ଏୟାର୍ ହୋଷ୍ଟେସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥାଏ ଏମିତି ଅଜବଧରଣର ପ୍ରଶ୍ନ , ଜାଣିଲେ ମୁଣ୍ତରେ ହାତ ଦେଇଦେବେ

ଏୟାର୍ ହୋଷ୍ଟେସ୍ ହେବାପାଇଁ ଆପଣଙ୍କୁ ଏପରି ଅଜବଧରଣର ପ୍ରଶ୍ନର ଉତ୍ତର ଦେବାକୁ ପଡିପାରେ , ବିଜନେସ୍ ଇନସାଇଡର୍ ଏକ ରିପୋର୍ଟ ଅନୁସାରେ ଏୟାରହୋଷ୍ଟେସ୍ ଜବ୍ ଇଣ୍ଟରଭ୍ୟୁ ଏମିତି ପ୍ରଶ୍ନ ପଚାରାଯାଇଥାଏ , ଯେଉଁଥିରେ ପ୍ରେଜେଣ୍ଟସ୍ ଅଫ୍ ମାଇଣ୍ତ ଓ କେଉଁ ପରିସ୍ଥିତିରେ ନିପଟାଇବାକୁ ଟେଷ୍ଟ ହୋଇଥାଏ, ଆସନ୍ତୁ ଜାଣିବା ଏୟାରହୋଷ୍ଟେସ୍ ଜବ୍ ପାଇଁ କିପରି ପ୍ରଶ୍ନ କରାଯାଏ ।
1 – ପ୍ରଶ୍ନ : ଗୋଟେ ଫ୍ଲାଇଟ୍ ରେ ଗୋଟେ ସିଟ୍ ଅଛି , ଆପଣଙ୍କ ପାଖରେ ୫ ଜଣ ପାସେଞ୍ଜର୍ ସିଟ୍ ଅପେକ୍ଷାରେ ଅଛନ୍ତି , ପ୍ରଥମ ପାସେଞ୍ଜର ଆର୍ମି ଅଫିସର୍ , ଦ୍ୱିତୀୟଟି ହେଲା ଇନଫେଣ୍ଟ ସହ ମହିଳା , ତୃତୀୟ ହେଲା ଏୟାରଲାଇନ୍ସର ପୁରୁଣା ଗ୍ରାହକ , ଚତୁର୍ଥ ଟି ହେଲା ଗର୍ଭବତୀ ମହିଳା , ପଞ୍ଚମଟି ହେଲା ଜଣେ ଏପରି ବ୍ୟକ୍ତି ଯିଏ ନିଜ ରୋଗାକ୍ରାନ୍ତ ଭଉଣୀକୁ ଦେଖିବାକୁ ଯାଉଛି , ଏମିତି ଏକ ସିଟ୍ କାହାକୁ ଦେବେ ?
2 – ପ୍ରଶ୍ନ : ଟେକ୍ ଅଫ୍ କରୁଥିବା ବେଳେ ସହକର୍ମୀ ମୋବାଇଲ ରୁ ମେସେଜ୍ କରୁଛି , ଏମିତିରେ ଆପଣ କଣ କରିବେ ?
3 – ପ୍ରଶ୍ନ : ଫ୍ଲାଇଟ୍ ସମୟରେ ପାଈଲଟ୍ ଆପଣଙ୍କୁ ଏମିତି କାମ କରିବାକୁ କହେ ଯାହା ପାଇଁ ଆଦେଶ ନାହିଁ , ଆପଣ ସେଇ ପରିସ୍ଥିତିରେ କଣ କରିବେ ?
4 – ପ୍ରଶ୍ନ : ଆପଣ ଏକ ଏମରଜେନ୍ସି ସିଚ୍ୟୁଏସନ୍ କୁହନ୍ତୁ ଯାହା ଆପଣ ସେଇ ପରିସ୍ଥିତିକୁ ହ୍ୟାଣ୍ତେଲ୍ କରିପାରିବେ ?
5 – ପ୍ରଶ୍ନ : ଯଦି ଆପଣଙ୍କୁ କେଉଁ ପାସେଞ୍ଜର୍ କହେ କି ଅସ୍ଥି କଳସ ମୋର ନିଜ କାହାର ଅଟେ , ଓ ସେ ଏହାକୁ ସିଟ୍ ତଳେ ରଖିବାକୁ ରାଜି ହୁଏ ନାହିଁ , ତେବେ ଆପଣ କଣ କରିବେ ?
6 – ପ୍ରଶ୍ନ : ଯଦି କେଉଁ ଦମ୍ପତି ଫ୍ଲାଇଟ୍ ରେ ୫୦ ତମ ବିବାହ ବାର୍ଷିକୀ ଉତ୍ସବ ମନାଉଚି , ତେବେ ତାହା ପାଇଁ ଆପଣ ପିଏ ଆନାଉସମେଣ୍ଟା କରିକି ଦେଖାନ୍ତୁ ।
ତେବେ ଯଦି ଆପଣ ଚତୁର ଅଟନ୍ତି ତେବେ ଏହି ସବୁ ପ୍ରଶ୍ନ ର ଉତ୍ତର କମେନ୍ଟ କରନ୍ତୁ