March 3, 2024

Odia Express

News For Public

ଏମିତି କରିଲେ ୬୦ ବର୍ଷ ପର୍ଯ୍ୟନ୍ତ ଧଳା ବାଳ ଦେଖିବାକୁ ମିଳିବ ନାହୀଁ , ଧଳା ବାଳ ଏବେ ଦେଖିବାକୁ ଲାଗିବ ଘନ କଳା – କେବଳ ଏହି ଗୋଟିଏ ଉପାୟ କରନ୍ତୁ

ଏହି ଦୁନିଆଁରେ ସମସ୍ତେ ଚାହଁନ୍ତି କି ସେମାନେ ବହୁତ ବର୍ଷଯାଏଁ ଯୁବାବସ୍ଥାରେ ରୁହନ୍ତୁ , କିନ୍ତୁ ଏହା ସଂମ୍ଭବପର ହୋଇପାରେ ନାହିଁ , ଏଥିପାଇଁ ନା କାରଣ ବୟସ ବଢିବା ଦ୍ୱାରା ଶରୀରରେ ବହୁତ ପ୍ରକାର ପରିବର୍ତନ ଆସିଯାଏ , ବରଂ ଆପଣଙ୍କ କଳା ବାଳ ଧଳା ହୋଇଯାଏ , ଏହା ଛଡା ଆଜିର ସମୟରେ ଚିନ୍ତା ଏତେ ଅଧିକା ବଢିଯାଇଛି କି ଲୋକଙ୍କୁ ବୁଢାପା ସମୟରେ ପହଞ୍ଚିବା ପୁର୍ବରୁ ବାଳ ଧଳା ହୋଇଯାଏ ।ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ , ଯାହା ଷାଠିଏ ବର୍ଷ ଯାଏଁ ଧଳା କରିବାକ୍ ଦେବ ନାହିଁ  କହିଦେବୁ କି ଏହି ଉପାୟ୍ କରିଲେ ନା କେବଳ ଧଳା ବାଳ କଳା ହେବ , ବରଂ ଯେଉଁ ବାଳ ଧଳା ହୋଇଛି , ତାହା ଆଉଥରେ କଳା ହୋଇଯିବ , ଆସନ୍ତୁ ଜାଣିବା ସେହି ପ୍ରକିୟା ।

ଏହି ପ୍ରକିୟାକୁ କରିବାକୁ ହେଲେ, ସବୁଠାରୁ ପ୍ରଥମେ ଏକ ଲେମ୍ବୁ ନେଇ ଏକ ଚାମଚ ଏକ କପ୍ ଦହି , ଦୁଇ ଚାମଚ ହିନାର ପାଉଡର୍ , ଏକ ଚାମଚ ଚାହା ପତ୍ର ନିଅନ୍ତୁ , ଏହାପରେ ଏଇ ମିଶ୍ରଣକୁ ବନାଇବାରେ ଦୁଇ ଚାମଚ ହିନାର ପାଉଡର୍ ନିଅନ୍ତୁ , ଏକ ଚାମଚ ଦହି ପକାନ୍ତୁ , ଏହାପରେ ଏକ ଚାମଚ ଚାହାର ପତ୍ର ନିଅନ୍ତୁ,  ତାପରେ ଏକ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଏହାପରେ ଭଲ ଭାବରେ ମିକ୍ସ କରିଦିଅନ୍ତୁ

ଏହି ମିଶ୍ରଣରେ ଆପଣଙ୍କ ମୁଣ୍ତରେ ମାନେ ବାଳରେ ଜଡ ପର୍ଯ୍ୟନ୍ତ ମାଲିସ୍ କରିବେ , ତାପରେ ଦୁଇ ଘଣ୍ଟା ଏମିତି ଛାଡିଦିଅନ୍ତୁ , ଏହାଅରେ ସଫା ପାଣିରେ ଧୋଇଦିଅନ୍ତୁ  କହିଦେବୁ କି ଏହି ପ୍ରକିୟାକୁ ଆପଣ ବାଳ ଧୋଇବା ପୂର୍ବରୁ ଆପଣାଇଲେ , ଆପଣଙ୍କ ବାଲ ଷାଠିଏ ବର୍ଷ ଯାଏଁ ଯୌବନ ରହିବ , ଓ ତାହା ସହ ଧଳା ବାଳ କଳା ହୋଇଯିବ ।

Leave a Reply

Your email address will not be published. Required fields are marked *