମୁଁ ଭାବିଥିଲି କି ବହୁତ କମ୍ ଥିଲା ତାଅରେ ମୁଁ ଏମିତି ଖେଳିଲି ଯେପରି ମୁଁ ଗୁଜୁରାଟ ପାଇଁ ଖେଳୁଛି ।

Leave a Reply

Your email address will not be published. Required fields are marked *