March 3, 2024

Odia Express

News For Public

ଏୟାରପୋର୍ଟ ଯାଉ ଯାଉ ଚମକିଗଲା ଏହି ଯୁବକର ଭାଗ୍ୟ , ରାତାରାତି ହୋଇଗଲା ରୋଡପତିରୁ କୋଟିପତି…ଦେଖନ୍ତୁ କିପରି..

ବହୁତଥର ଦେଖାଯାଇଛି କି କିଛି ଏମିତି ମାମଲା ଆସିଥାଏ ଯାହା କେବେ ବହୁତ ଆଶ୍ଚର୍ଯ୍ୟକର ହୋଇଥାଏ , ଏହି ଦୁନିଆଁରେ ପଇସା ପାଇଁ ସମସ୍ତେ ଚିନ୍ତିତ ହୋଇଥାନ୍ତି , ଓ ଯାହା ଦ୍ୱାରା ଦିନ ରାତି ସମସ୍ତେ ପରିଶ୍ରମ କରିଥାନ୍ତି , ଯାହା ଦ୍ୱାରା ସେ ଅଧିକାରୁ ଅଧିକା ପଇସା କମାଇପାରୁ ବହୁତଥର ଏପରି ହୋଇଥାଏ କି ମଣିଷ ପୁରା ଜୀବନ ଲଗାଇଦେଲେ ବି ତାହା ହାତରେ ସେତିକି ପରିମାଣର ଧନ ସଂଞ୍ଚୟ ହୋଇପାରେ ନାହିଁ ।କିନ୍ତୁ ଆପଣ ଟିକିଏ ଭାବନ୍ତୁ , ଯଦି ଆପଣଙ୍କୁ ଅଚାନକ କିଛି ଦିନ ମଧ୍ୟରେ ଧନ ମିଳିଯିବ ତେବେ କଣ କରିବେ , ହଁ ଆଜ୍ଞା ଆପଣଙ୍କୁ ବହୁତ ଧନର ଦରକାର ଅଚାନକ ଆପଣଙ୍କୁ କେଉଁଠି ଖଜଣା ମିଳିଗଲା ତେବେ ଏହାର ସତ କି ଆପଣ ତାହାକୁ ହାତଛଡା କରିବେ ନାହିଁ ।

ସେମିତି ପୁରୁଣା ଜମାନାରେ ଏକ ଲୋକକଥା ପ୍ରଚଳିତ ଥିଲା ଯାହା ଶୁଣିଥିବେ କି ଭଗବାନ ଯାହାକୁ ଦିଅନ୍ତି ଛପର ଫାଡିଦିଅନ୍ତି , ଭଗବାନଙ୍କ ଘରେ ଆଲୋକ ଅଛି ଅନ୍ଧାର ନାହିଁ , ଆଜି ଆମେ ଏପରି କାହାଣୀ କହିବାକୁ ଯାଉଛୁ , ଯାହାକି ସେହି ବ୍ୟକ୍ତିକୁ ରାତାରାତି କୋଟିପତି କରାଇଦେଲା , ତାହାର ଭାଗ୍ୟ ଏପରି ହେଲା ଯାହା ପୁରା ଜୀବନ ବଦଳାଇଦେଲା , ହଁ ଆଜ୍ଞା ଏହାପ୍ରକୃତରେ ଚମତ୍କାରରୁ କମ୍ ନୁହେଁ । କହିଦେବୁ କି କେରଳରେ କୁଟୁନାଦ ରେ ରହୁଥିବା ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବେରୋଜଗାର ଥିଲେ,  ଓ ବେରୋଜଗାର ଯୋଗୁଁ ସେ ଚାକିରି ସନ୍ଧାନରେ ସେ ଆବୁଧାବି ଚାଳିଗଲା ,

ସେଠାରେ ଯିବାପରେ ସେ ସୁପରଭାଇଜର୍ ଚାକିରି କରିଥିଲା,  ଓ ସେଠାରେ ତାକୁ ଚାକିରି କରିବାକୁ ମନ ହେଲା ନାହିଁ , ଓ ସେ ଆବୁଧାବିରୁ ଫେରି ଆସି ନିଜ ସାଙ୍ଗମାନଙ୍କୁ ସାହାଯ୍ୟ ମାଗିଲା , ଓ ତାକୁ ତାର ସାଙ୍ଗମାନେ ଆବୁଧାବିରୁ ଭାରତ ଆସିବାପାଇଁ ପଇସା ପଠାଇଦେଲେ , ତାପରେ ସେ ସେହି ପଇସାରେ ଫ୍ଲାଇଟ୍ ଟିକେଟ୍ କିଣିଥିଲା ଓ ବାକି ପଇସାରେ ଲଟେରି ଟିକେଟ୍ କିଣିଥିଲା , ଯେପରି ସେ ଏୟାରପୋର୍ଟରେ ପହଞ୍ଚିଲା , ତେବେ ତାକୁ ଖବର ମିଳିଲା କି ସେ ସେହି ଲଟେରି ଜିତିସାରିଛି , ଆଶ୍ଚର୍ଯ୍ୟର କଥା ଏହା କି ସେ ଯେଉଁ ଲଟେରି କିଣିଥିଲା ତାହା ତାର ଭାଗ୍ୟକୁ ପୁରା ବଦଳାଇଦେଲା ,

ହଁ ଆଜ୍ଞା କହିଦେବୁ କି ଲଟେରି ଟିକେଟ୍ କିଣିବାପରେ ଯେପରି ସେ ଫେରିକରି ଆସିଲା ଏବେ ଏହି କଥାକୁ ଜଣାପଡିଲା କି ସେ ଯେଉଁ ଲଟେରି ଜିତିଛି ତାହା ୭ ମିଲିୟନ୍ ଡଲାର୍ ହେବ , ଏହି କଥାରୁ ସେ ବହୁତ ଖୁସି ହୋଇଗଲା,  ଓ ଭାରତୀୟ ଟଙ୍କା ଅନୁସାରେ ଏହାର ମୁଲ୍ୟ ୧୩ କୋଟି ୧୦ ଲକ୍ଷ ଟଙ୍କା ଥିଲା । ଭଗବାନ ତାର୍ ଭାଗ୍ୟ ବଦଳାଇଦେଲେ , ଓ ଆଜି ସେ ନିଜ ମା ସହ ପୁରା ଖୁସ୍ ଅଛି , ତାର ମାର କହିବା କଥା କି ତାଙ୍କର ପୁଅ ସବୁବେଲେ ଚାହୁଁଥିଲା କି ତାର ନିଜର ଏକ ଘର ହେଉ , ପଇସା ନଥିବା ଯୋଗୁଁ ସେ ଘର ବନାଇବାରେ ଅସଫଳ ହୋଇଥିଲା  କିନ୍ତୁ  ଏବେ ତାର ସବୁ ସ୍ୱପ୍ନ ପୁରା ହୋଇଯାଇଛି ।

Leave a Reply

Your email address will not be published. Required fields are marked *