March 1, 2024

Odia Express

News For Public

ଯେତେ ବି ଝଡୁ ବାଳ , ଘରେ ବନାଇ ଲଗାଇଦିଅନ୍ତୁ ଏହି ହେୟାର୍ ମାକ୍ସ, ବାଳ ହେବ ଘନ ଓ ଲମ୍ବା – ଆଉ କେବେ ବାଳ ଝଡ଼ିବ ନାହିଁ…

ଆଜି କାଲି ସବୁ ବ୍ୟକ୍ତିର ବାଳ ଝଡିବା , ପତଳା ହେବାର ସମସ୍ୟା ସହ ଯୋଡି ହୋଇଛନ୍ତି , ବାଳ ସେତେବେଳେ ଝଡିଥାଏ ଯେବେ ତୁମର ଖାଇବା ପିଇବା ଠିକ୍ ହୋଇନଥାଏ , କିମ୍ବା ବହୁତ ଅଧିକା ଟେନସନ୍ ହୋଇଥାଏ , ଏତିକି ନୁହେଁ ଯଦି ଆପଣଙ୍କୁ କେଉଁ ରୋଗ ହେଉଛି , ସେଥିପାଇଁ ଆପଣଙ୍କ ବାଲ ଝଡିବାର କାରଣ ହୋଇଥାଏ , ଏମିତିରେ ଯେବେ ଆମର ବାଲ ଝଡିବାକୁ ଲାଗିଥାଏ , ତେବେ ଆମେ ମହଙ୍ଗା ସ୍ୟାମ୍ପୁ କିମ୍ବା ତେଲ ଲଗାଇଥାଉ କିନ୍ତୁ କିଛି ଉପଶମ ହୋଇନଥାଏ , ବରଂ ଏହା ନକରାତ୍ମକ ପ୍ରଭାବ ଦେଖିବାକୁ ମିଳେ , ଏଥିପାଇଁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆମେ କିଛି ଘରୋଇ ପ୍ରକିୟା ନେଇକରି ଆସିଛୁ , ଯାହାର ବ୍ୟବହାର କରି ଆପଣଙ୍କ ବାଳକୁ ସବୁପ୍ରକାରର ସମସ୍ୟାରୁ ମୁକ୍ତି ଦେଇପାରିବେ ।

୧) ଏହାକୁ ବନାଇବାକୁ ହେଲେ ପ୍ରଥମେ ପିଆଜ ନିଅନ୍ତୁ , ଓ ଏହାର ଚୋପାକୁ କାଟି ଏହାର ଜୁସ୍ ବନାଇଦିଅନ୍ତୁ , ଓ ଏଥିରେ ଆଲୋବେରା ଜେଲ୍ ମିଶାଇଦିଅନ୍ତୁ , ଏହା ମଧ୍ୟରେ ସୋରିଷ ତେଲ,  ଆରଣ୍ତିର ତେଲ ପକାଇ ମିକ୍ସ କରିଦିଅନ୍ତୁ , ଏହାକୁ ନିଜ ବାଳରେ ଲଗାଇ ଗାଧୋଉଥିବା ସମୟରେ ଏକ ଘଣ୍ଟା ପୁର୍ବରୁ ଭଲ ଭାବରେ ଲଗାଇ ଏହାକୁ ସ୍ୟାମ୍ପୁ କରି ଧୋଇଦିଅନ୍ତୁ ।

୨) ଦ୍ୱିତିୟ ଉପାୟ କରିବାକୁ ହେଲେ ଏକ ମିକ୍ସର୍ ଜାର୍ ରେ ମେଥି ଓ କଲୋଜି କୁ ନିଅନ୍ତୁ , ଓ ଏହାର ପାଉଡର୍ ବନାଈଦିଅନ୍ତୁ , ଏବେ ଏକ ଗିନାରେ ଦହି , ଆରଣ୍ତିର ତେଲ , ଓ ବନାଇଥିବା ପାଉଡର୍ ପକାଇ ମିକ୍ସ କରିଦିଅନ୍ତୁ , ଏବେ ଏହି ହେୟାର ପ୍ୟାକ୍ କୁ ବନାଇକରି ଦଶ ମିନିଟ୍ ରଖିନିଅନ୍ତୁ , ଯାହା ଦ୍ୱାରା ମେଥୀ ଓ କଲୋଜି ପାଉଡର୍ ଭଲରେ ମିକ୍ସ ହୋଇଯାଉ , ଏବେ ଗାଧୋଇବା ପରେ ଏକ ଘଣ୍ଟା ପୂର୍ବରୁ ଲଗାନ୍ତୁ ଓ ସ୍ୟାମ୍ପୁ ମାଧ୍ୟମରେ ଧୋଇଦିଅନ୍ତୁ  ।

୩) ଏହି ହେୟାର ପ୍ୟାକ୍ ବନାଇବାକୁ ହେଲେ ପିଆଜର ଜୁସ୍ , କରି ପତ୍ତାର ତେଲ , ଏଲୋବେରା ଜେଲ୍ , ଆଳସୀର ଜେଲ୍ ପକାଇ ମିକ୍ସ କରିଦିଅନ୍ତୁ , ଏବେ ଏହି ମାକ୍ସକୁ ବାଳର ଜଡରେ ଲଗାନ୍ତୁ , ଓ ଏକ ଘଣ୍ଟା ପରେ ନିଜ ବାଳକୁ ଧୋଇଦିଅନ୍ତୁ ।

୪) ଏକ ଗିନାରେ ପିଆଜର ଜୁସ୍ , ରିଠା ପାଉଡର୍ , କପୁର୍ ଗାଜରି ପାଉଡର୍ ପକାଇ ମିକ୍ସ କରିଦିଅନ୍ତୁ , ଏବେ ଏହାକୁ ନିଜ ବାଳରେ ଲଗାଇ ଏକ ଘଣ୍ଟା ରଖନ୍ତୁ , ଓ ସ୍ୟାମ୍ପୁ କରିଧୋଇଦିଅନ୍ତୁ ଏକ ଘଣ୍ଟା ପରେ ।

୫) ହେୟାର ପ୍ୟାକ୍ ବନାଇବାପାଇଁ ସବୁଠାରୁ ପ୍ରଥମେ ଏକ ଗିନାରେ ପିଆଜର ଜୁସ୍ , କିଛି ବି ତେଲ ପକାଇ ମିକ୍ସ କରିଦିଅନ୍ତୁ , ଓ ଏକ ଘଣ୍ଟା ବାଳରେ ଲଗାଇ ଛାଡିଦିଅନ୍ତୁ , ଏକ ଘଣ୍ଟା ପରେ ସ୍ୟାମ୍ପୁ କରି ଧୋଇଦିଅନ୍ତୁ , ଏବେ ଏହି ପାଞ୍ଚଟି ପ୍ରକିୟା କରିବାପରେ ଆପଣଙ୍କ ବାଳ ଝଡିବା କମିଯିବ , ଏହାକୁ ସପ୍ତାହରେ ଦୁଇଥର କରନ୍ତୁ ।

Leave a Reply

Your email address will not be published. Required fields are marked *